ମନୋରଞ୍ଜନ

ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତ୍ରୀ, ଫଟୋଗ୍ରାଫର କହିଥିଲେ ଢାଙ୍କି ଦିଅ ଶରୀର

୬୦ ଦଶକରେ ହିନ୍ଦୀ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକରେ ନଜରକୁ ଆସୁଥିଲେ। ମାତ୍ର ‘କଶ୍ମୀର କି କାଲୀ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଶର୍ମିଲା ଟାଗୋର ସେହି ସମୟରେ ବିକିନି ଶୁଟିଂ ଲାଗି ଚର୍ଚ୍ଚାକୁ ଆସିଥିଲେ। ସେ ଶୁଟିଂ ବିଷୟରେ କହିଛନ୍ତି, ଯେତେବେଳେ…

ହେବ ନାହିଁ ବରୁଣ ଧାୱନଙ୍କ ରିସେପ୍ସନ

ବଲିଉଡ ଅଭିନେତା ବରୁଣ ଧାୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ୨୪ ଜାନୁୟାରୀରେ ବିବାହ କରିଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଧଳା ପୋଷାକରେ ଏହି…

କ୍ରିକେଟରଙ୍କ ପ୍ରେମରେ ଆଥିୟା!

ମୁମ୍ବାଇ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ତାଙ୍କ ଲଭ୍ ଆଫେୟାର୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏକଥା ମଧ୍ୟ ସମସ୍ତଙ୍କୁ ଜଣା ଯେ ଆଥିୟାଙ୍କ ନାଁ କ୍ରିକେଟର କେ. ଏଲ୍ ରାହୁଲଙ୍କ ସହ ଯୋଡି ହୋଇ…

ଲିପଷ୍ଟିକରେ ଶରୀରସାରା ଏମିତି ଲେଖିଲେ ରାଖୀ: ରାଗିଗଲେ ରୁବିନା

ବିଗ୍‌ବସ ଆଗାମୀ ଏପିସୋଡର ପ୍ରୋମୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ପ୍ରୋମୋରେ ରାଖୀ ତାଙ୍କ ଶରୀରରେ ‘ଅଭିନବ ଆଇ ଲଭ ୟୁ’ ଲେଖି ବୁଲୁଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପରେ ରୁବିନା ତାଙ୍କ ସ୍ବାମୀ ଅଭିନବଙ୍କ…

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ ତାରକାଙ୍କୁ ହରାଇଛି। ୨୦୨୧ ବର୍ଷ ଆରମ୍ଭ ହେବାର ଇତିମଧ୍ୟରେ ୨୫ ଦିନ ହୋଇଗଲାଣି। ଏବେ କନ୍ନଡ ଫିଲ୍ମ ଜଗତରୁ ଏକ ଖରାପ…

ଗର୍ଭାବସ୍ଥାରେ ଫିଟ୍‌ ରହିବାକୁ ଏମିତି କରୁଛନ୍ତି କରିନା

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ମଧ୍ୟ ରହୁଛନ୍ତି। ନିଜର ଜୀନଶୈଳୀ ବିଷୟରେ କରିeନା ସବୁକଥା…

ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’!

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ରେ ବଲିଉଡ୍‌ ଠାରୁ ଆରମ୍ଭ କରି ଛୋଟ ପରଦାର ଅନେକ କଳାକାର ଉପସ୍ଥିତ ହୋଇ ନିଜ ଫିଲ୍ମର ପ୍ରମୋଶନ କରିଥାନ୍ତି। ଖାଲି…

ରାମ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଲେ ଏହି ସୁପରଷ୍ଟାର

ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପରେ କଳାକାରମାନେ ସହଯୋଗ ହାତ ବଢ଼ାଉଛନ୍ତି। ଏବେ ତେଲୁଗୁ ସୁପରଷ୍ଟାର ତଥା ଜନସେନା ପାର୍ଟିର…

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବାକୁ ଯିବା ପୂର୍ବରୁ ନିଜ ଡ୍ରେସ୍‌ ଡିଜାଇନ୍‌ କରିଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ସକ୍ରିୟ ହେବା ଦିନଠାରୁ ତାଙ୍କୁ ନିଜ ଇନଷ୍ଟାଗ୍ରାମରେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ଇନଷ୍ଟାଗ୍ରାମରେ ନିଜର ପୁରୁଣା ଫଟୋ ପୋଷ୍ଟ କରିଥିଲେ। ପ୍ରଥମ ଥର ପାଇଁ ସେ ଜାତୀୟ ପୁରସ୍କାର…

ଦ୍ୱିତୀୟ ବିବାହ କଲେ‘ପବିତ୍ର ରିସ୍ତା’ର ଏହି ଅଭିନେତା

ଗୋଟିଏ ପଟେ ବଲିଉଡ ଅଭିନେତା ବରୁଣ ଧୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହ କରିବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଉ ଜଣେ ଅଭିନେତା ଦ୍ୱିତୀୟ ବିବାହ କରି ସମସ୍ତଙ୍କୁ ଚମକାଇ…

ପୂରଣ ହେଲା ସୋନାକ୍ଷୀଙ୍କ ସ୍ୱପ୍ନ

ମୁମ୍ବାଇ: ସମସ୍ତଙ୍କର ସ୍ୱପ୍ନ ଥାଏ ନିଜ ରୋଜଗାରରେ ନିଜର ଏକ ଘର କରିବା । ନୂଆ ବର୍ଷ ଆରମ୍ଭରୁ ବଲିଉଡ୍‌ର କେତେଜଣ ସେଲିବ୍ରିଟି ନିଜ ନିଜ ସ୍ୱପ୍ନର ଘର କିଣିଥିବା ଦେଖାଯାଇଥିଲା । ଏମାନଙ୍କ ମଧ୍ୟରେ ରହିଥିଲେ ଜାହ୍ନବୀ କପୁର, ହ୍ରିତିକ…

ନିଜେ ସଫଳ ଅଭିନେତା ନ ହେଲେ ବି ୬ ଜଣଙ୍କୁ କଲେ ସୁପରଷ୍ଟାର

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ‘ଶୋ ମ୍ୟାନ’ ଭାବେ ପରିଚିତ ନାମୀ ନିର୍ଦ୍ଦେଶକ ସୁଭାଷ ଘାଇ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କର ଜନ୍ମ ୨୪ ଜାନୁୟାରୀ ୧୯୪୫ରେ ନାଗପୁରରେ ହୋଇଥିଲା । ପ୍ରଥମେ ସୁଭାଷ ଜଣେ ଅଭିନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri