ବଲିଉଡ୍‌ରେ କୁମାର ବିଶ୍ୱାସ

ନୂଆଦିଲ୍ଲୀ, ୨୪ା୨: କବି ଓ ରାଜନେତା ଭାବେ ଜଣାଶୁଣା କୁମାର ବିଶ୍ୱାସ ଏବେ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି। ସାହିତି୍ୟକ ମଞ୍ଚରେ କବିତା ପାଠ, ଆନ୍ନା ହାଜାରେ ଆନ୍ଦୋଳନର ପ୍ରମୁଖ ଚେହେରା ପାଲଟିବା ପରେ ରାଜନୀତିରେ ପଶି ଭାଷଣ ଓ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କୁମାର ଏବେ ବଲିଉଡ୍‌ରେ ପ୍ରବେଶ କରିଛନ୍ତି। ମହାଭାରତର କର୍ଣ୍ଣଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ’ ଜରିଆରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ସେ ଟୁଇଟ୍‌ କରି ଜଣାଇଛନ୍ତି। ଫିଲ୍ମର ଡାଏଲଗ୍‌, ଗୀତ ଲିରିକ୍ସ ଓ ସ୍କ୍ରିନ ପ୍ଲେ ସେ ଲେଖିଥିବା ସୂଚନା ଦେଇଛନ୍ତି। ବାସୁ ଭଗନାନୀ ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ହିନ୍ଦୀ ସମେତ କାନ୍ନାଡା, ତେଲୁଗୁ, ତାମିଲ ଓ ମାଲାୟାଲମ ଭାଷାରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି ତାଙ୍କ ବାପା: ଭିଡିଓ ଶେୟାରକରି କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ତୃପ୍ତି ଶଙ୍ଖଧରଙ୍କ ଜୀବନପ୍ରତି ବିପଦ ରହିଛି। ଏ ନେଇ ତୃପ୍ତି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ହେଲେ ଖାସ୍‌...

କୋଟି କୋଟି ଟଙ୍କାରେ ବିକ୍ରି ହୋଲା ବି.ଆର ଚୋପ୍ରାଙ୍କ ବଙ୍ଗଳା

ମୁମ୍ବାଇରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ବଙ୍ଗଳା ବିକ୍ରି ହୋଇଛି। ୨୫,୦୦୦ ବର୍ଗଫୁଟ ଜମିରେ ନିର୍ମିତ ଏହି ବଙ୍ଗଳା ଜୁହୁ...

‘ପୃଥ୍ୱିରାଜ’ରେ ଡେବ୍ୟୁ କରିବେ ମାନୁଷି

ମୁମ୍ବାଇ: ପୂର୍ବତନ ମିସ୍ ୱାର୍ଲଡ ମାନୁଷି ଛିଲର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱିରାଜ’ ମାଧ୍ୟମରେ ସେ...

ମୀରାବାଇଙ୍କ ‘କାନ ଫୁଲ’ର ଦିଓ୍ବାନୀ ହେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ସ୍ବତନ୍ତ୍ର କାନଫୁଲକୁ ପସନ୍ଦ କରିଛନ୍ତି। ମୀରାବାଇ ପିନ୍ଧିଥିବା କାନ ଫୁଲକୁ ଅନୁଷ୍କା...

ନିକ୍‌ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ହଲିଉଡ୍‌ ଅଭିନେତା; ଅଧା ଘଣ୍ଟାରେ ଥରେ କରିଥିଲେ ପ୍ରପୋଜ୍‌…

ବମ୍ବେ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ନିକ୍‌ ଜୋନାସଙ୍କୁ ବିବାହ କରିଛନ୍ତି। ନିକଟରେ ଉଭୟ ପିତାମାତା ମଧ୍ୟ ହୋଇଛନ୍ତି। ହେଲେ ଦିନ ଥିଲା ପିସିଙ୍କୁ...

ବିବାହ ଚାଲିଥିବାବେଳେ ହଠାତ୍‌ କାନ୍ଦିଲେ ଆଲିଆ

ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ହିନ୍ଦୁ ରୀତିନୀତି ସହ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏପ୍ରିଲ ୧୩ରୁ...

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

‘ରାଜ କୁନ୍ଦ୍ରା ବି ବୁଝିସାରିଥିବେ’; ସଲମାନ୍‌ ଖାନ୍‌ଙ୍କ ମୁହଁରୁ ଭିଣୋଇଙ୍କ କଥା ଶୁଣି…

ବମ୍ବେ: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଏବେ ସେ ଜାମିନରେ...

Advertisement
Archives

Model This Week