ଦିଶାଙ୍କ ସହ ବୁଲିବାକୁ ବାହାରିଲେରାହୁଲ: ବୁକ୍‌ କଲେ ପ୍ରାଇଭେଟ ହେଲିକପ୍ଟର

ରିଆଲିଟି ଶୋ’ ‘ବିଗ ବସ୍‌-୧୪’ର ରନର୍‌ ଅପ୍‌ ହୋଇଥିବା ରାହୁଲ ବୈଦ୍ୟ ବିଗ ବସ୍‌ ଘର ଉକ୍ତ ସମୟରେ ନିଜର ଭଲ ଇମେଜ୍‌ ସୃଷ୍ଟି କରିପାରିଥିଲେ। ରାହୁଲ ହୁଏତ ଟାଇଟଲ ଜିତି ନ ଥିଲେ, କିନ୍ତୁ ସେ ଲୋକଙ୍କ ହୃଦୟ ଜିତିପାରିଥିଲେ। ସେ ‘ବିଗ ବସ୍‌’ ଘରେ ଦିଶା ପାରମାରଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ଶୋ’ରେ ତାଙ୍କୁ ବିବାହ କରିବାକୁ ନିଶ୍ଚିତ ମଧ୍ୟ କରିଥିଲେ। ବର୍ତ୍ତମାନ ବିଗ ବସ୍‌ ଘରୁ ବାହାରିବା ପରେ ଉଭୟ ମସ୍ତି କରୁଛନ୍ତି ।
ରାହୁଲ ଏବେ ଦିଶାଙ୍କ ସହ ଛୁଟି କାଟୁଛନ୍ତି। ଏଥିପାଇଁ ସେମାନେ ନିଜର ବ୍ୟକ୍ତିିଗତ ହେଲିକପ୍ଟର ଯୋଗେ ଯିବାକୁ ସ୍ଥିର କରିଛନ୍ତି। ନିଜେ ରାହୁଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଦିଶାଙ୍କ ସହ ରାହୁଲ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଚଲୋ ଲେ ଚଲେ ତୁମ୍ଭେ ତାରୋକେ ଶହର ମେଁ…’। ଫଟୋରେ ରାହୁଲ ଏବଂ ଦିଶା ହେଲିକପ୍ଟରରେ ବସିଥିବାର ନଜର ଆସିଛନ୍ତି। ଉଭୟ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇ ଖୁସି ଶେୟାର କଲେ କଙ୍ଗନା

ମୁମ୍ବାଇ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ସୋମବାର ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମ୍ମାନିତ କରିଛନ୍ତି। ଫିଲ୍ମ...

ବିବାହ ପରେ ଅଧିକ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ ବିବାହ ପରେ ସୋସିଆଲ ମିଡିଆରେ ଏବେ ବହୁତ ରୋମାଣ୍ଟିକ୍‌ ଫଟୋ ଶେୟାର କରୁଛନ୍ତି। ସୁରଜ ନାମ୍ବିଆରଙ୍କ ସହ...

ନା ଖାନ୍‌, ନା ଖିଲାଡ଼ି କିଙ୍ଗ: ତଥାପି ଆଗାମୀ ବର୍ଷ ପାଇଁ ପଙ୍କଜଙ୍କ ହାତରେ ରହିଛି ୯ ଫିଲ୍ମ

ବମ୍ବେ: ବଲିଉଡ୍‌ରେ ନାମ କମାଇବା ସହଜ କଥା ନୁହେଁ। ଖ୍ୟାତନାମା କଳାକାରଙ୍କ ପରିବାରରୁ ଆସିଥିଲେ ସୁଦ୍ଧା ଅନେକ ଏଠାରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି ନାହିଁ। ଏବେ...

ପ୍ରତିଶୋଧ ନେବାକୁ ଆସୁଛି ‘ଦୁର୍ଗାମତି’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ବାରସି ଓ ଭୂମି ପେଡନେକରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦୁର୍ଗାମତି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଏହାକୁ ଅମାଜନ ପ୍ରାଇମ୍‌...

ଖୁବ୍‌ଶୀଘ୍ର କାମକୁ ଫେରିବେ ରାମ୍‌ କପୁର

ଅଭିନେତା ନକୁଲ ମେହେଟ୍ଟା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବଡେ ଅଛେ ଲଗତେ ହେ ସିଜିନ୍‌ ୨ରେ ଅଧିକ ଲୋକ ପ୍ରିୟ ହାସଲ କରିଥିବା ନକୁଲ ପ୍ରତ୍ୟେକ...

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀ କରାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ର ଅଧିକାଂଶ ଅଭିନେତ୍ରୀ ବାସ୍ତବରେ ସୁନ୍ଦରୀ ହୋଇଥିବା ବେଳେ ଆଉ କିଛି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ଜାଣନ୍ତୁ ଏହି...

ହାଜର ହେଲେନି ଅଭିନେତ୍ରୀ

ମୁମ୍ବାଇ: ମନିଲଣ୍ଡ୍ରିଂ ମାମଲାରେ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନ୍ନାଣ୍ଡିଜ ଓ ନୋରା ଫତେହୀଙ୍କୁ ହାଜର...

ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଚାର୍ଜ କରନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ନିଜର ସୁନ୍ଦର ଚେହେରା ଏବଂ ବଳିଷ୍ଠ ଅଭିନୟ ପାଇଁ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। କାଜଲ କେବଳ ସାଉଥ୍‌...

Advertisement
Archives

Model This Week