ମନୋରଞ୍ଜନ

ବିବାହବନ୍ଧନରେ ବାନ୍ଧି ହେବେ ଅର୍ଚ୍ଚିତା-ସବ୍ୟସାଚୀ

ଭୁବନେଶ୍ୱର,୨୮।୨: ସୋମବାର ଓଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ଅଭିନେତ୍ରୀ ଅର୍ଚ୍ଚିତା ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିବେ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ ଏହି ବାହାଘର ହେବ। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। ପୂର୍ବରୁ ସବ୍ୟସାଚୀ…

ଦୀପିକାଙ୍କ ମନ୍ତ୍ର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ନିଜ ଭିନ୍ନ ଅନ୍ଦାଜ ପାଇଁ ସବୁେବେଳ ଥାଆନ୍ତି ଚର୍ଚ୍ଚାରେ । ହେଲେ ଏବେ ତାଙ୍କର ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ସେ ମହିଳାଙ୍କୁ ଆତ୍ମବିଶ୍ୱାସୀ ହେବାର ମନ୍ତ୍ର ଦେଇଛନ୍ତି ବୋଲି କୁହାଯାଉଛି ।…

ଶିଖ୍ ସେନା ଅଧିକାରୀ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ବେଶ୍ କିଛିଦିନ ହେବ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏଥର କିନ୍ତୁ ନିଜ ପ୍ରୋଜେକ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଖୁବ୍‌ଶୀଘ୍ର ତାଙ୍କର କିଛି ନୂଆ ଫିଲ୍ମ ରିଲିଜ୍ ହେବାର…

ନବଜାତକଙ୍କୁ ଛାଡି ରାତିଅଧରେ ଡେଟ୍‌ରେ ପଳାଇଲେ ଏହି ଅଭିନେତ୍ରୀ

ଫେବୃୟାରୀ ମାସରେ ଅଭିନେତ୍ରୀ ଅନିତା ହାସନନ୍ଦାନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏ ନେଇ ଅନିତା ତାଙ୍କ ସ୍ବାମୀ ରୋହିତ ରେଡ୍ଡୀ ଚର୍ଚ୍ଚାକୁ ଆସିଥିଲେ। ସେ ତାଙ୍କ ପୁଅର ନାମ ଆରଭ ରଖିଛନ୍ତି। ତେବେ ଏହି ଦମ୍ପତି ପୁଣି ଲାଇମଲାଇଟକୁ…

ଇର୍‌ଫାନଙ୍କ ପୁଅ ଶେୟାର କଲେ ଏହି ମେସେଜ, ଏଥିରେ ଲେଖାଥିଲା…

ମୁମ୍ବାଇ: ଅଭିନେତା ଇର୍‌ଫାନ ଖାନ ଦୁନିଆ ଛାଡ଼ି ଚାଲିଯିବା କେତେ ମାସ ବିତିଗଲାଣି। ମାତ୍ର ଆଜି ବି ସେ ମନେ ପଡ଼ନ୍ତି। ତାଙ୍କୁ ମନେ ପକାଇଛନ୍ତି ପୁଅ ବାବିଲ୍‌। ସେ ପିତାଙ୍କୁ ବହୁତ ମିସ୍‌ କରୁଛନ୍ତି। ପିତାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ…

ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ହୃଦୟରୁ ପ୍ରେମର ସୃଷ୍ଟି। ଏହି ହୃଦୟ ବା ଦିଲ୍‌ ଯେତେଦିନ ନିର୍ମଳ ରହେ ପ୍ରେମ ସେତେ ଗାଢ଼ ରହିଥାଏ। ଏହା ଭିତରେ ଲୁଚି ରହିଥିବା ଅନେକ କଥା ପାଟିରେ କହି ନ ହେଲେ ମଧ୍ୟ ଆଖିରୁ ଜଣାପଡିଯାଏ। ତେବେ ନିଜ ପ୍ରେମ…

ବିଗ୍‌ ବି ଙ୍କର  ଅପରେଶନ୍‌ !

ମୁମ୍ବାଇ,୨୮।୨: ବିଗ୍‌ ବି ଅମିତାଭ ବଚ୍ଚନଙ୍କର ଅପରେଶନ୍‌ ହେବାକୁ ଯାଉଛି। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଫେବୃୟାରୀ ୨୭ ରାତ୍ର ୧୦ଟା ୧୬ରେ ସେ ନିଜ ବ୍ଲଗ୍‌ରେ ମେଡ଼ିକାଲ କଣ୍ଡିଶନ୍‌…ସର୍ଜରୀ… ଲେଖିଛନ୍ତି। ଏହାକୁ ସେ ପୋଷ୍ଟ୍‌ କରିବା ପରେ…

ଏବେ ରାନୁ ମଣ୍ଡଳଙ୍କ ନାଁ ଶୁଣିଲେ ପ୍ରଚଣ୍ଡ ରାଗୁଛନ୍ତି ହିମେଶ

ମୁମ୍ବାଇ: ବଲିଉଡ୍‌ କମ୍ପୋଜର, ଗାୟକ ତଥା ଅଭିନେତା ହିମେଶ ରେଶମିୟା ନିଜର କଠୋର ଆଭିମୁଖ୍ୟ ପାଇଁ ବେଶ୍‌ ଜଣାଶୁଣା। ମ୍ୟୁଜିକ୍‌ ଶୋ’ ସମୟରେ ହେଉ କି ଖବରଦାତାଙ୍କ ପ୍ରଶ୍ନ ପାଇଁ ହେଉ ସେ ରୋକ୍‌ଠୋକ୍‌ ଜବାବ ଦିଅନ୍ତି। ଏବେ ଏକ କାର୍ଯ୍ୟକ୍ରମରେ…

ଜନ୍ମଦିନ ପାଳନ ପାଇଁ ୪ ବର୍ଷ ଅପେକ୍ଷା କରନ୍ତି ଏହି ଅଭିନେତ୍ରୀ…

ଛୋଟ ପରଦାର ସୁନ୍ଦରୀ ନାୟିକା ଜାହ୍ନଭୀ ଛେଡ଼ା ନିଜର ଜନ୍ମଦିନ ପାଳନ ପାଇଁ ସମସ୍ୟାରେ ପଡ଼ିଥାନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତେଣୁ କେବଳ ୨୯ ଦିନିଆ ଫେବୃୟାରୀ ମାସକୁ ସେ ଚାହିଁ ବସିଥାନ୍ତି। ପ୍ରତି ୪…

ସନି ଲିଓନଙ୍କ ପାଖରେ ରହିଛି ଏସବୁ ଦାମୀ ଗାଡ଼ି

ମୁମ୍ବାଇ: ସନି ଲିଓନଙ୍କୁ କିଏ ବା ନ ଜାଣେ। ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଉଣା ଅଧିକେ ଜାଣିଛନ୍ତି। ତାଙ୍କ ଗୀତ ହେଉ କି ଫିଲ୍ମ ପ୍ରାୟ ସମସ୍ତେ ଦେଖିଥାନ୍ତି। ବିଶେଷକରି ସନି ପର୍ନଷ୍ଟାର ଭାବେ ଜଣାଶୁଣା।…

ପ୍ରିୟଙ୍କାଙ୍କ ପାଇଁ ଗୀତ ଲେଖୁଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ପୁସ୍ତକକୁ ନେଇ ଅଛନ୍ତି ଚର୍ଚ୍ଚାରେ । ତେବେ ଆମେରିକୀୟ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିବା ପରଠାରୁ ଏହି ଯୋଡି ଅଧିକାଂଶ ସମୟରେ ଆସି ଯାଆନ୍ତି ଚର୍ଚ୍ଚାକୁ । ନିକ୍…

ଭାଇରାଲ ହେଉଛି ହିନାଙ୍କ ଗ୍ଲାମରସ୍ ଫଟୋ

ମୁମ୍ବାଇ: ନାୟିକା ହିନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେଥିପାଇଁ ବୋଧହୁଏ ତାଙ୍କର ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଂସ୍ । ସବୁବେଳେ ହିନା ତାଙ୍କର କିଛି ନା କିଛି ଫଟୋ ଶେୟାର କରି ପ୍ରଶଂସକଙ୍କ ମନ ଜିତନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?