ବିଗ୍‌ ବି ଙ୍କର  ଅପରେଶନ୍‌ !

ମୁମ୍ବାଇ,୨୮।୨: ବିଗ୍‌ ବି ଅମିତାଭ ବଚ୍ଚନଙ୍କର ଅପରେଶନ୍‌ ହେବାକୁ ଯାଉଛି। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଫେବୃୟାରୀ ୨୭ ରାତ୍ର ୧୦ଟା ୧୬ରେ ସେ ନିଜ ବ୍ଲଗ୍‌ରେ ମେଡ଼ିକାଲ କଣ୍ଡିଶନ୍‌…ସର୍ଜରୀ… ଲେଖିଛନ୍ତି। ଏହାକୁ ସେ ପୋଷ୍ଟ୍‌ କରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ବିଗ୍‌ ବିଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେବେ ଏନେଇ କୌଣସି ଅଧିକ ଖବର ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ମାନିଲେ କିଆରା

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ନିଜର ଆଶା ପୂରଣ ହେବା ପରେ କିଆରା କେମିତି ଖୁସିରେ ଉଛୁଳୁଛନ୍ତି।...

ଗ୍ଲାମର ଇଣ୍ଡଷ୍ଟ୍ରିକୁ ଅଲବିଦା କହିଲେ ଆଉ ଜଣେ ଅଭିନେତ୍ରୀ

ଜାଇରା ୱାସିମ ଏବଂ ସାନା ଖାନଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଗ୍ଲାମର ଇଣ୍ଡଷ୍ଟ୍ରି ଛାଡିଛନ୍ତି। ଅଭିନେତ୍ରୀ ମେହଜବି ସିଦ୍ଦିକି ସବୁକିଛି ଛାଡି ହିଜାବରେ...

ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ ‘ଲେଡି ଅମିତାଭ’, ନିଜେ ବଖାଣିଲେ କାରଣ

ମୁମ୍ବାଇ : ତେଲଗୁ ଫିଲ୍ମରେ ‘ଲେଡି ଅମିତାଭ’ ନାଁରେ ପରିଚିତ ଅଭିନେତ୍ରୀ ବିଜୟାଶାନ୍ତି ୧୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଫିଲ୍ମ ଜଗତରେ ଏ...

୨୦ କିଲୋ ଓଜନ ବଢାଇଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଚଳଚ୍ଚିତ୍ର ଥାଲାଇଭିର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରୁଥିବା କଙ୍ଗନା ତାଙ୍କ...

ହୋସ ଉଡାଇଲେ ରଣବୀର

ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ଚଳଚ୍ଚିତ୍ର ୮୩ର ଟିଜର ରିଲିଜ ହୋଇଛି । ଏଥିରେ କପିଲ ଦେବଙ୍କ କ୍ୟାରେକ୍ଟରରେ...

ଦର୍ପଣରେ ନିଜକୁ ଦେଖି ପସନ୍ଦ କରୁ ନ ଥିଲେ ଏହି ଅଭିନେତ୍ରୀ

ଛୋଟ ପରଦାରେ ‘ଆନନ୍ଦୀ’ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିବା ଅଭିକା ଗୌରଙ୍କ ଆଜି ଜନ୍ମଦିନ। ଜୁନ ୩୦, ୧୯୯୭ରେ ଜନ୍ମ...

ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରେ ଟିକସମୁକ୍ତ ହେଲା ‘ସାଣ୍ଢ କି ଆଖ୍‌’

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିବ ତାପସୀ ପନ୍ନୁ- ଭୂମି ପେଡନେକର ଅଭିନୀତ ଫିଲ୍ମ ‘ସାଣ୍ଢ କି ଆଖ୍‌’। ମହିଳା ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି...

ଗାୟିକା ସାଜିଲେ ପ୍ରିୟା ପ୍ରକାଶ

ଥିରୁଭାନନ୍ଥପୁରମ୍‌: ଗତବର୍ଷ ଯାହାଙ୍କ ଆଖିମରା ଦୃଶ୍ୟ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟକୁ ଜିଣିପାରିଥିଲା, ସେଇ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ପ୍ରିୟା ପ୍ରକାଶ ବାରିୟର। ସେ ଆଗାମୀ ମାଲାୟାଲମ୍‌...

Advertisement
Archives

Model This Week