ସ୍ବାମୀ ଅଭିଷେକଙ୍କ ଠାରୁ ବହୁତ ଧନୀ ଐଶ୍ୱର୍ଯ୍ୟା: ଜାଣନ୍ତୁ ବଚ୍ଚନ ପରିବାରରେ କାହାର କେତେ ସମ୍ପତ୍ତି…
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଇତିମଧ୍ୟରେ ୪୫ ବର୍ଷର ହୋଇଯାଇଛନ୍ତି। ୫ ଫେବୃଆରୀ, ୧୯୭୬ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୭ରେ ମିସ୍ ଓ୍ବାଲ୍ଡ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ…
ଏମିତି ରହିଛି ସଲମାନଙ୍କ ଭାଲେଣ୍ଟାଇନ୍ ପ୍ଲାନ୍
ମୁମ୍ବାଇ: ବଲିଉଡ୍ର ବ୍ୟାଚଲର ହିରୋ ତଥା ଦବଙ୍ଗ ଖାନ୍ ସଲମାନ ଭାଲେଣ୍ଟାଇନ୍ କେମିତି ପାଳିବେ ପ୍ରଶଂସକମାନେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ସଲମାନ ଏକ ମ୍ୟୁଜିକ୍ ଶୋ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଜଣେ ଖବରଦାତା ତାଙ୍କୁ ତାଙ୍କର ଭାଲେଣ୍ଟାଇନ୍…
ପୁଅର ଜନ୍ମଦିନରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କହିଲେ ଏମିତି
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ। ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ।…
ବିଗ୍ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…
ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେଲେ ମଧ୍ୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା…
ଓସ୍କାର ଦୌଡ଼ରେ ବିଦ୍ୟା ବାଲନଙ୍କ ଫିଲ୍ମ
ନୂଆଦିଲ୍ଲୀ, ୪ା୨- ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଶର୍ଟ ଫିଲ୍ମ ‘ନଟଖଟ’ ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ସାମିଲ ହୋଇଛି। ଏହି ଶର୍ଟ ଫିଲ୍ମରେ ବିଦ୍ୟା ପ୍ରଡ୍ୟୁସର ଭାବେ ପଦାର୍ପଣ କରିଛନ୍ତି। ନଟଖଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମସାନ…
ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ ଦୀକ୍ଷିତ
ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ କ୍ରିକେଟର ବି-ଟାଉନ ଅଭିନେତ୍ରୀଙ୍କୁ ଡେଟ୍ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବିବାହ କରିିଥିବା ବେଳେ ଆଉ କେତେକଙ୍କ ବିବାହ ହୋଇପାରି ନାହିଁ। ତେବେ ବିବାହ…
ବଲିଉଡ୍ ହିରୋଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଏସବୁ ତେଲୁଗୁ ସୁପରଷ୍ଟାର, ଆଗରେ ରଜନୀକାନ୍ତ…
ହାଇଦ୍ରାବାଦ: ବଲିଉଡ୍ ଫିଲ୍ମକୁ ଦର୍ଶକ ପସନ୍ଦ କରିଥାନ୍ତି। ହେଲେ ଯୁବପୀଢ଼ିଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ସିନେମାକୁ ନେଇ କ୍ରେଜ୍ ଭିନ୍ନ ଥାଏ। ବଲିଉଡ୍ଠାରୁ ଟଲିଉଡ୍ ସିନେମାକୁ ଅଧିକ ପସନ୍ଦ କରାଯାଉଥିବାରୁ ଏହାର କାହାଣୀକୁ ନେଇ ଅନ୍ୟ ଭାଷାରେ ଫିଲ୍ମ ନିର୍ମାଣ ମଧ୍ୟ…
ସାରା ଜୀବନ ଅବିବାହିତ ଥିଲେ ବଲିଉଡ୍ର ଏହି ଅଭିନେତ୍ରୀ; ଲୋକେ ଭାବୁଥିଲେ ଅମିତାଭ ବଚ୍ଚନଙ୍କ ଶାଳି…
ବମ୍ବେ: ବଲିଉଡ୍ ଫିଲ୍ମରେ ମା’ ଚରିତ୍ରରେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ଅଭିନେତ୍ରୀ ରୀତା ଭାଦୁଡ଼ି। ୧୯୫୦ ଜାନୁୟାରୀ ୧୧ରେ ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କ ଜନ୍ମ। ରୀତାଙ୍କ ବାପା ଇଂରେଜ ସରକାର ଅମଳରେ କମିଶନର ଥିବା ବେଳେ ମା’ ଚନ୍ଦ୍ରିମା…
ଡିଲିଟ୍ ହେଲା କଙ୍ଗନାଙ୍କ ଟୁଇଟ୍
ମୁମ୍ବାଇ: ପ୍ରାୟ ସମସ୍ତ ବିଷୟକୁ ନେଇ ନିଜର ଲାଗାମ ନ ଥିବା ରାୟ ଦେଉଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ କିଛି ଟୁଇଟ୍ସକୁ ଟୁଇଟର ତା’ର ପ୍ଲାଟଫର୍ମରୁ ଡିଲିଟ କରିଥିବା ଜଣାପଡିଛି । ଏହାକୁ ନେଇ ଟୁଇଟର କହିଛି କଙ୍ଗନା ତାଙ୍କ…
ପୁଣିଥରେ କଳାକାରଙ୍କୁ ପଛରେ ପକାଇଲେ ବିରାଟ
ନୂଆଦିଲ୍ଲୀ,୪ ।୧: ଭ୍ରାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୩.୭୭କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଲଗାତାର ୪ର୍ଥ ଥର ଲାଗି ୨୦୨୦ରେ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରଟି ପାଲଟି ଯାଇଛନ୍ତି । ଏହି ସୂଚୀରେ ଦ୍ୱିତୀୟ ଓ…
ଗର୍ଭାବସ୍ଥାରେ ବି ଫ୍ୟାଶନ ବଜାୟ ରଖିଛନ୍ତି କରୀନା, ଖୁବ୍ଶୀଘ୍ର ହେବେ ମା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ନିଜର ଫ୍ୟାଶନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଏବେ ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି। ଗର୍ଭାବସ୍ଥା ସମୟରେ ବି ସେ ନିଜର ଫ୍ୟାଶନ ବଜାୟ ରଖିଛନ୍ତି। କରୀନା ତାଙ୍କର ଖାସ୍…
କ୍ରିକେଟର୍ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା
ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଭାରତ ସରକାରଙ୍କ ପକ୍ଷରୁ ଦୃଢ ପ୍ରତିକ୍ରିୟା ଆସିଥିଲା। ସରକାରଙ୍କ ଏହି…
Archives


