ଚତୁର୍ଥ ଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ନୂଆ ଅତିଥି ସ୍ବାଗତ ପାଇଁ ରହିଛି ସ୍ବତନ୍ତ୍ର ପ୍ଲାନ୍
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଖୁବ୍ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସୈଫ୍ଙ୍କ ସ୍ତ୍ରୀ ତଥା କରିନା କପୁର ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ଏଥିପୂର୍ବରୁ ନୂଆ ଅତିଥିଙ୍କୁ ସ୍ବାଗତ ପାଇଁ ସୈଫ୍ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସୈଫଙ୍କ…
ଏହି ଅଭିନେତ୍ରୀଙ୍କ ସହ ଘୃଣ୍ୟ କାମ କରିଥିଲେ ଆମୀର ଖାନ୍
୧୯୯୦ ମସିହାରେ ଆମୀର ଖାନ୍ ଏବଂ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ଦିଲ୍’ ରିଲିଜ୍ ହୋଇଥିଲା। ଏହା ଦର୍ଶକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲେ। ସେହି ସମୟରେ ‘ଦିଲ୍’ ବ୍ଲକବାଷ୍ଟର ସାବ୍ୟସ୍ତ ହୋଇଥିଲା। ଏଥିରେ ଆମୀର ଏବଂ ମାଧୁରୀଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି…
ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଆଲିଆ ଭ୍ରମଣ କରିବାକୁ ବହୁତ ଭଲ ପାଆନ୍ତି ଏବଂ ପ୍ରାୟତଃ ସେ ନିଜ ବ୍ୟସ୍ତବହୁଳ ସମୟରୁ ଛୁଟି ନେଇ ବୁଲିବାକୁ ବାହାରକୁ ଯାଆନ୍ତି। ରାଜସ୍ଥାନରେ ନୂଆ ବର୍ଷ ପାଳନ କରିବା…
ପୁଣି ଚର୍ଚ୍ଚାରେ ଅନୁଷ୍କା ଶର୍ମା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ହେବା ପରେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ଅନୁଷ୍କା କୌଣସି ଫଟୋ, ଭିଡିଓ କିମ୍ବା ଫିଲ୍ମ ପାଇଁ ନୁହେଁ ବରଂ ସ୍ବଚ୍ଛ ଭାରତ ଅଭିଯାନରେ ଭାଗ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କା…
ବିବାହ ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୈଫ୍, କରିନା କହିଥିଲେ ଏମିତି…
ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବଂ କରିନା କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। କରିନା ଖୁବ ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସୈଫ୍ ଏବଂ କରିନା ଅଭିନୟ ବ୍ୟତିତ…
ଆତ୍ମହତ୍ୟା କରିବାକୁ ଚାହୁଁଥିଲି
ବମ୍ବେ: ବିଗ୍ବସ୍ର ଚଳିତ ସିଜନ୍ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ପାଲଟିଛନ୍ତି ରୁବିନା ଦିଲୈକ। ସ୍ବାମୀ ଅଭିନବ ଶୁକ୍ଳାଙ୍କ ସହ ତାଙ୍କର ଖଟାମିଠା ମୂହୁର୍ତ୍ତକୁ ଦର୍ଶକେ ବେଶ୍ ପସନ୍ଦ କରୁଛନ୍ତି। ଏବେ ରୁବିନା ଶୋ’ରେ ଭାବବିହ୍ବଳ ହୋଇଥିବା ଦେଖାଯାଇଛି। ସେ ବେଶି ରାଗୁଥିବାରୁ…
ମାଧୁରୀଙ୍କ ସହ ପୁଣି ନଜର ଆସିବେ ଆମିର!
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବେ ତାଙ୍କର ୧୭ ତମ ଫିଲ୍ମ ‘ଥ୍ୟାଙ୍କ ଗଡ’ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ରକୁଲପ୍ରିତ ସିଂ ଓ ଅଜୟ ଦେବଗନଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।…
ଅଭିଷେକ ବଚ୍ଚନ ହେବେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ଫିଲ୍ମ ‘ଲୁଡୋ’ରେ ନଜର ଆସିଥିବା ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ଖୁବ୍ଶୀଘ୍ର ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ଅଭିଷେକ ବଲିଉଡ୍ରେ ୨୦ ବର୍ଷ କ୍ୟାରିୟର ପୂରା କରିଛନ୍ତି। ସେ ଖୁବ୍ଶୁଘ୍ର ରାଜନୀତି କରିବେ। ଆପଣ ଭାବୁଥିବେ…
ଦୁଇଲକ୍ଷ ଟଙ୍କା ଲେହେଙ୍ଗାରେ ମଲାଇକାଙ୍କ ଗ୍ଲାମରସ ପୋଜ୍
ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ତାଙ୍କ ଭିନ୍ନ ଅନ୍ଦାଜ ପାଇଁ ବେଶ୍ ପରିଚିତ । ଆଉ ତାଙ୍କର ଫ୍ୟାଶନ୍ ସେନ୍ସ ସମସ୍ତଙ୍କ ହୃଦୟ ଜିତିବାରେ ଏକ ନମ୍ବର । ସେଥିପାଇଁ ବୋଧହୁଏ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି । ସେ…
ପର୍ନ ଭିଡିଓ ଶୁଟ୍ କରି ଗିରଫ ହେଲେ ଏହି ଅଭିନେତ୍ରୀ, ପୋଲିସ ହାତରେ ଲାଗିଛି…
ମୁମ୍ବାଇ,୭।୨: ୮୦ ବିଜ୍ଞାପନ, ୭ ଓ୍ବେବ୍ସିରିଜ୍ ଏବଂ କିଛି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ତଥା ମଡେଲ ଗେହେନା ବଶିଷ୍ଟଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଗେହେନା ପର୍ନ ଭିଡିଓ ଶୁଟ୍ କରିବା ଏବଂ ଏହାକୁ ମୋବାଇଲ ଆପ୍ରେ ଅପଲୋଡ୍ କରିବା…
ଅମ୍ବାନୀଙ୍କ ପାର୍ଟିରେ ଏତିକି ଟଙ୍କାର ଶାଢ଼ି ପିନ୍ଧିଥିଲେ ଗୌରୀ ଖାନ୍
ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍ଙ୍କ ସ୍ତ୍ରୀ ଗୌରୀ ଖାନ୍ ଫ୍ୟାଶନିଷ୍ଟଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ଠାରୁ ବହୁତ ଦୂରରେ। ମାତ୍ର ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୯ ରେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ ଅମ୍ବାନୀ…
ଆସାମି ଝିଅ ଡାଲଖାଇ, ରଙ୍ଗବତୀ ଗାଇ ମନ ଜିତିଲେ
ଆସାମର ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ନନ୍ଦୀ ଭଉଣୀ ଅନ୍ତରା ଓ ଅଙ୍କିତାଙ୍କ ସମ୍ବଲପୁରୀ ଗୀତ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ପାରମ୍ପରିକ ସମ୍ବଲପୁରୀ ଶାଢି ପିନ୍ଧି ପାଦରେ ପାଦ ଛନ୍ଦି ସେମାନେ ପ୍ରସିଦ୍ଧ ରଙ୍ଗବତୀ ଏବଂ ଡାଲଖାଇ ଗୀତ ଗାଇଛନ୍ତି।…
Archives


