ଆସାମି ଝିଅ ଡାଲଖାଇ, ରଙ୍ଗବତୀ ଗାଇ ମନ ଜିତିଲେ

ଆସାମର ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ନନ୍ଦୀ ଭଉଣୀ ଅନ୍ତରା ଓ ଅଙ୍କିତାଙ୍କ ସମ୍ବଲପୁରୀ ଗୀତ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ପାରମ୍ପରିକ ସମ୍ବଲପୁରୀ ଶାଢି ପିନ୍ଧି ପାଦରେ ପାଦ ଛନ୍ଦି ସେମାନେ ପ୍ରସିଦ୍ଧ ରଙ୍ଗବତୀ ଏବଂ ଡାଲଖାଇ ଗୀତ ଗାଇଛନ୍ତି। ତାଙ୍କର ସଙ୍ଗୀତ ପରିବେଷଣ କୌଶଳକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ରଙ୍ଗବତୀ ସହ ଡାଲଖାଇକୁ ନେଇ ସେମାନେ ପ୍ରସ୍ତୁତ କରିଥିବା ଭିଡିଓକୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ଏହାକୁ ଶତାଧିକ ଦର୍ଶକ ଲାଇକ୍‌ କରିବା ସହିତ ସେୟାର କରିଛନ୍ତି। ଗୀତ ଅପଲୋଡ କରି ଦୁଇ ଭଉଣୀ ଲେଖିଛନ୍ତି, ଓଡ଼ିଆ ଆମର ମାତୃଭାଷା ନୁହେଁ। ଆଶା କରୁଛୁ ଭୁଲ ଥିଲେ କ୍ଷମା କରିବେ, ଗୀତ ଶୁଣି ଆନନ୍ଦିତ ହେବେ। ଗୀତ ଗାଇଲା ବେଳେ ଦୁଇ ଭଉଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ଆଗରେ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷର ସିକ୍ରେଟ୍‌ ଖୋଲିଲେ ଲଳିତ ମୋଦି, କହିଲେ ସୋନିଆ ଗାନ୍ଧୀ ଶଶି ଥରୁରଙ୍କୁ…

ନୂଆଦିଲ୍ଲୀ,୪ା୬: ୨୦୧୦ରେ IPL ଫ୍ରାଞ୍ଚାଇଜ୍‌ କୋଚି ଟସ୍କର୍ସ ସହିତ ଜଡ଼ିତ ବିବାଦ ସମ୍ପର୍କରେ ପୂର୍ବତନ IPL ଅଧ୍ୟକ୍ଷ ଲଳିତ ମୋଦି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଏକ ସାକ୍ଷାତକାରରେ…

ସାମାଜିକ ବାସନ୍ଦର କରୁଣଚିତ୍ର : ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ ବି ମିଳିଲାନି କାନ୍ଧ, ଶେଷକୃତ୍ୟ କଲେ…

ଅତାବିରା, ୪।୬(ଯୁଧିଷ୍ଠିର ମହାପାତ୍ର): ଆଧୁନିକ ଯୁଗରେ ଆଜି ବି ମାନବିକତା କେତେ ତଳକୁ ଖସିପାରେ ଏବଂ ସାମାଜିକ ବାସନ୍ଦ ନାମରେ ମଣିଷ କେତେ ନିଷ୍ଠୁର ହୋଇଯାଏ, ତାର…

ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜରି ବସ୍ତାରୁ ବ୍ୟାପିଲା ନିଆଁ

ସୋନପୁର,୪l୬(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ସହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ରାଇସ ବ୍ରାନ ଗୋଦାମରେ ଥିବା ଜରି ବସ୍ତାରେ…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ଚପଲ-ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ କଟିବ ଚାଲାଣ? ଜାଣନ୍ତୁ ଟ୍ରାଫିକ୍‌ ନିୟମ

ନୂଆଦିଲ୍‌ଲୀ,୪।୫: ଗାଡ଼ି ଚଲାଇବା ସମୟରେ ପ୍ରାୟତଃ ଲୋକମାନେ ପରସ୍ପରକୁ ଚେତାଇ ଦେଇ କୁହନ୍ତି ଯେ ଚପଲ ପିନ୍ଧି ଗାଡ଼ି ଚଲାଅ ନାହିଁ, ପୋଲିସ ଚାଲାଣ କାଟିଦେବ! ଆପଣ…

ମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ; ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଲେ ୯୫ ବର୍ଷୀା ବୃଦ୍ଧା, ବଖାଣିଲେ ଲୋମଟାଙ୍କୁରା ଘଟଣା

ପାଟନା,୪।୬: ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ଏବେ ଅସଲ ଖେଳ: ମମତାଙ୍କ ଦଳରେ ଲାଗିଥିବା ନିଆଁ ସଂସଦରେ ବଦଳାଇଦେବ ସମୀକରଣ, ଖୁସିରେ ଗଦ୍‌ଗଦ୍‌ ହେଲା ଭାଜପା

ନୂଆଦିଲ୍ଲୀ, ୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦମନମୂଳକ ପରାଜୟ ପରେ, ତୃଣମୂଳ କଂଗ୍ରେସ (TMC) ଭିତରେ ଅସନ୍ତୋଷ ପତନ ଦ୍ୱାରରେ ପହଞ୍ଚିଛି। ଟିଏମସି ଭିତରେ…

ଫସିଗଲେ ମମତା, ଦଳରେ ବିଦ୍ରୋହ ଭିତରେ ଋତବ୍ରତ ପୁଣି ଖେଲିଲେ ବଡ଼ ଗେମ୍‌, ଆଗକୁ…

କୋଲକାତା,୪।୬: ବଙ୍ଗାଳ ବିଧାନସଭା ନିର୍ୱାଚନରେ ପରାଜୟ ପରେ ଟିଏମସି (TMC) ଏବେ ତା’ର ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଛି। ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri