୧୨ ବର୍ଷ ସାନ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବିବାହିତା ଅଭିନେତ୍ରୀ: ଏମିତି ଆରମ୍ଭ ହୋଇ ଥିଲା ଲଭ୍ ଷ୍ଟୋରି
ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଦୁହେଁ ସୋସିଆଲ ମିଡିଆରେ ନିଜ ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଯଦିଓ ସେ ସମ୍ପର୍କ ଆରମ୍ଭରେ କିଛି କହିବାକୁ ଏଡ଼ାଇ ଯାଇଥିଲେ, କିନ୍ତୁ…
ପରିବାର ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ମାଳଦ୍ୱୀପରେ ପରିବାର ସହ ଛୁଟି ମନାଉଛନ୍ତି। ଅକ୍ଷୟ ଓ୍ବାଟର ସ୍ଲାଇଡିଂ କରୁଥିବା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ଅକ୍ଷୟ ପ୍ରଶଂସକମାନଙ୍କୁ ପଚାରିଛନ୍ତି, ଏହି ଓ୍ବାଟର ସ୍ଲାଇଡ୍…
କରୋନା ପଜିଟିଭ୍ ସତ୍ତ୍ୱେ ବାହାରେ ବୁଲିଲେ ଏହି ଅଭିନେତ୍ରୀ: ମାମଲା ରୁଜୁକଲା ବିଏମ୍ସି
ବଲିଉଡ୍ ଅଭିନେତ୍ରୀ ଗୌହର ଖାନ୍ଙ୍କ ଉପରେ କରୋନା ଗାଇଡ୍ଲାଇନ୍ ଭାଙ୍ଗିବାର ଅଭିଯୋଗ ଲାଗିଛି। ଖବର ଅନୁଯାୟୀ, ଗତ ମାର୍ଚ୍ଚ ୧୧ରେ ଗୌହରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସରକାରୀ ଗାଇଡ୍ଲାଇନ୍ ଅନୁଯାୟୀ, ତାଙ୍କୁ କ୍ୱାରାଣ୍ଟାଇନ୍ରେ ଘରେ ରହିବା କଥା। ମାତ୍ର ଏହା…
ଏଟିଭି ମେଶିନ ଚଲାଇଲେ ଦେଶୀ ଗର୍ଲ
ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜର ଅଭିନୟ ମାଧ୍ୟମରେ ସମଗ୍ର ବିଶ୍ୱର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ହଲିଉଡ୍ର ଆଗାମୀ ଓ୍ବେବ୍ସିରିଜ୍ ‘ସିଟାଡେଲ୍’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ ତାଙ୍କର କିଛି ଫଟୋ ସହ କଳାକାର…
ବୟଫ୍ରେଣ୍ଡ୍ଙ୍କ ବିନା ଜନ୍ମଦିନ ପାଳିଲେ ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। କିନ୍ତୁ ଏଥର ତାଙ୍କ ସହ ବୟଫ୍ରେଣ୍ଡ ରଣବୀର କପୁର ଉପସ୍ଥିତ ନ…
୯ ବର୍ଷରେ ୧୫ ଫିଲ୍ମରେ କାମ କରିଛନ୍ତି ଆଲିଆ: ଏବେ ଏତିକି କୋଟିର ମାଲିକାଣୀ
ମହେଶ ଭଟ୍ଟ ଏବଂ ସୋନୀ ରାଜଦାନଙ୍କ ସାନ ଝିଅ ଆଲିଆ ଭଟ୍ଟ ଇତିମଧ୍ୟରେ ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୫ ମାର୍ଚ୍ଚ, ୧୯୯୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଆଲିଆ। ଶିଶୁ କଳାକାର ଭାବେ ସେ ଫିଲ୍ମ ‘ସଂଘର୍ଷ’ରୁ ନିଜର ଅଭିନୟ କ୍ୟାରିୟର…
୬୩ତମ ଗ୍ରାମୀ ପୁରସ୍କାର ଘୋଷଣା: ଇତିହାସ ରଚିଲେ ବିୟୋନ୍ସେ
ଲସ ଆଞ୍ଜେଲସ,୧୫।୩: ୬୩ତମ ଗ୍ରାମୀ ପୁରସ୍କାର ଘୋଷଣା ହୋଇଛି। ଏଥର ଆମେରିକାର ସିଙ୍ଗର ତଥା ଅଭିନେତ୍ରୀ ବିୟୋନ୍ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ସର୍ବାଧିକ ୨୮ଥର ଏହି ପୁରସ୍କାର ଜିତିବାରେ ସକ୍ଷମ ହୋଇଛନ୍ତି। କରୋନା ହେତୁ ଗ୍ରାମୀ ପୁରସ୍କାର ବିଳମ୍ବରେ ଅନୁଷ୍ଠିତ…
୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ସୋନୁ ସୁଦ: ଜାଣନ୍ତୁ କେମିତି
ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଗରିବ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ବୋଲି ଘୋଷଣା…
ମା’ ହେବା ପରେ ଏମିତି ବଦଳିଗଲେଣି ଅନୁଷ୍କା
ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ସ୍ବାମୀ ବିରାଟ କୋହଲି ଜାନୁୟାରୀରେ ମା-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗର୍ଭବତୀ ପୂର୍ବରୁ ଏବଂ ପରେ ଅନୁଷ୍କା ନିଜକୁ ଖୁବ୍ ଫିଟ୍ ରଖିଛନ୍ତି। ଏବେ ମା ହେବା ପରେ ସେ ଆହୁରି…
ପ୍ରେମକୁ ନେଇ ଚୁପ୍…
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ତଥା ଚୁଲବୁଲୀ ଅଭିନେତ୍ରୀ ଭାବେ ପରିଚିତି ହାସଲ କରିଥିବା ଆଲିଆ ଭଟ୍ଟଙ୍କୁ ସୋମବାର ୨୮ ବର୍ଷ ପୂରଣ ହୋଇଛି। ୧୯୯୩ ମାର୍ଚ୍ଚ ୧୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ମାତା ସୋନୀ ରାଜଦାନ ଏବଂ ପିତା ମହେଶ…
ଖିଲାଡିଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର
ନୂଆଦିଲ୍ଲୀ,୧୪।୩ : ଖିଲାଡି ତଥା ଅକ୍ଷର କୁମାରଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର। ଏହି ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ-ଡ୍ରାମା ଫିଲ୍ମ ସୁରିୟବଂଶି ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ରିଲିଜ ହେବ। ଏ ନେଇ ଅକ୍ଷୟ ଟୁଇଟ୍ କରି ଫ୍ୟାନଙ୍କୁ…
ରାଜନୀତିରେ ଦୁର୍ନୀତି ଭଳି ବଲିଉଡ୍ରେ ରହିଛି ନେପୋଟିଜିମ୍
ସ୍ବଗର୍ତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୋପୋଟିଜିମକୁ ନେଇ ଉଠିଥିଲା ବିବାଦ। ଏବେ ଏହି ନେପୋଟିଜିମ ଉପରେ ମତ ରଖିଛନ୍ତି ଉଭୟ ଟିଭି ତଥା ବଲିଉଡ୍ରେ ଦକ୍ଷତା ପ୍ରମାଣ କରିସାରିଥିବା ଆକ୍ଟ୍ରେସ ପ୍ରାଚି ଦେଶାଇ।…

