ସୋସିଆଲ ମିଡିଆରେ ସ୍ମୃତି ଇରାନୀ ଶେୟାର କଲେ ୨୦ତମ ବିବାହ ବାର୍ଷିକୀ ଫଟୋ, ସ୍ବାମୀଙ୍କ ପାଇଁ ଲେଖିଲେ ଏମିତି କିଛି…
ଅଭିନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆରେ ୨୦ତମ ବିବାହ ବାର୍ଷିକୀର ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ସ୍ବାମୀଙ୍କ ସହ କିଛି ପୁରୁଣା ଫଟୋରେ ନଜର ଆସିଛନ୍ତି। ଏହା ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓ ଶେୟାର…
ସର୍ବାଧିକ ପାରିଶ୍ରମିକ ପାଉଥିବା ଏହି ଅଭିନେତ୍ରୀ ଏବେ ବିତାଉଛନ୍ତି ନିଃସଙ୍ଗ ଜୀବନ
୬୦-୭୦ ଦଶକରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିଲେ ଅଭିନେତ୍ରୀ ଆଶା ପାରେଖ। ତାଙ୍କ ଜୀବନ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ବହୁତ ଭିନ୍ନ ଥିଲା। ହେଲେ ସେ ବିବାହ କରିନାହାଁନ୍ତି ଏବଂ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି।…
ବିବାହ କରାଇଦିଅ ବୋଲି ସୋନୁ ସୁଡ୍ଙ୍କୁ କହିଲେ ଏହି ବ୍ୟକ୍ତି, ଜବାବରେ ଅଭିନେତା କହିଲେ…
ବମ୍ବେ: ଲକ୍ଡାଉନ୍ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ସହାୟତା କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତା ସୋନୁ ସୁଡ। ଏହା ଶେଷ ହେବା ପରେ ମଧ୍ୟ ସେ ପୂର୍ବଭଳି ଲୋକଙ୍କ ସହାୟତା କରୁଛନ୍ତି। ସେ କାହାର ମେଡିକାଲ ବିଲ୍ଠାରୁ ଆରମ୍ଭ କରି ପାଠପଢ଼ା…
୨୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ହ୍ରିତିକଙ୍କ ଶାଳି, କହିଲେ ‘୯ ବର୍ଷ ପୂର୍ବରୁ….’
ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତା ହ୍ରିତିକ୍ ରୋଶନଙ୍କ ଶାଳି ତଥା ପୂର୍ବପତ୍ନୀ ସୁଜୈନ ଖାନଙ୍କ ଭଉଣୀ ଫରାହ ଖାନ୍। ନିଜର ଇନ୍ଷ୍ଟାଗ୍ରାମରେ ଫରାହ ସ୍ବାମୀ ଡିଜେ ଅକିଲଙ୍କ ସହ ନିଜର ଫଟୋ ଶେୟାର କରି ଲମ୍ବା ଚଉଡ଼ା ପୋଷ୍ଟ ଲେଖିଛନ୍ତି।…
ଆମୀରଙ୍କ ପରେ ସୋସିଆଲ ମିଡିଆ ଛାଡିଲେ ଆଉ ଜଣେ ଅଭିନେତା
ବଲିଉଡ୍ର ମିଷ୍ଟର ପରଫେକ୍ଟ ଆମୀର ଖାନ୍ ନିକଟରେ ସୋସିଆଲ ମିଡିଆ ଛାଡିଥିଲେ। ଏବେ ଆଉ ଜଣେ ଅଭିନେତା ତାଙ୍କୁ ଅନୁସରଣ କରିଛନ୍ତି। ସେ ହେଲେ ସୁଶାନ୍ତ ସିଂହ। ସିଶାନ୍ତ ଏକ ପୋଷ୍ଟ ଶେୟାର କରି ସୋସିଆଲ ମିଡିଆରୁ ଦୂରେଇ ଯିବାକୁ ଚାହୁଁଥିବା…
ଦୀପିକାଙ୍କ ସହ ଡେଟ୍ରେ ଯିବାକୁ ଚାହୁଁଛନ୍ତି ଏହି ଭାରତୀୟ ଖେଳାଳି
ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଟେଷ୍ଟ ସିରିଜ୍ରୁ ଡେବ୍ୟୁ କରିବା ପରେ ଚର୍ଚ୍ଚାରେ ରହିଛନ୍ତି। ବାମ ହାତି ସ୍ପିନର ଅକ୍ଷର ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜ୍ର ଦ୍ୱିତୀୟ ମୁକାବିଲାରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ୩ଟି ମ୍ୟାଚ୍ରେ ସମୁଦାୟ ୨୭…
ତୈମୁରଙ୍କୁ ଟକ୍କର ଦେଉଛନ୍ତି ଅସଦ
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ତୈମୁର ପିଲାଟି ଦିନରୁ ଷ୍ଟାରଡମ୍ରେ ରହିଆସିଛନ୍ତି। କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କଳାକାରଙ୍କଠାରୁ ମଧ୍ୟ ତୈମୁରଙ୍କ…
ଆଖିବୁଜିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ, ଏପରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୁତି
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ପି ଜଗନ୍ନାଥନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁରେ ସମଗ୍ର ସାଉଥ୍ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗିପଡ଼ିଛି। ଏହି କ୍ରମରେ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିଛି…
ଜଶପ୍ରୀତ ବୁମ୍ରାଙ୍କ ବିବାହ ଦିନ ଦୁଃଖ ଗୀତ ଗାଇ ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଭାରତୀୟ ପେସ୍ ବୋଲର୍ ଜଶପ୍ରୀତ ବୁମ୍ରା ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଗତ ମାର୍ଚ୍ଚ ୧୫ରେ ବିବାହ କରିଛନ୍ତି। ଉଭୟ ନିଜ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ବୁମରା ଏକ ସୁନ୍ଦର ବାର୍ତ୍ତା ସହିତ ଦୁଇଟି ଫଟୋ…
ପ୍ରଶଂସକଙ୍କୁ ବଡ଼ ଝଟ୍କା ଦେଲେ ଏହି ପ୍ରସିଦ୍ଧ ଅଭିନେତା
ନିକଟରେ ବଲିଉଡ ଅଭିନେତା ଅମିର ଖାନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନର ଗୋଟିଏ ଦିନ ପରେ ସେ ନିଜ ପ୍ରଶଂସକମାନଙ୍କୁ ଝଟ୍କା ଦେଇଛନ୍ତି। ଏକ ପୋଷ୍ଟରେ ଜନ୍ମଦିନର ଶୁଭେଚ୍ଛା ପାଇଁ ସେ ଲୋକମାନଙ୍କୁ ଧନ୍ୟବାଦ ଦେବା ସହ ଏହା ତାଙ୍କ…
ଶୁଟିଂ ସମୟରେ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, ହେଲେ ଦାମ୍ପତ୍ୟ ଜୀବନରେ ଉଠିଥିଲା ଝଡ଼
ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ୧୯୯୮ରେ ଅରବାଜ ଖାନଙ୍କୁ ବିବାହ କରିଥିଲେ। ଏକ ବିଜ୍ଞାପନର ଶୁଟିଂ ସମୟରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ମାତ୍ର ତାଙ୍କ ଦାମ୍ପତ୍ୟ ଜୀବନ ଅନେକ ଦିନ ତିଷ୍ଠି ପାରି ନ ଥିଲା। ୨୦୧୭ରେ…
ଡାଏଲଗ କହିବାବେଳେ କାନ୍ଦି ପକାଇଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ
ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ କ୍ୟାରିୟର ଖୁବ୍ ଭଲ ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି। ୨୦୧୯ ମସିହାର ଚଳଚ୍ଚିତ୍ର ‘ଗୁଲି ବଏ’ରେ ଆଲିଆଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରିଥିଲେ। ତା’ଠାରୁ ଅଧିକ, ଏକ ଡାଏଲଗ ଦର୍ଶକଙ୍କୁ…

