ତୈମୁରଙ୍କୁ ଟକ୍କର ଦେଉଛନ୍ତି ଅସଦ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ପିଲାଟି ଦିନରୁ ଷ୍ଟାରଡମ୍‌ରେ ରହିଆସିଛନ୍ତି। କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କଳାକାରଙ୍କଠାରୁ ମଧ୍ୟ ତୈମୁରଙ୍କ ଫ୍ୟାନ୍‌ ଫଲୋଇଂ ଅଧିକ। ହେଲେ ଏବେ ତୈମୁରଙ୍କୁ ଟକ୍କର ଦେବା ପାଇଁ ଆଉ ଜଣେ ଷ୍ଟାର କିଡ୍‌ ଆସିଯାଇଛନ୍ତି। ସେ ହେଲେ ଲୋକପ୍ରିୟ ଗାୟକ ଆତିଫ ଅସଲମଙ୍କ ପୁଅ ଅସଦ। ବର୍ତ୍ତମାନ ସୋସିଆଲ ମିଡିଆରେ ଅସଦ ସମସ୍ତଙ୍କର ପ୍ରିୟ ହୋଇଯାଇଛନ୍ତି। ଲୋକମାନେ ତୈମୁରଙ୍କ ସହ ଅସଦଙ୍କ ତୁଳନା କରୁଛନ୍ତି। ଅସଦଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତୈମୁରଙ୍କ ପରି ଅସଦ ଲାଇମ୍‌ଲାଇଟ୍‌ରେ ରହିବାକୁ ମଧ୍ୟ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତା ସାଉଁଟୁଛି ‘ଜୋକର’

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ସିନେମା ଘରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ଫିଲ୍ମ ‘ଜୋକର’ ମଧ୍ୟ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିଛି। ତୋଡ୍‌ ଫିଲିପ୍ସ...

ଅନୁଷ୍କାଙ୍କୁ ପ୍ରଶଂସା କଲେ ବିରାଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମ୍‌ଦାର ଅଭିନୟ ବଳରେ ଆଜି ବଲିଉଡ୍‌ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ ଜଣେ...

ସମୟ ହୋଇନି

କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍‌ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଉଛି। ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହୋଇନାହିଁ।...

ହାତ ଯୋଡି ଅନୁରୋଧ କଲେ ସୋନୁ: ଅତିକମରେ ଜଣେ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ

ମୁମ୍ବାଇ,୯।୮: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବେଳେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ...

ଅକ୍ଷୟ କୁମାରଙ୍କ ଦୁଃଖ: ବଡ ନିର୍ଦ୍ଦେଶକ ମୋତେ ଫିଲ୍ମରେ ନେଉନାହାନ୍ତି

ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ ହିଟ ସିନେମା ଦେଇ ଆସୁଛନ୍ତି। କିନ୍ତୁ ତାଙ୍କୁ ଇଣ୍ଡଷ୍ଟ୍ରୀର ବଡ ବଡ ନିର୍ଦ୍ଦେଶକଙ୍କ ସହ ଖୁବ୍‌ କମ୍‌...

ଆଇସୋଲେଶନ୍‌ ରହି କିଭଳି ସମୟ କାଟୁଛନ୍ତି ନୁସରତ

ମୁମ୍ବାଇ: କୋଲକାତା ତୃଣମୂଳ କଂଗ୍ରେସର ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜହାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ନୁସରତଙ୍କ ପ୍ରାୟ...

କାହିଁକି ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ରାଜି ହୋଇ ନ ଥିଲେ ବାପା

ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗଷ୍ଟ ୫ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ହିଟ୍‌ ଫିଲ୍ମ ଦେିଛନ୍ତି। ଯେଉଁଥିପାଇଁ ଦର୍ଶକ ତାଙ୍କୁ ବହୁତ...

ସ୍ବଦେଶ ଫେରିିଲା ପଣ୍ଡିତ ଯଶରାଜଙ୍କ ପାର୍ଥିବ ଶରୀର

ମୁମ୍ବାଇ,୧୯।୮: ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଯଶରାଜଙ୍କ ଅଗଷ୍ଟ ୧୭ରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଆମେରିକାର...

Advertisement
Seven Jackpot


Archives

Model This Week