ଭାବି ସ୍ବାମୀଙ୍କୁ ଲୁଙ୍ଗିରେ ଦେଖିବାକୁ ଚାହାନ୍ତି ବଲିଉଡ୍ର ଏହି ଅଭିନେତ୍ରୀ, ବିବାହ ଯୋଜନା ବିଷୟରେ କହିଲେ ଏମିତି
ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଜନ୍ମଦିନ। ଚଳିତବର୍ଷ ମାର୍ଚ୍ଚ ୬ରେ ସେ ୨୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ହେଉଛନ୍ତି ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ। ୨୦୧୮ରେ ସେ ଫିଲ୍ମ ‘ଧଡକ୍’ ମାଧ୍ୟମରେ ବଲିଉଡ୍…
ବ୍ରାଇଡାଲ୍ ଲୁକ୍ରେ ନଜର ଆସିଲେ ଆଲିଆ, ପ୍ରଶଂସକ ପଚାରିଲେ ଏମିତି
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବ୍ରାଇଡାଲ୍ ଲୁକ୍ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ସେ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେବେଠାରୁ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥି ସହିତ, ତାଙ୍କ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ…
କରୋନା ଟିକା ନେଲେ ‘ଡ୍ରିମ୍ଗର୍ଲ’, ଫଟୋ ଭାଇରାଲ
ମୁମ୍ବାଇ,୬।୩: ବଲିଉଡ୍ର ‘ଡ୍ରିମଗର୍ଲ’ ତଥା ମଥୁରା ଏମ୍ପି ହେମାମାଳିନୀ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଶନିବାର ଟିକା ନେଇଛନ୍ତି। ଏହି କଥା ନିଜେ ହେମାମାଳିନୀ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜର ତିନୋଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ…
ନୋରାଙ୍କ ଭିନ୍ନ ଅନ୍ଦାଜ
ମୁମ୍ବାଇ: ବଲିଉଡ୍ ନାୟିକା ନୋରା ଫତେହି ନିଜ ଡ୍ୟାନ୍ସ ମୁଭ୍ସ ସହିତ ନିଜର ଫ୍ୟାଶନ ସେନ୍ସକୁ ନେଇ ତିଆରି କରିଛନ୍ତିି ନିଜର ଏକ ଭିନ୍ନ ପରିଚୟ । ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ନାୟିକାଙ୍କର ସୋସିଆଲ ମିଡିଆରେ ରହିଛନ୍ତି ମିଲିୟନ୍ ଫଲୋୟର୍ସ…
ବିନା ଶର୍ଟରେ ଭାଇଜାନଙ୍କ ଟାୱେଲ ପିନ୍ଧା ଫଟୋ ଭାଇରାଲ, ଭଉଣୀ ଲେଖିଲେ ଏମିତି
ସଲମାନ ଖାନଙ୍କୁ ପ୍ରାୟତଃ ଫିଲ୍ମରେ ଶର୍ଟଲେସ ଲୁକ୍ରେ ଦେଖିବାକୁ ମିଳିଥାଏ। ଏଥିରେ ସେ ଖୁବ୍ ସୁନ୍ଦର ଦିଶୁଛନ୍ତି। ସଲମାନଙ୍କ ଶର୍ଟଲେସ ଲୁକ୍କୁ ପ୍ରଶଂସା କରୁଥିବା ପ୍ରଶଂସକଙ୍କୁ ଭଉଣୀ ଅର୍ପିତା ଖାନ ଶର୍ମା ଏକ ବିଶେଷ ଉପହାର ଦେଇଛନ୍ତି । ଅର୍ପିତା ତାଙ୍କ…
ସିଜନ୍-୨ ସହ ଫେରୁଛି ଏସବୁ ହିଟ୍ ଶୋ’
ବମ୍ବେ: ଆଜିକାଲି ଟ୍ରେଣ୍ଡରେ ରିମେକ୍। କେବଳ ବଲିଉଡ୍ରେ ନୁହେଁ ବରଂ ଟେଲିଭିଜନଜଗତରେ ଏହାର କ୍ରେଜ୍ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଦର୍ଶକଙ୍କ ମନ ଜିଣିଥିବା ଅନେକ ଶୋ’ର ରିମେକ୍ ଦେଖିବାକୁ ମିଳିଛି। ‘କସୌଟି ଜିନ୍ଦେଗୀ କେ’ ରୁ ଆରମ୍ଭ…
ବିବାହର ପ୍ରତିଶ୍ରୁତି ଦେଇ ଅଭିନେତ୍ରୀଙ୍କୁ ବଳାତ୍କାର ଅଭିଯୋଗ
ବିବାହର ପ୍ରତିଶ୍ରୁତି ଦେଇ ଜଣେ ଟିଭି ଅଭିନେତ୍ରୀଙ୍କୁ ବଳାତ୍କାର କରିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଅଭିନେତ୍ରୀ ଉତ୍ତର ମୁମ୍ବାଇର ଓଶିଓ୍ବାରା ପୋଲିସ ଷ୍ଟେଶନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି…
ତାପସୀ ପନ୍ନୁଙ୍କ ପାଇଁ ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଲୋଡିଲେ ପ୍ରେମିକ, ମିଳିଲା ଏଭଳି ଜବାବ
ବମ୍ବେ: ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯିବାକୁ ନେଇ ଅଡ଼ୁଆରେ ଫସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଘଟଣାରେ ଫିଲ୍ମଜଗତ ସହ ଅନେକ ବ୍ୟକ୍ତିତ୍ୱଙ୍କ ନାମ ଆସିଥିବାରୁ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏସବୁ ମଧ୍ୟରେ ତାପସୀଙ୍କ କଥିତ ପ୍ରେମିକ ଚର୍ଚ୍ଚାକୁ ଆସିଛନ୍ତି।…
ବିବାହ ନେଇ ଏଭଳି ଉତ୍ତର ଦେଲେ ଜାହ୍ନବୀ…
ମୁମ୍ବାଇ,୬।୩: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଶନିବାର ନିଜର ୨୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୭ ମାର୍ଚ୍ଚ ୬ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚାହ୍ନବୀ ନିଜ ବିବାହ ନେଇ ଏକ ମଜାଳିଆ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ,…
ମୁହଁ ଖୋଲିଲେ ତାପସି
ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ ହେଉଛି ଅନୁରାଗ କଶ୍ୟପ ଓ ତାପସି ପନ୍ନୁ ୬୫୦ କୋଟି ଟ୍ୟାକ୍ସ ଅନିୟମିତତାରେ ସାମିଲ…
ସୋସିଆଲ ମିଡିଆରୁ ବ୍ରେକ୍ ନେଲେ ହେଜେଲ୍
ମୁମ୍ବାଇ: ଭାରତୀୟ ଦଳର କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ହେଜେଲ୍ କେଚ୍ ଇନଷ୍ଟାଗ୍ରାମରେ ଜଣାଇଛନ୍ତି କି ସେ କିଛିଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି । ସେ ତାଙ୍କ ପୋଷ୍ଟରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ…
ବଜରଙ୍ଗୀ ଭାଇଜାନ ଫିଲ୍ମରେ ଅଭିନୟ କରିଥିବା ମୁନ୍ନିଙ୍କ ନିଉ ଲୁକ୍ : ଏବେ ଦିଶୁଛନ୍ତି ଏପରି
ବଜରଙ୍ଗୀ ଭାଇଜାନ ଫିଲ୍ମରେ ଶିଶୁ କଳାକାର ମୁନି ଭୂମିକାରେ ଅଭିନୟ କରୁଥିବା ହର୍ଷଲି ମଲହୋତ୍ରାଙ୍କୁ ନିଶ୍ଚେ ମନେ ରଖିଥିବେ। ଫିଲ୍ମରେ ମୁନି ସମସ୍ତଙ୍କ ହୃଦୟ ଜିତିଥିଲେ । ଫିଲ୍ମ ରିଲିଜ ହେବା ପରେ ସଲମାନ ଖାନଙ୍କ ବିଷୟରେ ଯେତିକି ଆଲୋଚନା ହୋଇଥିଲା,…
Archives


