ଏକଦା ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ: ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ..

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର ହେଲେ ଶାହରୁଖ ଖାନ୍‌। ସେ କିଙ୍ଗ ଖାନ୍‌, ରୋମାନ୍ସ କିଙ୍ଗ ଭାବେ ପ୍ରଶଂସକଙ୍କ ଗହଣରେ ବେଶ ଜଣାଶୁଣା। ହେଲେ ବଲିଉଡ ବାଦଶାହା ହେବା ପୂର୍ବରୁ ଦିଲ୍ଲୀର ଜଣେ ସାଧାରଣ ଯୁବକ ଥିଲେ ଶାହାରୁଖ।

ସେତେବେଳେ ସେ ଗୌରୀଙ୍କ ପ୍ରେମରେ ପଡ଼ିଥିଲେ। ପାଖରେ କିଛି ନ ଥିବାବେଳେ ପ୍ରେମିକା ଥିବା ବେଶ ବଡ଼ କଥା ଥିଲା।
ଗୌରୀ ଶାହାରୁଖଙ୍କ ସହ ବୁଲାବୁଲି କରୁଥିଲେ। ଫଳରେ ଅନ୍ୟମାନଙ୍କ ନଜରରେ ଆସିବା ସ୍ବାଭାବିକ। ଦିନେ ଗ୍ରିନ ପାର୍କ ଯାଇଥିବା ବେଳେ କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ସେମାନଙ୍କ ପାଖକୁ ଆସି ‘ଯୁବତୀ ଜଣଙ୍କ କିଏ’ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଶାହାରୁଖ କହିଥିଲେ ସେ ମୋ ପ୍ରେମିକା। ହେଲେ ଯୁବକଜଣଙ୍କ କହିଥିଲେ, ନା, ସେ ପ୍ରେମିକା ନୁହଁ ତୋ ଭାଉଜ। ଏହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରିକି ଉକ୍ତ ଯୁବକ ଶାହାରୁଖଙ୍କ ମୁହଁକୁ ମାରିଥିଲେ। ସେବେଠାରୁ ଶାହାରୁଖ ଯେବେ ଦିଲ୍ଲୀ ଯାଆନ୍ତି, କିଏ ପଚାରିଲେ ଗୌରୀଙ୍କୁ ନିଜର ଭାଉଜ ବୋଲି କହିଥାନ୍ତି। ବିବାହ ପରେ ବି ଏହା ବଦଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ଧନୀ ହିମେଶ କେବେ ହେବାକୁ ଚାହୁଁ ନ ଥିଲେ ଗାୟକ, କେବଳ ଏହି କାରଣ ପାଇଁ…

ବଲିଉଡ୍‌ ଗାୟକ ହିମେଶ ରେଶମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ହେଲେ ଦିନ ଥିଲା ହିମେଶ କେବେ ବି ଗାୟକ ହେବାକୁ ଚାହୁଁ ନ ଥିଲେ।...

ପୁଣି ଟିଭିରେ ନଜର ଆସିବେ ସୁଶାନ୍ତ-ଅଙ୍କିତା ଯୋଡି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କ ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଏବଂ...

ମାଧୁରୀଙ୍କୁ ଏମିତି ହୃଦୟ ଦେଇଥିଲେ ଶ୍ରୀରାମ

ମୁମ୍ବାଇ: ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଏବଂ ଡକ୍ଟର ଶ୍ରୀରାମ ନେନେ ୨୧ ବର୍ଷରୁ ଅଧିକ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଉଭୟ ପରସ୍ପର...

ଅଭିଷେକଙ୍କ ସହ ଫଟୋ ଶେୟାର କରି ଏମିତି ଲେଖିଲେ ଭଉଣୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିକଟରେ ସେମାନଙ୍କ ବଙ୍ଗଳାରେ ଏକ ଗ୍ରାଣ୍ଡ ଦିଓ୍ବାଲୀ ପାର୍ଟି କରିଥିବା ଦେଖିବାକୁ ମିଳିଥିଲା। ଏହି...

କାମ ଯୋଗୁ ନାତୁଣୀଙ୍କୁ ସମୟ ଦେଇପାରନ୍ତି ନାହିଁ ବିଗ୍‌ ବି; ଅଭିମାନ କଲେ ଦିଅନ୍ତି ଏହି ଖାସ୍‌ ଉପହାର

ବମ୍ବେ: ବୟସାଧିକ ହୋଇଥିଲେ ହେଁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଆଜି ବି ବେଶ ସକ୍ରିୟ। ସେ ଅଭିନୟ ହେଉ ଅବା ବିଜ୍ଞାପନ, ସବୁଥିରେ ତାଙ୍କ...

ଲୁଚାଛପାରେ ଏସବୁ ଅଭିନେତ୍ରୀ କରୁଛନ୍ତି ପ୍ରେମ: କିଏ ବ୍ୟବସାୟୀଙ୍କୁ ତ କିଏ ଫଟୋଗ୍ରାଫରଙ୍କୁ…

ବମ୍ବେ: ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଉପରେ ଥାଏ ପ୍ରଶଂସକଙ୍କ ନଜର। ହେଲେ କିଛି କଳାକାର ନିଜ ଜୀବନ ବିଷୟରେ ଜଣାଇବାକୁ ପସନ୍ଦ କରିନଥାନ୍ତି। ବିଶେଷକରି ସେ...

ରିଲିଜ୍‌ ହେଲା ‘ପାଗଲପଂତି’ର ନୂଆ ଟିଜର୍‌: ଦର୍ଶକେ ହସି ହସି ବେଦମ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ...

‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ...

Advertisement
Archives

Model This Week