ମା’ ହେଲେ ଶ୍ରେୟା
ବଲିଉଡ୍ ପ୍ଲେ ବ୍ୟାକ୍ ସିଙ୍ଗର ଶ୍ରେୟା ଘୋଷାଲ ଓ ସ୍ବାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟ ଶନିବାର ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଶ୍ରେୟା ମା’ ହେବା ଖବର ତାଙ୍କ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭଗବାନ ତାଙ୍କୁ ଏକ ମୂଲ୍ୟବାନ ପୁତ୍ର ସନ୍ତାନ…
ଅଫର ପାଇଲେ ଚୁମ୍ବନ, ଅନ୍ତରଙ୍ଗ ସିନ୍ ଅଛି କି ପଚାରନ୍ତି ଏହି ଅଭିନେତ୍ରୀ; ଜାଣନ୍ତୁ କାହିଁକି
ଅଭିନେତ୍ରୀ ହିବା ନବାବ ସୋସିଆଲ ମିଡିଆରେ ବହୁତ ସକ୍ରିୟ ।ସେ ପ୍ରତିଦିନ ତାଙ୍କ ଫଟୋ ଶେୟାର୍ କରନ୍ତି। କରୋନା ପାଇଁ ସିରିଏଲ ଶୁଟିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାରୁ ସେ ବର୍ତ୍ତମାନ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। କୁତୁବଖାନା…
ପରଲୋକରେ ରାମ ଲକ୍ଷ୍ମଣ
ବମ୍ବେ: ପରଲୋକରେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣ। ଦୀର୍ଘଦିନ ଧରି ସେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ସେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ‘ମେନେ…
ମା’ ହେଲେ ଏହି ଲୋକପ୍ରିୟ ଗାୟିକା
ବମ୍ବେ: ମା’ ହୋଇଛନ୍ତି ବଲିଉଡ୍ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ ଆଜି ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୂର୍ବରୁ ଏଭଳି ଅନୁଭବ ହୋଇନାହିଁ।…
ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍ ଚିହ୍ନଟ; କେବଳ ୯୨୮ ଲୋକାଲ୍ କେସ୍
ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୮ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୯୨୮ ଲୋକାଲ୍ କେସ୍ ରହିଛି।…
ସତ ନୁହେଁ, କେବଳ ଟିଆର୍ପି ପାଇଁ ପ୍ରେମର ମିଛ ଡ୍ରାମା: ନେହା-ଆଦିତ୍ୟଙ୍କ ପରେ ଏବେ ପବନଦୀପ-ଅରୁଣୀତା…
ବମ୍ବେ: ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ରିଆଲିଟି ଶୋ’କୁ ଅଧିକ ପସନ୍ଦ କରିଥାନ୍ତି ଦର୍ଶକ। ବାସ୍ତବ ଘଟଣାକ୍ରମ ଉପରେ ଆଧାରିତ ଭାବି ଶୋ’ରେ ଦେଖାଯାଉଥିବା ସବୁକିଛିକୁ ସେମାନେ ସତ ଭାବିଥାନ୍ତି। ହେଲେ ତାହା ସମ୍ପୂର୍ଣ୍ଣ ଓଲଟା। ଅନେକ ସମୟରେ ଶୋ’ର ଟିଆର୍ପି…
ମା’ ହେବାକୁ ଯାଉଛନ୍ତି ସୁସ୍ମିତା ସେନ୍ଙ୍କ ଭାଉଜ; ବିବାହ ପରେ ସମ୍ପର୍କରେ ତିକ୍ତତାକୁ ନେଇ ଥିଲେ ଚର୍ଚ୍ଚାରେ…
ବମ୍ବେ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ। ବିବାହର କିଛି ଦିନ ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଉଭୟ କିଛି ଦିନ ପରସ୍ପରଠାରୁ…
ବ୍ୟୁଟିସିଆନ୍ଙ୍କୁ ଯୌନ ଶୋଷଣ କରି ଫସିଲେ କଙ୍ଗନାଙ୍କ ବଡିଗାର୍ଡ; ରୁଜୁ ହେଲା ବଳାତ୍କାର ମାମଲା
ବମ୍ବେ: ବଳାତ୍କାର ମାମଲାରେ ଫସିଛନ୍ତି ବଲିଉଡ୍ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବଡିଗାର୍ଡ। ପେସାରେ ବ୍ୟୁଟିସିଆନ୍ ଥିବା ଜଣେ ୩୦ ବର୍ଷୀୟ ଜଣେ ଯୁବତୀ ତାଙ୍କ ବିରୋଧରେ ଡିଏନ୍ ନଗର ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେଙ୍କ…
କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ, ଦାମୀ ଗାଡ଼ି ଚଢ଼ିବାକୁ କରନ୍ତି ପସନ୍ଦ; ଘରେ…
ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ରଶ୍ମିକା ମନ୍ଦାନା। କେବଳ ବଡ଼ ପରଦା ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ ପାଇଁ ପାଗଳପ୍ରାୟ ପ୍ରଶଂସକ। ଏବେ ସେ ବଲିଉଡ୍ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ…
ଏହି ପ୍ରସିଦ୍ଧ ଅଭିନେତ୍ରୀ ଏଡ୍ସରେ ପୀଡ଼ିତା ହୋଇ ପଡ଼ିଥିଲେ ଦରଘା ବାହାରେ, ଶରୀରରେ ସାଲୁବାଲୁ ହେଉଥିଲେ ପୋକ…
ମୁମ୍ବାଇ,୨୨।୫: ଫିଲ୍ମ ଦୁନିଆରେ କେତେକ ଅଭିନେତା ଅଭିନେତ୍ରୀଙ୍କ କ୍ୟାରିଅର ଭଲ ଥିଲେ ମଧ୍ୟ ସେମାନଙ୍କ ଜୀବନ ବହୁ ଘାତ ପ୍ରତିଘାତ ଦେଇ ଗତି କରିଛି। ଶେଷରେ ସେମାନଙ୍କର ମୃତ୍ୟୁ ଅତି ଦୁଃଖଦ ହୋଇଛି। ସେଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଦକ୍ଷିଣ ଫିଲ୍ମର…
ଆପଲ୍ ଟିଭିରେ ପ୍ରସାରିତ ହେବ ସଲମାନଙ୍କ ‘ରାଧେ’
ମୁମ୍ବାଇ: ବଲିଉଡ୍ ଷ୍ଟାର ସଲ୍ମାନ ଖାନ୍ଙ୍କ ‘ରାଧେ’ ଚଳଚ୍ଚିତ୍ର ଆପଲ୍ ଟିଭିରେ ପ୍ରସାରିତ ହେବ। ଏହା ବେଲଜିୟମ, ଡେନ୍ମାର୍କ, କାନାଡା, ଫିଜି, ମ୍ୟାଲେସିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ମରିସସ୍ ସମେତ ୬୫ରୁ ଊର୍ଦ୍ଧ୍ୱ ଦେଶରେ ଉପଲବ୍ଧ ହୋଇପାରିବ। ଆପଲ୍ ଟିଭିରେ…
ଟଙ୍କା ନ ଥିବାରୁ ଘରଭଡ଼ା ଦେଇପାରୁ ନ ଥିଲେ ଅଭିନେତା
ନୂଆଦିଲ୍ଲୀ,୨୧।୫: ଟିଭିରେ ସୁଯୋଗ ମିଳିବା ପୂର୍ବରୁ ପାଖରେ ଟଙ୍କା ନ ଥିଲା। ଏପରି କି ଘରଭଡ଼ା ପାଇଁ ପ୍ରେମିକା ଟଙ୍କା ଦିଅନ୍ତି। ୨୦୦୮ରେ ଏଭଳି ଅବସ୍ଥା ଥିଲା ବୋଲି ଇନଷ୍ଟାଗ୍ରାମର ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ଟିଭିର ଜଣାଶୁଣା ଚେହେରା ମନୀଷ…

