କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା

ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ଲାଗିପଡିଛନ୍ତି। ନିକଟରେ କୋହଲି ଏବଂ ଅନୁଷ୍କା କରୋନା ସହାୟତା ପାଇଁ ୧୧ କୋଟି ଟଙ୍କା ଜମା କରିଥିଲେ। ଏହା ସହିତ ଆଲିଆ ଭଟ୍ଟ ମଧ୍ୟ ସୋସିଆଲ ମିଡିଆରେ ଏନେଇ କାର୍ଯ୍ୟ କରୁଛନ୍ତି। ଅଭିନେତା କମଲ ରସିଦ ଖାନ ଏକ ଟୁଇଟରେ ଲେଖିଛନ୍ତି, ଅମିତାଭ ବଚ୍ଚନ ସାର୍‌ ଆପଣ ଶତପ୍ରତିଶତ ଠିକ କହିଛନ୍ତି। ଯଦି ଆପଣ ଦାନ କରିବାକୁ ଚାହୁଁଛନ୍ତି, ତେବେ ତାହା କରନ୍ତୁ! ଅନ୍ୟଥା, ଚୁପଚାପ ବସନ୍ତୁ। ଦାନ କରିବାକୁ ଲୋକଙ୍କୁ ଭିକ ମାଗୁଛନ୍ତି କାହିଁକି? ଆଲିଆ ଭଟ୍ଟ ଏବଂ ବିରାଟ କୋହଲି କିଛି ବୁଝିପାରୁଛ ତ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜ କରୋନା ସହାୟତା ଅଭିଯାନ ଅନୁଯାୟୀ ୭ କୋଟି ଟଙ୍କା ଜମା କରିବାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ଏକାଠି ସେମାନେ ଏହାଠାରୁ ଅଧିକ ସଂଗ୍ରହ କରିଛନ୍ତି। କୋହଲି ଏବଂ ଅନୁଷ୍କା ନିଜେ ଦୁଇ କୋଟି ଟଙ୍କା ଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର କିଣିଲେ ବିରାଟ କୋହଲି, ଦାମ୍‌ ଜାଣିଲେ

ମୁମ୍ବାଇ,୨୪।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୩ ଫେବୃଆରୀରେ ମୁମ୍ବାଇରେ ଆୱାସ ଲିଭିଙ୍ଗରେ ୨୦୦୦ ବର୍ଗଫୁଟ୍‌ର ଘର କିଣିଛନ୍ତି। ମୁମ୍ବାଇର ଆଲିବାଗ...

‘କେବେ ଭାବି ନ ଥିଲି ପୁଣି ଥରେ ନିଜ ଦେଶ ପାଇଁ ଖେଳିବାର ସୁଯୋଗ ମିଳିବ’

ଲଣ୍ଡନ,୧୭।୯: ପୁଣି ଥରେ ନିଜ ଦେଶର ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବି ବୋଲି କେବେ ବି ଭାବି ନ ଥିଲି। କିଛି ଏଭଳି କହି...

ଏହି ଫିଲ୍ମକୁ ଆଲୁ ଅର୍ଜୁନ କହିଲେ ସବୁଠୁ ବଡ଼ ଚମତ୍କାର

ନୂଆଦିଲ୍ଲୀ, ୭ା୫ : ଟଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ନାମ ଆଲୁ ଅର୍ଜୁନ। ଆଜି ତାଙ୍କ ଫିଲ୍ମୀ କ୍ୟାରିୟରକୁ ପୂରିଛି ୧୭ ବର୍ଷ। ଠିକ୍‌ ୧୭...

ରୋମାଞ୍ଚକର ବିଜୟ ସହ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ବର୍ମିଂହାମ,୬।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ...

ଏହି ରୋଗରେ ଆକ୍ରାନ୍ତ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସେ ବାରମ୍ବାର କ୍ଲିନିକ୍‌ ଯାଉଥିବା ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ...

ଇଲ୍ୟୁଜନ ଟି-ଶାର୍ଟ

ଅନେକେ ଚାଲିଥିବା ଟ୍ରେଣ୍ଡ ଓ ଫ୍ୟାଶନ୍‌ଠାରୁ କିଛି ଭିନ୍ନ ଫ୍ୟାଶନ ଆପଣେଇ ସମସ୍ତଙ୍କଠାରୁ ଅଲଗା ଦେଖାଯିବାକୁ ପସନ୍ଦ କରିଥା’ନ୍ତି। ତେଣୁ ଭିଡ଼ ଭିତରୁ ବାରି ହେବା...

ଏହି ସବୁ ଫିଲ୍ମ ଅଫରକୁ ରିଜେକ୍ଟ କରିଛନ୍ତି ଅଭିନେତ୍ରୀ

ସାଉଥ୍‌ର ଚୁଲବୁଲି ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କିଏ ବା ନ ଜାଣେ। ତାଙ୍କର ଅଭିନୟ ଏବଂ ଲୁକ୍‌ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରନ୍ତି। ନିକଟରେ...

ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେନି ଲିପେର

ମୋନାକୋ,୨୮।୪(ଏପି): ଆମେରିକୀୟ ପାରା ଅଲିମ୍ପିକ ଧାବକ ବ୍ଲାକ ଲିପେରଙ୍କୁ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ବାରଣ କରାଯାଇଛି। ଏ ନେଇ ସେ ଆବେଦନ କରିଥିଲେ। ତେବେ...

Advertisement
Archives

Model This Week