ମନୋରଞ୍ଜନ

ଏହି ହାସ୍ୟ ଅଭିନେତାଙ୍କୁ ବିବାହ କରିବାକୁ କାନାଡା ଛାଡି ଭାରତ ଆସିଥିଲେ ଦ୍ୱିତୀୟ ସ୍ତ୍ରୀ, ଆଶ୍ଚର୍ଯ୍ୟ ଲାଗି ଘରକୁ କରିଥିଲେ ହୋଟେଲ

ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବ ତାଙ୍କ ଚରିତ୍ରରେ ଦର୍ଶକଙ୍କୁ ବହୁତ ହସାନ୍ତି। ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଇଁ ଫିଲ୍ମ ହିଟ ହେଉଥିଲା। ସେ ଛୋଟ ଚରିତ୍ରରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ରାମ ଗୋପାଳ…

ଏହି ଅଭିନେତ୍ରୀ ଭଲ ପାଉଥିଲେ ଅନ୍ୟ ଜଣଙ୍କୁ, କେବଳ ଏହି ରାଗରେ ବିବାହ କରିଥିଲେ କିଶୋର କୁମାରଙ୍କୁ

ହିନ୍ଦୀ ସିନେମାରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଭଲ ଅଭିନୟ କରୁଥିଲେ। ମାତ୍ର ସେମାନଙ୍କର ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ଦୁଃଖଦାୟକ। ଆମେ ସେଭଳି ଜଣେ ଅଭିତ୍ରେୀଙ୍କ ବିଷୟରେ କହୁଛୁ ଯାହାଙ୍କ ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ ଏବଂ କ୍ରୋଧିତ ବିବାହ…

ଅଭିଷେକଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କଲେ ଜଣେ ବ୍ୟକ୍ତି: ସ୍ବାମୀ ଦେଲେ ଏମିତି ଉତ୍ତର

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଶାନ୍ତ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା। ସେ ଏକ ସରଳ ଜୀବନଯାପନ କରନ୍ତି। ସେ ଅନାବଶ୍ୟକ ଆଲୋଚନାରୁ ଦୂରେଇ ରୁହନ୍ତି। କିନ୍ତୁ ଏସବୁ ସତ୍ତ୍ୱେ, ବେଳେବେଳେ ସେ ଚର୍ଚ୍ଚାକୁ ଆସିଥାନ୍ତି। ଥରେ…

କେବଳ ଏହି କାରଣ ପାଇଁ ଐଶ୍ୱର୍ଯ୍ୟାଙ୍କ ଠାରୁ ଦୂରେଇ ରହିବାକୁ ସଞ୍ଜୟ ଦତ୍ତଙ୍କୁ ଚେତାବନୀ ଦେଇଥିଲେ ଭଉଣୀ

ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟ ପାଇଁ ବେଶ୍‌ ପ୍ରଶଂସା ପାଆନ୍ତି । ତାଙ୍କ ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥାଏ। ସେ ବର୍ତ୍ତମାନ ମାନ୍ୟତା ଦତ୍ତଙ୍କୁ ବିବାହ କରି ଖୁସିରେ ଜୀବନ ବିତାଉଛନ୍ତି। ହେଲେ ଏକ ସମୟ ଥିଲା…

ଲାଜରେ ୪ ଦିନ ଘରୁ ବାହାରି ନ ଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ପରଦାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। ନିଜର ବୋଲ୍ଡ ଇମେଜ ପାଇଁ ଜଣାଶୁଣା ରାଧିକା ସିନେମାରେ ନିଖୁଣ ଅଭିନୟ ମଧ୍ୟ କରିଥାନ୍ତି। ରାଧିକା ତାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ୱାହ ଲାଇଫ ହୋ ତୋ ୟେସି’ରେ ଡେବ୍ୟୁ…

ଥରକେ ଏତିକି ସିଙ୍ଗଡା ଖାଆନ୍ତି ହ୍ରିତିକ୍‌ ରୋଶନ

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଇଣ୍ଡ୍ଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଡ୍ୟାନ୍ସ ହେଉ କି ଅଭିନୟ ସବୁଥିଲେ ସେ ବେଶ୍‌ ପାରଙ୍ଗମ। ନିକଟରେ ସେ ‘ଦି କପିଲ ଶର୍ମା ଶୋ’ରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଖୁଲାସା…

ସୋନୁ ସୁଦ୍‌ଙ୍କ ଫଟୋରେ କ୍ଷୀର ଢାଳିଲେ ପ୍ରଶଂସକ: ଅଭିନେତା କହିଲେ…

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି। ସେ କରୋନା ଆରମ୍ଭରୁ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ରହିଛନ୍ତି। ଲୋକେ ମଧ୍ୟ ସୋନୁଙ୍କୁ…

୧୪ ବର୍ଷ ହେଲା ଏଚଆଇଭି ସଂକ୍ରମିତ ଅଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ ଅଭିନେତା ବିଲି ପୋର୍ଟର ୨୦୦୭ରୁ ମସିହାରୁ ଏଚ.ଆଇ.ଭି ସଂକ୍ରମିତ ଅଛନ୍ତି। ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ୧୪ ବର୍ଷ ଧରି ଏଚ.ଆଇ.ଭି. ସଂକ୍ରମିତ ହୋଇ ଜୀବନ ବିତାଉଛନ୍ତି। ମୁଁ ଅନୁଭବ କରୁଛି ଯେ ଏହି ସତ୍ୟ…

ଏହି ଅଭିନେତ୍ରୀଙ୍କ ଦ୍ୱିତୀୟ ବିବାହ ଭାଙ୍ଗିଯିବା ପରେ ପ୍ରଥମ ସ୍ବାମୀ ଖୋଲିଲେ ମୁହଁ, କହିଦେଲେ ଏମିତି କିଛି..

ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଏବେ ଟିଭି ରିଆଲିଟି ଶୋ ଖତରୋଂ କେ ଖିଲାଡି ୧୧ ପାଇଁ କେପଟାଉନରେ ଶୁଟିଂ କରୁଛନ୍ତି। କିନ୍ତୁ କେପଟାଉନରେ ପହଞ୍ଚିବା ମାତ୍ରେ ଶ୍ୱେତା ପୁଣି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଫସିଯାଇଛନ୍ତି। ତାଙ୍କ ଚାରି ବର୍ଷର…

ପପ୍‌ ଷ୍ଟାର ରିହାନାଙ୍କୁ ଡେଟ୍‌ କରୁଛନ୍ତି ଏହି ରାପର ବୟ

ହଲିଉଡ୍‌ର ପପ୍‌ ଷ୍ଟାର ରିହାନାଙ୍କୁ ଆମେରିକାର ରାପର ଆସପ ରକି ଡେଟିଂ କରୁଛନ୍ତି। ଏକଥା ନିଜେ ସ୍ବୀକାର କରିଛନ୍ତି ରକି। ସେ କହିଛନ୍ତି, ମୁଁ ରିହାନାଙ୍କ ସହ ଡେଟ୍‌ରେ ଅଛି। ଏକ ସାକ୍ଷାତକାରରେ ରିହାନାଙ୍କୁ ଜୀବନର ପ୍ରେମ ବୋଲି କହିଥିଲେ ରକି।…

ବାତ୍ୟାରେ ଭାଙ୍ଗିଲା ଏହି ଅଭିନେତ୍ରୀଙ୍କ ଘର

ମୁମ୍ବାଇ: ମୁମ୍ବାଇରେ କିଛିଦିନ ତଳେ ବାତ୍ୟା ‘ତାଉକ୍‌ତାଏ’ ତାଣ୍ଡବ ରଚିଥିଲା। ଫଳରେ ଅନେକ ଘରଦ୍ୱାର ଭାଙ୍ଗିବା ସହ ବଡ଼ବଡ଼ ଗଛ ବି ଉପୁଡ଼ିପଡ଼ିଥିଲା। ଏହି ବାତ୍ୟା ମୁହଁରୁ ବର୍ତ୍ତିନି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କ ଘର। ସମୁଦ୍ରରୁ ଆସୁଥିବା ବଡ଼ ବଡ଼…

ଆପତ୍ତି ଜନକ ସିନ୍‌ ପାଇଁ ଏହି ହଲିଉଡ୍‌ ଫିଲ୍ମ ଭାରତରେ ବ୍ୟାନ୍‌: ରାହୁଲଙ୍କ ବିରୋଧରେ ଗୁଜବ…

ନୂଆଦିଲ୍ଲୀ,୨୦।୫: କେତେକ ଆପତ୍ତି ଜନକ ଦୃଶ୍ୟ ଥିବାରୁ ୨୦୧୫ରେ ହଲିଉଡ୍‌ ଫିଲ୍ମ ଫିଫ୍ଟି ଶେଡସ୍‌ ଅଫ୍‌ ଗ୍ରେକୁ ଭାରତୀୟ ସେନସର ବୋର୍ଡ ପକ୍ଷରୁ ରିଲିଜ୍‌ ପାଇଁ ଅନୁମତି ମିଳି ନ ଥିଲା। ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ସହିତ ଅଶ୍ଳୀଳ ଦ୍ୱି ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?