ଏହି ପ୍ରସିଦ୍ଧ ଅଭିନେତା ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ସେକ୍ସି , ପାଗଳ ପରି ତାଙ୍କୁ ଦେଖେ

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ପୁରା ଦୁନିଆ ପାଗଳ। ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଆପଣ କ’ଣ ଜାଣନ୍ତି ସେଲିବ୍ରିଟି ଐଶ୍ୱର୍ଯ୍ୟାଙ୍କ ପ୍ରଶଂସା କରନ୍ତି। ଷ୍ଟାରମାନେ ପରସ୍ପରକୁ ସେମାନଙ୍କର ଆଦର୍ଶ ଭାବିଥାନ୍ତି। ସେମାନଙ୍କର ପ୍ରଶଂସା କରନ୍ତି। ଏକ ସାକ୍ଷାତକାରରେ ଅଭିନେତା ଅକ୍ଷୟ ଖାନ୍ନାଐଶ୍ୱର୍ଯ୍ୟାଙ୍କ ବିଷୟରେ କିଛି କହିଥିଲେ। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ଏତେ ବଡ ପ୍ରଶଂସକ ସୌନ୍ଦର୍ଯ୍ୟରେ ପାଗଳ।ଐଶ୍ୱର୍ଯ୍ୟାଙ୍କ ଏବଂ ଅକ୍ଷୟ ମଧ୍ୟ ଦୁଇଟି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ତେବେ ଜାଣନ୍ତୁୁ ଅକ୍ଷୟ ଖାନ୍ନାଐଶ୍ୱର୍ଯ୍ୟାଙ୍କ ବିଷୟରେ କ’ଣ କହିଛନ୍ତି।

ଐଶ୍ୱର୍ଯ୍ୟା ଏବଂ ଅକ୍ଷୟ ‘ତାଲ୍‌’ ଏବଂ ‘ଆ ଅବ୍‌ ଲୌଟ୍‌ ଚଲେ’ ଫିଲ୍ମରେ ଏକାଠି କାମ କରିଥିଲେ। ଉଭୟ ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ଏବଂ ଅକ୍ଷୟଙ୍କ ଯୋଡି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ୨୦୧୭ ମସିହାରେ ଅକ୍ଷୟ ତାଙ୍କ ଚଳଚ୍ଚିତ୍ର ‘ଇତ୍ତଫାକ’ର ପ୍ରମୋଶନ ସମୟରେ କରଣ ଜୋହରଙ୍କ ଟକ୍‌ ଶୋରେ ପହଞ୍ଚିଥିଲେ। ଏହି ଶୋ’ରେ କରଣ ଅକ୍ଷୟଙ୍କୁ ପ୍ରଶ୍ନ କରିଥିଲେ ଯି, ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ଅଭିନେତ୍ରୀ କିଏ। ଏହାର ଜବାବରେ ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ନାମ ନେଇଥିଲେ। ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ନାମ ନେଇ କହିଥିଲେ ଯେ, ‘ଯେତେବେଳେ ମୁଁ ତାଙ୍କୁ ଭେଟେ, ମୁଁ ତାଙ୍କୁ ଦେଖିକି ହିଁ ରହିଯାଏ। ଏହା ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ, କିନ୍ତୁ ଐଶ୍ୱର୍ଯ୍ୟା ନିଶ୍ଚୟ ଏଥିରେ ଅଭ୍ୟସ୍ତ ହୋଇ ଯାଇଥିବେ। ମୁଁ ପାଗଳ ପରି ତାଙ୍କୁ ଦେଖେ“।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ: ଭାଇରାଲ ହେଉଛି ଭିଡିଓ…

ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ | ମୋହନା,୧୩।୬( ମନ୍ମଥ ମିଶ୍ର ): ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ । କିଛିଦିନ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri