ପାକ୍‌ରେ ମିଆଙ୍କ ଟିକ୍‌ଟକ୍‌ ବ୍ୟାନ୍‌

ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍‌ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍‌ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ ସେ ତାଙ୍କ ପାକିସ୍ତାନୀ ଫ୍ୟାନଙ୍କ ସହ ଟିକ୍‌ଟକ୍‌ ଭିଡିଓ ଶେୟାର କରିବେ ବୋଲି ମିଆ କହିଛନ୍ତି। କାହିଁକି ମିଆଙ୍କ ଆକାଉଣ୍ଟ ବ୍ୟାନ୍‌ କରାଗଲା ସେ ନେଇ ପାକିସ୍ତାନ ଟେଲିକମ୍ୟୁନିକେଶନ ଅଧିକାରୀଙ୍କ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇନାହିଁ। ଟିକ୍‌ଟକ୍‌ରେ ମିଆଙ୍କ ୨.୨ କୋଟି ଫଲୋଅର୍ସ ଅଛନ୍ତି। ପୂର୍ବରୁ ପାକିସ୍ତାନ ଟିକ୍‌ଟକ୍‌ ଉପରେ ୨ ଥର ବ୍ୟାନ୍‌ ଲଗାଇ ଏହାକୁ ହଟାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧାଭ୍ୟାସ ଶେଷ, ଫେରୁଛନ୍ତି ରୁଷିଆ ସୈନ୍ୟ…

ମସ୍କୋ, ୧୬।୨ : ୟୁକ୍ରେନ୍‌କୁ ଘେରି ରହିଥିବା ରୁଷିଆ ସୈନ୍ୟଙ୍କ ଯୁଦ୍ଧାଭ୍ୟାସ ଶେଷ ହୋଇଛି। ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି। ପଛକୁ ହଟିବା ଆରମ୍ଭ କରିଛନ୍ତି।...

ଏହି ରାଷ୍ଟ୍ରପତିଙ୍କ ମଜାକ୍‌ ଉଡ଼ାଉଥିଲେ ସାଙ୍ଗମାନେ, କାରଣ…

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କର ଆଜି ଅର୍ଥାତ୍‌ ବୁଧବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ଏହି କାର୍ଯ୍ୟକ୍ରମ...

ବିପର୍ଯ୍ୟୟ ପଥରେ ବିଶ୍ୱ

ବର୍ଲିନ,୧୯ା୯: ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌) ଉତ୍ସର୍ଜନ ହ୍ରାସ ପାଇଁ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ। ଏହାର ପରିଣତି ସ୍ବରୂପ ଆମେ ଏକ ଉତ୍ତପ୍ତ...

ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ବିବାହ କଲେ ମୌନି

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ। ବ୍ୟବସାୟୀ ସୁରଜ ନାମ୍ବିଆଙ୍କ ହାତ ଧରିଛନ୍ତି ସେ। ଦିନରେ ମାଲାୟଲମ୍‌ ରାତିରେ...

ଅଧାରୁ ଅଟକିଲା ରଜନୀକାନ୍ତଙ୍କ ଫିଲ୍ମ ଶୁଟିଂ

ହାଇଦ୍ରାବାଦ,୨୩।୧୨-ମହାମାରୀ କରୋନା ଯୋଗୁ ବନ୍ଦ ରହିଥିଲା ଫିଲ୍ମ ଶୁଟିଂ। ବର୍ତ୍ତମାନ ପୁଣି ଥରେ ଆରମ୍ଭ ହୋଇଛି ଶୁଟିଂ। ଧିରେ ଧିରେ ସ୍ବାଭାବିକ ହେଉଛି ପରିସ୍ଥିତି। ତେବେ...

ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଘରେ ପହଞ୍ଚିଲେ ଅଙ୍କିତା !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରଠାରୁ ସମ୍ପୂର୍ଣ୍ଣ ଭାବେ...

ବାଂଲାଦେଶରେ ପ୍ରବଳ ବନ୍ୟା, ୨୫ ମୃତ

ଢାକା,୧୮ା୬: ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି...

ପ୍ରଥମଥର ମନାଲିରେ ଶୁଟିଂ ନେଇ ଖୁସିରେ ପାଗଳ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡ୍‌ନେକର ତାଙ୍କ କ୍ୟାରିୟରରେ ପ୍ରଥମ ଥର ମନାଲିରେ ଫିଲ୍ମ ଶୁଟିଂ କରିବାକୁ ଯାଉଛନ୍ତି। ଏ ନେଇ ସେ ବେଶ ଖୁସି ଅଛନ୍ତି।...

Advertisement
Archives

Model This Week