ବାପା-ମା’ଙ୍କ ଛାଡପତ୍ର ଦିନ ଖୁସିରେ ପାଗଳ ହୋଇଯାଇଥିଲେ ଏହି ଅଭିନେତ୍ରୀ

ଯେକୌଣସି ଦାମ୍ପତ୍ୟ ଜୀବନରେ ଛାଡପତ୍ର ପରିସ୍ଥିତି ଆସିଲେ, ପିଲାମାନଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ। କିନ୍ତୁ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଏହାର ଭଲ ପ୍ରଭାବ ପଡିଛି। ପାପା କମଲ ହାସନ ଏବଂ ମା ସାରିକାଙ୍କ ଛାଡପତ୍ରକୁ କିପରି ମୁକାବିଲା କରିଥିଲେ ଏକ ସାକ୍ଷାତକାରରେ ତାହାର ଖୁଲାସା କରିଛନ୍ତି ଶ୍ରୁତି। ୧୯୯୮ରେ କମଲ ସାରିକାଙ୍କୁ ବିବାହ କରିଥିଲେ ଏବଂ ୨୦୦୪ ରେ ଏହି ଦମ୍ପତି ପରସ୍ପରଠାରୁ ଅଲଗା ହୋଇଥିଲେ। ମୁଁ ଏହି ଛାଡପତ୍ରରେ ବେଶ୍‌ ଖୁସି ଥିଲି। ମୁଁ ଏଥିପାଇଁ ଉତ୍ସାହିତ ହୋଇଥିଲି ଯେ, ଦୁହେଁ ନିଜ ଜୀବନ ବଞ୍ଚାଇବା ପାଇଁ ଅଲଗା ହୋଇଗଲେ। କାରଣ ଯେତେବେଳେ ଦୁଇ ଜଣ ଏକାଠି ରହିବାକୁ ଚାହାଁନ୍ତି ନାହିଁ ତଥାପି କୌଣସି କାରଣରୁ ରହିବାକୁ ପଡୁଛି, ସେ ସମୟରେ ଦୁହେଁ ଅଲଗା ହୋଇଯିବା ଉଚିତ୍‌। ଅଲଗା ହେବା ପରେ ମଧ୍ୟ ସେ ବହୁତ ଭଲ ମାତାପିତା। ମୁଁ ମୋ ବାପାଙ୍କ ନିକଟତର। ମୋ ମା ବହୁତ ଭଲ କାମ କରୁଛନ୍ତି ଏବଂ ସେ ମଧ୍ୟ ଆମ ଜୀବନର ଏକ ଅଂଶ । ମୁଁ ଭାବୁଛି ଏହା ଏହିପରି ହେବାର ଥିଲା। ଶ୍ରୁତି ଆହୁରି କହିଛନ୍ତି, ସେ ଦୁହେଁ ଭିନ୍ନ ବ୍ୟକ୍ତିତ୍ୱ। କିନ୍ତୁ ସେମାନେ ଏକାଠି ଭଲ ନ ଥିଲେ। କିନ୍ତୁ ଏଥିରୁ ଅନୁମାନ କରାଯିବା ଉଚିତ ନୁହେଁ ଯେ ଜଣେ ମଣିଷ ଭାବରେ ସେ ବହୁତ କମ ଭଲ ହୋଇଗଲେ। ଯେତେବେଳେ ସେମାନେ ଅଲଗା ହୋଇଥିଲେ ମୁଁ ବହୁତ ଛୋଟ ଥିଲି, କିନ୍ତୁ ଏସବୁ ବୁଝିବା ମୋ ପାଇଁ ସହଜ ଥିଲା ଯେ ସେମାନେ ଏକାଠି ହେବା ଅପେକ୍ଷା ଅଲଗା ହୋଇ ଅଧିକ ଖୁସି ହୁଅନ୍ତି।
କମଲ ହାସନ ଏବଂ ସାରିକାଙ୍କର ଦୁଇଟି ଝିଅ ଅଛନ୍ତି, ଶ୍ରୁତି ହାସନ ଏବଂ ଅକ୍ଷରା ହାସନ। ଉଭୟ ଶ୍ରୁତି ଏବଂ ଅକ୍ଷରା ଅଭିନେତ୍ରୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri