ମନୋରଞ୍ଜନ

ଯାହାକୁ ଡରୁଥିଲେ କ୍ୟାଟ୍ରିନା

ଯାହାକୁ କ୍ୟାଟ୍ରିନା ବେଶି ଡରନ୍ତି ଏବେ ସେପରି ଭୂମିକାରେ ଅଭିନୟ କରିବେ। ଯେତେବେଳେ ଏହି ଅଫର ମିଳିଲା ସେତେବେଳେ ସେ ଟିକେ ଅଡୁଆରେ ପଡିଯାଇଥିଲେ। କାରଣ ସେ ଭୂତକୁ ଭାରି ଡରନ୍ତି। ପୁଣି ଏପରି ସଂଯୋଗ ସେ ଅଭିନୟ କରିବାକୁ...

ଭାଇଙ୍କ ପାଇଁ କନ୍ୟା ଖୋଜି ବାହାରିଲେ ନେହା, ଜାଣନ୍ତୁ କିଏ ହେବେ ଭାଉଜ

ମୁମ୍ବାଇ: ଚଳିତ ସପ୍ତାହ ଶେଷସୁଦ୍ଧା ବିଗ ବସ୍‌-୧୪ରେ ଅନେକ ଅତିଥିଙ୍କୁ ଦେଖିବାକୁ ମିଳିବ। କାମ୍ୟା ପଞ୍ଜାବୀ ଏବଂ ଦେବୋଲିନା ଭଟ୍ଟାଚାର୍ଯ୍ୟ ଶୋ’ରେ ତୀକ୍ଷ୍ଣ ପ୍ରଶ୍ନ ପଚାରିବାକୁ ବିଗ୍‌ବସ ଶୋ’କୁ ଆସୁଥିବାବେଳେ ନେହା କକ୍କର ମଧ୍ୟ ତାଙ୍କ ଭାଇ ଟୋନି କକ୍କରଙ୍କ...

ରାଜନୀତିକୁ ଫେରିବେ ଉର୍ମିଳା: ଶିବସେନାରେ ଦେବେ ଯୋଗ

ମୁମ୍ବାଇ,୨୯।୧୧: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ ପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର...

ଅଙ୍ଗ ଦାନ କରିବେ ବଲିଉଡର ରକ୍‌ଷ୍ଟାର ରଣବୀର କପୁର

ମୁମ୍ବାଇ, ୨୯।୧୧-ଅଙ୍ଗ ଦାନ କରିବେ ବଲିଉଡର ରକଷ୍ଟାର ରଣବୀର କପୁର। ନଭେମ୍ବର ୨୭ରେ ଜାତୀୟ ଅଙ୍ଗ ଦାନ ଦିବସରେ ଅମର ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରଣବୀର ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି,...

ଆଦିପୁରୁଷରେ କ୍ରିତି

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଖୁବ୍‌ଶୀଘ୍ର ତାଙ୍କ ନୂଆ ଫିଲ୍ମ ସହ ଦର୍ଶକଙ୍କ ନିକଟତର ହେବେ ବୋଲି ଜଣାପଡିଛି । ‘ଆଦିପୁରୁଷ’ ଫିଲ୍ମ ମାଧ୍ୟମରେ ପ୍ରଭାସ ପୁଣିଥରେ ଧମାଲ କରିବେ ବୋଲି କୁହାଯାଉଛି । ଏହି ଫିଲ୍ମର ପୋଷ୍ଟର ଲକ୍‌ଡାଉନ ସମୟରେ...

ପ୍ରକୃତିକୁ ଭଲ ପାଆନ୍ତି ୟାମି

ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ ବେଶ୍ ପରିଚିତ । ତେବେ ବଲିଉଡ୍‌ରେ ବି ରହିଛି ୟାମିଙ୍କର ଏକ ସ୍ୱତନ୍ତ୍ର...

ମୌଲାନାଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ସନା: ଭାଇରାଲ ହେଉଛି ରୋମାଣ୍ଟିକ ପୋଷ୍ଟ

ବମ୍ବେ: ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ମେଲଭିନ ଲୁଇସଙ୍କଠାରୁ ଅଲଗା ହେବା ପରେ ଗ୍ଲାମର ଓ୍ବାଲ୍ଡ ଛାଡ଼ିଥିଲେ ସନା ଖାନ୍‌। ଏବେ ସେ ବିବାହ କରିନେଇଛନ୍ତି। ମୌଲାନା ମୁଫ୍‌ତି ଅନସ ଖାନଙ୍କ ହାତ ଧରିଛନ୍ତି ସେ। ଗୋଟିଏ ପଟେ ସନା ନିଜ...

ଗାଁରେ ଘଷି ପାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଭୋଜପୁରୀର ହଟ୍‌ କେକ୍‌ କୁହାଯାଉଥିବା ପ୍ରସିଦ୍ଧ ଅଭିନେତ୍ରୀ ଅଞ୍ଜନା ସିଂହ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ୨ଟି ଚୁଟିକରି ସାଲଓ୍ବାର ସୁଟ୍‌ ପିନ୍ଧି ଜଣେ ଗାଉଁଲି...

କପିଲଙ୍କ ଶୋ’ରୁ ଭାରତୀ ଆଉଟ୍‌ !

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହେବା ପରେ ବଢ଼ିବାରେ ଲାଗିଛି କମେଡିଆନ ଭାରତୀ ସିଂହଙ୍କ ଅଡ଼ୁଆ। ତାଙ୍କୁ ଏବେ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ ଶୋ’ରୁ ବାହାର କରିଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ଏକ ପାରିବାରିକ ଶୋ’। ଏଣୁ...

ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ର ଏହି ସୁପରଷ୍ଟାର

ତେଲୁଗୁ ଫିଲ୍ମର ଲୋକପ୍ରିୟ ଅଭିନେତା ବେଲମକୋଣ୍ଡା ସାଈ ଶ୍ରୀନିବାସ ଏସ୍‌ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ପ୍ରଭାସଙ୍କ ଅଭିନୀତ ମେଗା ହିଟ୍‌ ଫିଲ୍ମ ‘ଛତ୍ରପତି’ର ରିମେକ୍‌ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପେନ୍‌ ଷ୍ଟୁଡିଓ ଦ୍ୱାରା ନିର୍ଦ୍ଦେଶିତ ଏହି ବଲିଉଡ୍‌...

ବାଦଶାହାଙ୍କ ବୈବାହିକ ଜୀବନରେ ଝଡ଼

ବମ୍ବେ: ବଲିଉଡର ଅନ୍ୟତମ ଲୋକପ୍ରିୟ ଗାୟକ ତଥା ର଼୍ୟାପର ହେଲେ ବାଦଶାହା। ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବାଦଶାହା ଏବଂ ସ୍ତ୍ରୀ ଜାସ୍ମିନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏପରିକି ଜାସ୍ମିନ ବାଦଶାହାଙ୍କଠାରୁ ଅଲଗା ରହୁଛନ୍ତି।...

ପୁଣି ଥରେ ଆଈ ହେଲେ ହେମା

ବମ୍ବେ: ପୁଣି ଥରେ ଆଈ ହୋଇଛନ୍ତି ଅଭିନେତ୍ରୀ ହେମା ମାଳିନୀ। ହେମାଙ୍କ ସାନ ଝିଅ ଆହାନା ଦେଓଲ ବୋହରା ମା’ ହୋଇଛନ୍ତି। ନଭେମ୍ବର ୨୬ରେ ସେ ଜାଆଁଳା ଝିଅଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ନାମ ଏଷ୍ଟ୍ରା ଏବଂ ଏଡିୟା ରଖାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri