ବିବାହର ଚାରି ମାସ ପରେ ଘରକୁ ଆସିଥିଲା କୁନି ଅତିଥି; ପୁଅର ଫଟୋ ଶେୟାର କରି…

ବମ୍ବେ: ଇତିମଧ୍ୟରେ ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହକୁ ପୁରିଛି ଚାରି ମାସ। ଏବେ ତାଙ୍କ ଘରକୁ ଆସିଛି କୁନି ଅତିଥି। ତାଙ୍କୁ ସ୍ବାଗତ କରିବାକୁ ଯାଇ ବରୁଣ ଏକ ଭିଡିଓ ଶେୟାର କରିଛନ୍ତି। ଏଥିସହ କି ନାମ ଦେବା ଠିକ୍‌ ରହିବ ସେନେଇ ବରୁଣ ପ୍ରଶଂସକଙ୍କ ସହାୟତା ଲୋଡ଼ିଛନ୍ତି। କିଛି ସମୟ ମଧ୍ୟରେ ବରୁଣଙ୍କ ଫାଦରହୁଡ୍‌କୁ ନେଇ ଏହି ପୋଷ୍ଟଟି ବେଶ୍‌ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଏକରୁ ବଳି ଏକ ନାମ ଚୟନ କରି କହିବାରେ ଲାଗିଥିଲେ।

ନିଜର ଆଧିକାରୀକ ଇନ୍‌ଷ୍ଟା ଆକାଉଣ୍ଟରେ ବରୁଣ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ନିଜର କୁକୁରଛୁଆ ସହ ନଜର ଆସୁଛନ୍ତି। ଭିଡିଓରେ ଘରକୁ ଆସିଥିବା ନୂଆ ଅତିଥି(କୁକୁର)କୁ ସେ ନିଜର ପୁଅ ବୋଲି କହୁଛନ୍ତି। ଏହାଛଡ଼ା କ୍ୟାପଶନରେ- ଫାଦରହୁଡ, ମୁଁ ଏପର୍ଯ୍ୟନ୍ତ ନିଜ ପୁଅର ନାମ ଦେଇନାହିଁ। ଦୟାକରି ମୋର ସହାୟତା କର ବୋଲି ବରୁଣ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ପ୍ରେମିକାଙ୍କୁ ଚୁମ୍ବନ ଦେଇଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ସିଂ ୧୯୫୮ ମସିହା ଫେବୃୟାରୀ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଏହି ଅବସରରେ ଜାଣନ୍ତୁ ଅଭିନେତା ସୈଫ୍‌ ଅଲ୍ଲୀ...

ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ...

ରଜନୀକାନ୍ତ ଅସୁସ୍ଥ

ହାଇଦ୍ରାବାଦ,୨୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ...

ଶୁଟିଂ ସେଟ୍‌ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର...

ଆଓ୍ବାର୍ଡ ଶୋରେ ଲୋକଙ୍କ ମଝିରେ ଜୟାଙ୍କୁ ଚୁମ୍ବନ ଦେଇଥିଲେ ଅମିତାଭ, ମଝିରେ ବସିଥିଲେ ପୁଅ

ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିରେ ପାଦ ଦେବାର ୫୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ସେ ୧୯୬୯ ମସିହାରେ ‘ସାତ ହିନ୍ଦୁସ୍ତାନୀ’ରୁ ବଲିଉଡରେ...

ବୋଲ୍ଡ ଲୁକ୍‌ରେ ଅଭିନେତ୍ରୀ

ମୁମ୍ବାଇ: ‘ଆଲାଦ୍ଦିନ-ନାମ ତୋ ସୁନା ହୋଗା’ରେ ଜସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅବନୀତ କୌର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅଭିନୟ ସହିତ...

ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!

ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ...

କ୍ୟାନ୍‌ସର୍‌ ଲଢେଇ ଜିତିଥିଲେ ଏହିସବୁ ବଲିଉଡ୍‌ କଳାକାର

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ଶିକାର ହୋଇଛନ୍ତି। ଚିକିତ୍ସା ପାଇଁ ସେ ଆମେରିକା ଯିବେ। ଏହା ପୂର୍ବରୁ ବଲିଉଡ୍‌ର ଅନେକ କଳାକାରଙ୍କ କ୍ୟାନସର୍‌...

Advertisement
Archives

Model This Week