ଶକ୍ତି କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରିବାରଲୋକେ ମନା କରିବା ସତ୍ତ୍ୱେ କଲେ ଏପରି, ରାଗିଯାଇ ମା’ ବାପା…

ବଲିଉଡର ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଶକ୍ତି କପୁର ଅନ୍ୟତମ। ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଡରାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମ କାହାଣୀ ସମ୍ପୂର୍ଣ୍ଣ ହିରୋ ଭଳି। ତେବେ ଜାଣନ୍ତୁ ଶକ୍ତି ଏବଂ ଅଭିନେତ୍ରୀ ଶିବାଙ୍ଗୀ କୋଲହାପୁରରେ ଲଭଷ୍ଟୋରୀ ସମ୍ପର୍କରେ…
ଶକ୍ତି ଏବଂ ଶିବାଙ୍ଗୀ ୧୯୮୨ ମସିହାରେ ବିବାହ କରିଥିଲେ। ସେତେବେଳେ ଶକ୍ତିଙ୍କ ସ୍ତ୍ରୀ ଶିବାଙ୍ଗୀଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଶିବାଙ୍ଗୀ ମଧ୍ୟ ୮୦ ଦଶକର ଜଣେ ସଫଳ ଅଭିନେତ୍ରୀ। ସେ ୧୯୮୦ରେ ଫିଲ‘କିସ୍ମତ’ରୁ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ମିଥୁନ ଚକ୍ରବର୍ତ୍ତୀ ଏବଂ ରଣଜିତା ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମରେ ଶକ୍ତି କପୁର ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମର ସେଟ୍‌ରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ। ଶକ୍ତି ଏବଂ ଶିବାଙ୍ଗୀଙ୍କର କୌଣସି ଧାରଣା ନଥିଲା ଯେ, ଏହି ଚଳଚ୍ଚିତ୍ର ଉଭୟଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି।
ଶୁଟିଂ ସେଟ୍‌ରେ ଉଭୟ ବନ୍ଧୁ ହେଲେ। ସେହି ସମୟରେ ଉଭୟ ନିଜ କ୍ୟାରିଅର୍‌ ଲାଗି ଷ୍ଟ୍ରଗଲ କରୁଥିଲେ। ପରେ ଫିଲ୍ମ ହିଟ୍‌ ହେବା ପରେ ସେମାନଙ୍କ କ୍ୟାରିଅର୍‌ ମଧ୍ୟ ଉଜ୍ଜ୍ୱଳ ହୋଇଗଲା।

ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ପରେ ଫିଲ୍ମଟି ମଧ୍ୟ ହିଟ୍‌ ହୋଇଗଲା। ଯାହା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିବାହ କରିବା ଏତେ ସହଜ ନଥିଲା। ଶିବାଙ୍ଗୀଙ୍କ ପରିବାର ସଦସ୍ୟ ଏହି ବିବାହ ବିରୋଧରେ ଥିଲେ। ଶକ୍ତି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ ସେ ବଳାତ୍କାର ଦୃଶ୍ୟ ମଧ୍ୟ କରୁଥିଲେ। ଏହି କାରଣରୁ ଲୋକମାନେ ତାଙ୍କୁ ଘୃଣା କରୁଥିଲେ ମାତ୍ର ଶିବାଙ୍ଗୀ ତାଙ୍କ ପ୍ରେମରେ ପଡ଼ଯାଇଥିଲେ। ପରେ ଏହାକୁ କିନ୍ତୁ ତାଙ୍କ ପରିବାର ଲୋକେ ଗ୍ରହଣ କଲେ ନାହିଁ। ଶେଷରେ ନିଜ ପ୍ରେମ ପାଇଁ ଉଭୟ ଘରୁ ପଳାଇ ବିବାହ କରିବାକୁ ନିଷ୍ପତ୍ତି ନେଲେ। ସେତେବେଳେ ଶିବାଙ୍ଗୀଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏଥିରେ ରାଗିଯାଇ ଶିବଙ୍ଗୀଙ୍କ ପିତାମାତା ତାଙ୍କ ସହ କଥା ହେବା ବନ୍ଦ କରିଦେଲେ। ୧୯ ବର୍ଷ ବୟସରେ ଶିବାଙ୍ଗୀ ପୁଅ ସିଦ୍ଧାନ୍ତ କପୁରଙ୍କୁ ଜନ୍ମ ଦେଇଥିଲେ। ଏହା ପରେ ଶ୍ରଦ୍ଧା ଜନ୍ମ ହୋଇଥିଲେ। ବିବାହ ପରେ ଶିବାଙ୍ଗୀ ଫିଲ୍ମ ଜଗତ ଛାଡି ପରିବାରରେ ବ୍ୟସ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଜରେ ଶିବମନ୍ଦିର ପରିସରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

କୋରାପୁଟ,୧୪ା୬(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠ ବଡ଼ ଚିନ୍ଦ୍ରି ଗୋପନଗରସ୍ଥିତ ଚନ୍ଦ୍ରଶେଖର ଶିବମନ୍ଦିର ପରିସରରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri