ହଟ୍‌ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ବେଶ୍‌ ଜଣାଶୁଣା ନାମ। କିଛିଦିନ ତଳେ ପ୍ରିୟଙ୍କା ତାଙ୍କ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହି ସମୟର କିଛି ଫଟୋ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଫଟୋରେ ପ୍ରିୟଙ୍କା ବେଶ୍‌ ହଟ୍‌ ଦିଶୁଛନ୍ତି।

ଫଟୋରେ ପ୍ରିୟଙ୍କା ଏକ ସିଲ୍‌ଟ ହ୍ବାଇଟ୍‌ ସିଲ୍କ ଡ୍ରେସ୍‌ ପିନ୍ଧିଛନ୍ତି। ଏଥିସହିତ ଏକ ଗୋଲ୍ଡେନ ହିଲ୍‌, ଗୋଲ୍ଡେନ ଘଣ୍ଟା ଏବଂ ମ୍ୟାଚିଂ କରି ବ୍ରେସଲେଟ୍‌ ପିନ୍ଧିଛନ୍ତି। କେଶକୁ ଉପରକୁ ଟେକି ବାନ୍ଧିଛନ୍ତି। ତାଙ୍କର ଏହି ଷ୍ଟାଇଲିଶ୍‌ ଲୁକ୍‌ ଦେଖି ପ୍ରଶଂସକଙ୍କ ହୃଦୟରେ ନିଆଁ ଲାଗିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜଣେ ବଲିଉଡ୍‌ର ପ୍ରସିଦ୍ଧ କଳାକାରଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ଅସୁସ୍ଥ ହୋଇ...

ଆଜି ହେବ ତୁନିଶାଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତୁନିଶା ଅଲି ବାବା: ଦସ୍ତାନ-ଇ-କାବୁଲ’ର...

ଭାରତକୁ କେବେ ମିଳିଥିଲା ପ୍ରଥମ ଓସ୍କାର ଆଓ୍ବାର୍ଡ ?

ମୁମ୍ବାଇ: ୯୫ ତମ ଓସ୍କାର ଆଓ୍ବାର୍ଡ ସୋମବାର ଘୋଷଣା କରାଯାଇଛି। ଯେଉଁଥିରେ ଭାରତକୁ ଦୁଇଟି ପୁରସ୍କାର ମିଳିଛି। ରାଜାମୌଲିଙ୍କ ସୁପରହିଟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ...

ସୋନୁଙ୍କୁ ସ୍ପାଇସ୍‌ଜେଟ୍‌ର ସାଲ୍ୟୁଟ୍‌

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଅଭିନେତା ସୋନୁ ସୁଦ୍‌ ଉଦାହରଣ ପାଲଟିଛନ୍ତି। ସୋନୁଙ୍କର ଏହି ମହନୀୟ...

ଝିଅ ପାଇଁ ଏକାଠି ହେଲେ ଜୁହି-ସଚିନ !

ମୁମ୍ବାଇ: ଧାରାବାହିକ ‘କୁମ୍‌କୁମ୍‌’ ଯୋଗେ ଘରେ ଘରେ ଲୋକପ୍ରିୟ ହୋଇଥିବା ଜୁହି ପରମାରଙ୍କ ଜୀବନକୁ ପୁଣି ଫେରିପାରନ୍ତି ସ୍ବାମୀ ସଚିନ ଶ୍ରଫ୍‌। ନିକଟରେ ଅଲାଦିନର ସ୍ପେଶାଲ୍‌...

ବୁର୍ଜ ଖଲିଫାରେ ‘ଭେଡିୟା’ ଟ୍ରେଲର

ମୁମ୍ବାଇ: ବରୁଣ ଧୱନ ଓ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ ଏବେ ଖୁବ ଚର୍ଚ୍ଚାରେ । ଏବେ ଲଗାତାର ଏହି ଫିଲ୍ମକୁ ନେଇ କିଛି...

ଦୁବାଇରେ ଅଛନ୍ତି ସଲମାନ ଖାନ୍‌ଙ୍କ ସ୍ତ୍ରୀ, ୧୭ ବର୍ଷର ଝିଅ!

ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ସେ କେବେ ବିବାହ କରିବେ ତାକୁ ନେଇ ମଧ୍ୟ ଅନେକ ଆଲୋଚନା...

ଆଜି ରିଲିଜ୍‌ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଗୁରୁବାର ରିଲିଜ୍‌ ହେବ। ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍‌ ଅଭିନେତା ବିବେକ...

Advertisement
Archives

Model This Week