ପୁଣି ଥରେ ସିଦ୍ଧାର୍ଥ ହେଲେ ‘ମୋଷ୍ଟ ଡିଜାରେବଲ ମ୍ୟାନ-୨୦୨୦’
ମୁମ୍ବାଇ,୧୧।୬: ଟେଲି ପପୁଲାର ଶୋ’ ବିଗ୍ ବସ୍-୧୩ର ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲା ପୁଣି ଥରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ପ୍ରଶଂସକଙ୍କ ମନକୁ ଜିଣିପାରି ସେ ପୁଣି ଥରେ ଶ୍ରେଷ୍ଠ ଅଭିନେତା ତାଲିକାରେ ସାମିଲ ହୋଇଛନ୍ତି। ନିକଟରେ ‘ଦ ଟାଇମ୍ସ…
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଗତ ୫ ଦିନ ପୂର୍ବରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ…
୨ ଫ୍ଲାଟ୍, ୧୧ କୋଟିର ବଙ୍ଗଳାର ମାଲିକାଣୀ ହେଉଛନ୍ତି ଡ୍ରାମା କୁଇନ୍; ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ବଲିଉଡ୍ର ଡ୍ରାମା କୁଇନ୍ ତଥା ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବଡ଼ ପରଦାରୁ ଦୂରରେ ଥିଲେ ହେଁ ନିଜର ଅଜବ କାର୍ଯ୍ୟକଳାପକୁ ନେଇ ସେ ରହିଥାନ୍ତି ଚର୍ଚ୍ଚାରେ। ହେଲେ…
ଫଟୋଗ୍ରାଫରଙ୍କ ପ୍ରେମରେ ଏହି ଅଭିନେତ୍ରୀ
ମୁମ୍ବାଇ: ଦୀର୍ଘବର୍ଷ ଧରି ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ରୋହନ ଶ୍ରେଷ୍ଟା (ସେଲିବ୍ରିଟି ଫଟୋଗ୍ରାଫର)ଙ୍କ ସହ ଚର୍ଚ୍ଚା ହୋଇଆସୁଛି। ଶୁଣିବାକୁ ମିଳୁଛି ଦୁହେଁ ଏକାଠି ରହୁଛନ୍ତି। ମାତ୍ର ଶ୍ରଦ୍ଧା ରୋହନଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହୁଛନ୍ତି। ଦୁହେଁ ଏ…
ମା’ଙ୍କ ୩୩ ବର୍ଷ ପୁରୁଣା ଶାଢ଼ିକୁ ପିନ୍ଧି ବିବାହ ମଣ୍ଡପରେ ବସିଥିଲେ ଏହି ଅଭିନେତ୍ରୀ; କିଛି ଏଭଳି ଥିଲା…
ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ୟାମି ଗୌତମ। ହିମାଚଳ ପ୍ରଦେଶରେ ଆୟୋଜିତ ଉତ୍ସବରେ ପରିବାରଲୋକଙ୍କ ଗହଣରେ ଆଦିତ୍ୟ ଧରଙ୍କ ହାତ ଧରିଥିଲେ ସେ। ଉଭୟ ଅନେକ ସମୟ ଧରି ନିଜର ସମ୍ପର୍କକୁ ଲୋକଲୋଚନକୁ ଆଣି ନ ଥିବାରୁ…
ପାକିସ୍ତାନୀ ଗାୟକ ଫର୍ହାଦ୍ଙ୍କ ପରଲୋକ
ଇସ୍ଲାମାବାଦ: ପାକିସ୍ତାନୀ ଗାୟକ ଫର୍ହାଦ୍ ହୁମାୟନ୍ଙ୍କ ପରଲୋକ ହୋଇଛି। ତାଙ୍କୁ ୪୨ ବର୍ଷ ହୋଇଥିଲା। ଗାୟକ ଅତିଫ୍ ଅସ୍ଲାମ, ଅଭିନେତା ଅଲି ଜାଫର୍, ଅର୍ଜୁନ ମାଥୁରଙ୍କ ସମେତ ଅନେକ ଭାରତୀୟ ଓ ପାକିସ୍ତାନୀ କଳାକାର ତାଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ…
ରିୟାଙ୍କ ନିକଟକୁ ଆସୁଛି ଅଫର ପରେ ଅଫର, ବଡ଼ ପ୍ରୋଜେକ୍ଟରେ ଆସିବେ ନଜର
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ। ଏହି ପ୍ରୋଜେକ୍ଟ ବିଷୟରେ ରିୟା ଏବେ ଚିନ୍ତା କରୁଛନ୍ତି। ରିୟା ଶେଷଥର ପାଇଁ ଫିଲ୍ମ ‘ଜଲେବୀ’ରେ ନଜର ଆସିଥିଲେ। ଯାହା ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ଥିଲା।…
ଭଉଣୀଙ୍କୁ ଇର୍ଷା କରୁଛନ୍ତି ପ୍ରିୟଙ୍କା ଚୋପ୍ରା
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ତୁର୍କୀରେ ଛୁଟି କାଟୁଛନ୍ତି। ସେ ଇନଷ୍ଟାଗ୍ରାମରେ ଏହାର ଫଟୋ ମଧ୍ୟ ଶେୟାର କରୁଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥି ସହ ତାଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ପୋଷ୍ଟ…
ଆଖିବୁଜିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା
କିମ୍ବଦନ୍ତୀ ବଙ୍ଗଳା ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲା। ସେ ଦକ୍ଷିଣ କୋଲକାତାରେ ଥିବା ତାଙ୍କ ବାସଭବନରେ ରହି…
ସ୍ବାମୀଙ୍କ ସହ ସମସ୍ତ ଫଟୋ ସୋସିଆଲ୍ ମିଡିଆରୁ ହଟାଇଲେ ଏହି ଅଭିନେତ୍ରୀ
ତୃଣମୂଳ କଂଗ୍ରେସ ଏମ୍ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍ରତ୍ ଜାହାଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି। ଏବେ ଚର୍ଚ୍ଚା ହେଉଛି ନୁଶ୍ରତ୍ କୁଆଡେ ୬ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କୁ ଏହି ଗର୍ଭଧାରଣ ବିଷୟରେ କୌଣସି…
ଏହି ଅଭିନେତ୍ରୀଙ୍କ ସହ ଚାଲିଛି ସଲମାନଙ୍କ ଲୁଚାଛପା ପ୍ରେମ
ମୁମ୍ବାଇ: ସୁନ୍ଦରୀ ନାୟିକା କ୍ୟାଟ୍ରିନା କୈଫଙ୍କ ସହ ବ୍ରେକଅପ୍ ପରେ ଦବଙ୍ଗ ଖାନ ସଲମାନଙ୍କ ନାମ ଆଉ ଜଣେ ମଡେଲଙ୍କ ସହ ଯୋଡ଼ା ଯାଇଛି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ରୋମାନିଆର ବିଉଟି କୁଇନ୍ ୟୁଲିଆ ବନ୍ତୁର। ମାତ୍ର…
ପାଣି ଟିକକ ପାଇଁ ହାତୀ କରୁଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
Archives


