ଆଖିବୁଜିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା

କିମ୍ବଦନ୍ତୀ ବଙ୍ଗଳା ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲା। ସେ ଦକ୍ଷିଣ କୋଲକାତାରେ ଥିବା ତାଙ୍କ ବାସଭବନରେ ରହି ଚିକିତ୍ସିତ ହେଉଥଲେ। ସେଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଖବର ଅନୁଯାୟୀ ବୁଦ୍ଧଦେବ ଦାସଗୁପ୍ତ ଅସୁସ୍ଥତା ହେତୁ ଡାଏଲିସିସରେ ଥିଲେ। କିଡନୀ ସହିତ ତାଙ୍କର ଅନେକ ସମସ୍ୟା ମଧ୍ୟ ରହିଥିଲା। ସେ ଚଳଚ୍ଚିତ୍ର ପାଇଁ ୫ଟି ଜାତୀୟ ପୁରସ୍କାର ପାଇଛନ୍ତି। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଟିଭି ଅଭିନେତ୍ରୀ

ମା’ ହେବାକୁ ଯାଉଛନ୍ତି ଚର୍ଚ୍ଚିତ ଟିଭି ଅଭିନେତ୍ରୀ ଅନୀତା ହସନନ୍ଦନୀ। ଏ ନେଇ ଅନୀତା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ତାଙ୍କ ପ୍ରଶଂସକମାନଙ୍କୁ...

ପ୍ରେମରେ ପଡ଼ିଛନ୍ତି ଏରିକା

ବମ୍ବେ: ପ୍ରେମରେ ପଡ଼ିଛନ୍ତି ‘କସୋଟି ଜିନ୍ଦେଗୀ କେ-୨’ର ନାୟିକା ଏରିକା ଫର୍ଣ୍ଣାଡିସ୍‌। ସେ ନିଜେ ଏହା ସ୍ବିକାର କରିଛନ୍ତି। ଗତ ୩ ବର୍ଷ ଧରି ସେ...

ତାପସୀ ପନ୍ନୁଙ୍କ ‘ଥପ୍ପଡ଼’କୁ କମଲନାଥ କଲେ ଟିକସ ମୁକ୍ତ

ଭୋପାଳ,୨୬।୨: ତାପସୀ ପନ୍ନୁଙ୍କ ଫିଲ୍ମ ‘ଥପ୍ପଡ଼’ ରିଲିଜ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କ ସହାୟତା ପାଇଛି। ରାଜ୍ୟରେ ଫିଲ୍ମକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା...

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶ୍ନ ଶୁଣି ବିରାଟ କୋହଲି ଦେଇଥିଲେ ଏମିତି ଉତ୍ତର

ଆଜିକାଲି ବିଭିନ୍ନ ସେଲିବ୍ରିଟି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ନୂଆ ଏବଂ ପୁରୁଣା ସ୍ମୃତିକୁ ଉଜାଗର କରିବା ପାଇଁ ବଲିଉଡ୍‌ ସେଲିବ୍ରିଟିମାନେ ନିଜର ଫଟୋ କିମ୍ବା...

କେବିସି-୧୧: କୃଷକଙ୍କ ପୁଅ ହେଲେ ପ୍ରଥମ କୋଟିପତି

ନୂଆଦିଲ୍ଲୀ,୧୧।୯: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ...

‘ରାତ୍‌ ଅକେଲି ହୈ’ର ଟ୍ରେଲର ରିଲିଜ

ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧିକି ଏବଂ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ ଅକେଲି ହୈ’ର ଟ୍ରେଲିଜ ରିଲିଜ୍‌ ହୋଇଯାଇଛି। ତେବେ ଫିଲ୍ମର କାହାଣୀ...

ଦିଶାଙ୍କ ପସନ୍ଦ ଟାଇଗର ନୁହେଁ ଅନିଲ

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ଦିଶା ପାଟନି ନିଜ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା । ସବୁବେଳେ ସେ ତାଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି...

ନୂଆ ଲୁକ୍‌ରେ ନଜର ଆସିବେ କରୀନା – ଅମୀର

ଫିଲ୍ମଜଗତର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମୀର ଖାନ୍‌ ପ୍ରତିବର୍ଷ କିଛି ନା କିଛି ଫିଲ୍ମ କରୁଛନ୍ତି। ଚଳିତବର୍ଷ ମଧ୍ୟ ଏକ ଫିଲ୍ମର ପ୍ରଯୋଜନା କରିବାକୁ ଯାଉଛନ୍ତି।...

Seven Jackpot
Advertisement


Archives

Model This Week

Why Dharitri