ପୁଅର ଫଟୋ ଶେୟାର କଲେ ଦିୟା ମିର୍ଜା, ସମୟ ପୂର୍ବରୁ ହୋଇଥିଲା ପ୍ରସବ…

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ମା’ ହୋଇଛନ୍ତି। ସମୟ ପୂର୍ବରୁ ସେ ମେ‘ ୧୪ରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଶିଶୁଟି ଦୁର୍ବଳ ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏବେ ସେ ସୁସ୍ଥ ହେବା ପରେ ଦିୟା ଏବଂ ସ୍ବାମୀ ବୈଭବ ରେଖି ଶିଶୁପୁତ୍ରର ଫଟୋ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗର୍ଭବସ୍ଥାରେ ବ୍ୟାକ୍ଟେରିଆଲ୍‌ ଇନଫେକଶନ୍‌ ଯୋଗୁ ସମୟ ପୂର୍ବରୁ ସି-ସେକଶନ୍‌ ଦ୍ୱାରା ଦିୟାଙ୍କର ଡେଲିଭରୀ କରାଯାଇଥିଲା। ପୁଅର ନାମ ଅଭୟନ ଆଜାଦ୍‌ ରେଖି ରଖାଯାଇଥିବା ଦିୟା ସୂଚନା ଦେଇଛନ୍ତି। ଅଭୟନ ଜନ୍ମ ହେବାର ୨ମାସ ପରେ ଦିୟା ସୋସିଆଲ୍‌ ମିଡ଼ିଆରେ ନିଜର ଭାବନାକୁ ପ୍ରଶଂସକଙ୍କ ସହିତ ଶେୟାର କରିବା ସହିତ ନିଜର ଖୁସି ଜଣାଇଛନ୍ତି। ୨୦୨୧ ଫେବୃୟାରୀ ୧୫ରେ ବୈଭବ ଏବଂ ଦିୟାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇବି’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ଏକ...

ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ରେ ଝାଡୁ କରୁଥିବା ଯୁବକ ଏବେ ପ୍ରତିଯୋଗୀ: ତାଙ୍କ ସ୍ବର ଶୁଣି କାନ୍ଦିପକାଇଲେ ଜଜ୍‌

ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’‘ଇଣ୍ଡିଆନ୍‌ ଆଇଡଲ୍‌’ର ଆଗାମୀ ସିଜିନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଥର ଶୋ’ରେ ବହୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଶୋ’ର...

‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ଓ ଫରହାନ ଅଖତରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଜରିଆରେ...

ପରଲୋକରେ ହରର ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ,୧୮।୯: ବଲିଉଡ୍‌ରେ ୭୦ ଓ ୮୦ ଦଶକରେ ଆସିଥିବା ହରର ଫିଲ୍ମର ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ବୁଧବାର ପରଲୋକ ହୋଇଛି। ୬୭ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ...

ଅନୁଷ୍କାଙ୍କ ବଡିଗାର୍ଡଙ୍କ ମାସିକ ଦରମା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ସେଲିବ୍ରିଟିମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେମାନେ ଯେଉଁଆଡ଼େ ଯାଆନ୍ତି, ହଜାର ହଜାର ପ୍ରଶଂସକ ସେମାନଙ୍କୁ ଦେଖିବା ପାଇଁ ଭିଡ଼ ଜମାନ୍ତି।...

୪୬ ବର୍ଷରେ ଟ୍ବିଙ୍କିଲ୍‌: ଫିଲ୍ମ ଫ୍ଲପ୍‌ ହେବାରୁ ଅକ୍ଷୟଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ରବିବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ।...

ବେବି ପ୍ଲାନିଂକୁ ନେଇ କ’ଣ କୁହନ୍ତି ଉର୍ମିଳା

ମୁମ୍ବାଇ: ବଲିଉଡ୍ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ନିକଟରେ ଏକ ସାକ୍ଷାତ୍‌କାରରେ ମନଖୋଲି ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ ବିଷୟରେ କଥା ହୋଇଛନ୍ତି ।...

ସିଦ୍ଧାର୍ଥଙ୍କ ପ୍ରେମରେ ଉବୁଟୁବୁ ଅମିତାଭ ବଚ୍ଚନଙ୍କ ନାତୁଣୀ

ବଲିଉଡ ଅଭିନେତା ସିଦ୍ଧନ୍ତ ଚତୁର୍ବେଦୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଗେହରାୟାଁ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବା...

Advertisement
Archives

Model This Week