ନାଁ ବଦଳାଇଲେ ୟାମି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଖୁବ୍ ଚର୍ଚ୍ଚାରେ । ବିବାହ ପରଠାରୁ ଏହି ଅଭିନେତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ୟାମି ମଝିରେ ମଝିରେ ତାଙ୍କ ବିବାହ ବେଳର ଫଟୋ ଶେୟାର କରି ପ୍ରଶଂସକଙ୍କ ମନ କିଣି ନେଉଛନ୍ତି । ଏବେ କୁହାଯାଉଛି କି ୟାମି ଇନଷ୍ଟାଗ୍ରାମରେ ତାଙ୍କ ନାଁ ପରିବର୍ତ୍ତନ କରିଛନ୍ତି । ଅବଶ୍ୟ ଏହି ତାଲିକାରେ ସେ ପ୍ରଥମ ନୁହେଁ । ନାଁ ବଦଳାଇବା ତାଲିକାରେ ପୂର୍ବରୁ ସାମିଲ ହୋଇସାରିଛନ୍ତି ପ୍ରିୟଙ୍କା ଚୋପ୍ରା ଜୋନସ, କରିନା କପୁର ଖାଁ, ସୋନମ କପୁର ଆହୁଜା । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ୟାମି । ଅଭିନେତ୍ରୀ ତାଙ୍କ ପ୍ରୋଫାଇଲ ଷ୍ଟୋରୀରେ ଜଣେ ଶିଶୁ ସହ ଫଟୋ ଶେୟାର କରିଛନ୍ତି । ସେହି ଶିଶୁର ନାଁ ବି ରହିଛି ୟାମି । ଅଭିନେତ୍ରୀ ଫିଲ୍ମ ନିର୍ମାତା ଆଦିତ୍ୟ ଧରଙ୍କୁ ବିବାହ କରିବା ପରେ ନିଜର ନାଁ ପରିବର୍ତ୍ତନ କରିବା କଥା ଚିନ୍ତା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭବ୍ୟ ବଙ୍ଗଳା ସାଙ୍ଗକୁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ମାଲିକ ଏହି ହ୍ୟାଣ୍ଡସମ୍‌ ଅଭିନେତା; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ହ୍ୟାଣ୍ଡସମ୍‌ ହଙ୍କ ଶାହିର ଶେଖ ଟେଲିପରଦାର ଏକ ଜଣାଶୁଣା ନାମ। ୨୦୦୯ରେ ‘କ୍ୟା ମସ୍ତ ହୈ ଲାଇଫ୍‌’ରୁ ସେ ନିଜର ଡେବ୍ୟୁ କରିଥିଲେ। ଏହା...

ପ୍ରିୟଙ୍କାଙ୍କ ସ୍ବାମୀ ନିକ୍‌ ସକାଳୁ ଉଠି ପ୍ରଥମେ କରିଥାନ୍ତି ଏହି କାମ

ପ୍ରତ୍ୟେକ ଦମ୍ପତିଙ୍କ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଏହି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନେ ନିଜ ପ୍ରେମକୁ ବଜାୟ ରଖନ୍ତି ଏବଂ ସମ୍ପର୍କକୁ ଦୃଢ଼ କରିଥାନ୍ତି।...

କରୋନା ଯୋଦ୍ଧାଙ୍କ ପାଇଁ ଗୀତ ଗାଇଲେ ମାଧୁରୀ

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଛି। ଏହି ସମୟରେ ଘରେଥିବା ଲୋକେ ସୁରକ୍ଷିତ ରହିଛନ୍ତି। କାରଣ କରୋନା ଯୋଦ୍ଧା ହସ୍ପିଟାଲରେ ଓ...

୧୨ ବର୍ଷ ସାନ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବିବାହିତା ଅଭିନେତ୍ରୀ: ଏମିତି ଆରମ୍ଭ ହୋଇ ଥିଲା ଲଭ୍‌ ଷ୍ଟୋରି

ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଦୁହେଁ ସୋସିଆଲ ମିଡିଆରେ ନିଜ ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ...

୧ ହଜାରରୁ ଅଧିକ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି ଏହି କମେଡିଆନ୍‌; ନିଅନ୍ତି ବଲିଉଡ୍‌ କଳାକାରଙ୍କଠାରୁ ବି ଅଧିକ ପାଉଣା

ହ୍ରାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମରେ ଦୁଇଟି ଜିନିଷ ନିଶ୍ଚିତ ଭାବେ ମିଳିବ। ତାହା ହେଲା ଆକ୍ସନ ଏବଂ କମେଡି। ରଜନୀକାନ୍ତ, ମହେଶ ବାବୁ, ରାଣା ଦୁଗ୍ଗୁବତୀ,...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତାଙ୍କ ବାପା

ବଲିଉଡ୍‌ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ...

ଗ୍ଲାମରସ୍ ଲୁକରେ ଅମିଶା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଅମିଶା ପଟେଲ ଏବେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି । ବଡ ପରଦାଠାରୁ ଦୂରରେ ଥିବା ଏହି...

ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ୍‌ର ଦାମ୍‌ କେତେ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ନିକଟରେ ନୂଆ ଭ୍ୟାନିଟି ଭ୍ୟାନ କିଣିଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାରିଲେରୁ ନିକେଭାରୁ’ ପାଇଁ ଏହି ନୂଆ ଭ୍ୟାନିଟି...

Advertisement
Archives

Model This Week