ଅକ୍ଷୟଙ୍କ ଫିଲ୍ମ ଦେଖିବାକୁ ଅପିଲ କଲେ ଟ୍ୱିଙ୍କଲ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ମୋଷ୍ଟ ଏକ୍ସପେନସିଭ୍ ଫିଲ୍ମ ବେଲ୍ ବଟମ ରିଲିଜ୍ ହୋଇ ସାରିଛି । ଗୁରୁବାର ଅର୍ଥାତ୍ ୧୯ ଅଗଷ୍ଟ ରିଲିଜ୍ ହୋଇଥିବା ଏହି ଫିଲ୍ମ ଅନେକଙ୍କୁ ପସନ୍ଦ ଆସିଥିବା ଜଣାପଡିଛି । ଏମିତିକି କେଜେତଣ ସେଲିବ୍ରିଟି ଏହି ଫିଲ୍ମ ଦେଖିବା ପରେ ଅକ୍ଷୟଙ୍କର ପ୍ରଶଂସା କରିଛନ୍ତି । ଏହାକୁ ନେଇ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ବି ଇମ୍ପ୍ରେସ ହୋଇ ଯାଇଛନ୍ତି । ସେ ଏକ ଫଟୋ ଶେୟାର କରି ଫିଲ୍ମଟିକୁ ଦେଖିବାକୁ ଅନୁରୋଧ କରିଛନ୍ତି । ଫଟୋରେ ସେ ଅକ୍ଷୟଙ୍କ ସହ ଯେମିତି ପାର୍କରେ ବୁଲୁଥିବା ଦେଖାଯାଉଛି । ଏହାସହ ସେ କ୍ୟାପଶନରେ ଲେଖିଛନ୍ତି ଆମେ ପାର୍କରେ ବୁଲିବା ଭଳି ଲାଗୁଛି । ହେଲେ ବାସ୍ତବରେ ଆମେ କିଛି ଭଲ କରିବାକୁ ଯାଉଛୁ । ମୋତେ ‘ବେଲ ବଟମ’ ବହୁତ ପସନ୍ଦ ଆସିଲା ଆପଣମାନେ ବି ଏହାକୁ ଦେଖନ୍ତୁ ବୋଲି ଟ୍ୱିଙ୍କଲ କହିଛନ୍ତି । ଅନ୍ୟପଟେ ଫିଲ୍ମ ଦେଖିସାରି ଅଭିନେତ୍ରୀ କଙ୍ଗନା ରାନାୱତ ବି ଅକ୍ଷୟଙ୍କ ପ୍ରଶଂସା କରିବାକୁ ଭୁଲି ନାହାନ୍ତି । କଙ୍ଗନା କହିଛନ୍ତି ଏହା ବ୍ଲକବୁଷ୍ଟର । ଏପଟେ ଫିଲ୍ମ କ୍ରିଟିକମାନେ ଅନୁମାନ ଲଗାଇଛନ୍ତି କି ‘ବେଲ ବଟମ’ ଭଲ ବିଜନେସ୍ କରିବ । ଏମିତିକି ପ୍ରଥମ ଦିନ ଏହା ୫-୭ କୋଟି ଆୟ କରିପାରେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ଅଭି-ପ୍ରଜ୍ଞା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭି-ପ୍ରଜ୍ଞା। ଟେଲିପରଦାର ଏହି ହିଟ୍‌ ଯୋଡ଼ି ରିଅଲ୍‌ରେ ନୁହେଁ ବରଂ ରିଲରେ ଏକାଠି ହୋଇଛନ୍ତି। ଦର୍ଶକମାନେ ଏହି ଦିନକୁ...

ସୁଶାନ୍ତଙ୍କ ପ୍ରତ୍ୟେକ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା

ସୁଶାନ୍ତ ସିଂ ରାଜପୁତ୍‌ ବଲିଉଡ୍‌ର କେବଳ ଜଣେ ଭଲ ଅଭିନେତା ନ ଥିଲେ, ବରଂ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ। ଯାହା ସେ...

ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…

ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...

କପିଲ ଶେୟାର କଲେ ‘ବେବିମୁନ୍‌’ ସମୟର ଫଟୋ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି କମେଡିଆନ କପିଲ ଶର୍ମା। ପରିବାରର ସଦସ୍ୟମାନେ ଗିନ୍ନିଙ୍କ ଯତ୍ନ ନେଉଥିବା ବେଳେ କପିଲ ନିଜେ ସ୍ତ୍ରୀଙ୍କ ମନକଥାକୁ ବୁଝିବାକୁ ପଛାଉନାହାନ୍ତି।...

ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ: ବିକାଶ ସିଂ

ମୁମ୍ବାଇ,୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ବୁଧବାର ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଦୋଷ ଲଦିଛନ୍ତି। ସୁଶାନ୍ତଙ୍କ...

ଶାଶୁଙ୍କ ଜନ୍ମଦିନ ପାଳିଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନ ସପରିବାର ଚାର୍ଟର ପ୍ଲେନ୍‌ରେ ଶନିବାର ଭୋପାଳ ଯାଇଥିଲେ। ବିଗ୍‌ ବିଙ୍କ ସହ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା...

ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଅରବାଜ

ଅଭିନେତା ଅରବାଜ୍‌ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ମଲାଇକା ଆରୋରା ଏବେ ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଡେଟ୍‌ କରୁଛନ୍ତି। ଉଭୟ ଚଳିତବର୍ଷ ଏପ୍ରିଲରେ ବିବାହ...

ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ

ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ...

Advertisement
Archives

Model This Week