ଏହି କାରଣରୁ ବଡ଼ ଭଉଣୀଙ୍କ ଉପରେ ବହୁତ ରାଗିଥିଲେ ଅକ୍ଷୟ କୁମାର, ତା’ ପରେ ଘଟିଥିଲା…

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଦିଲ୍ଲୀର ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିଲାଦିନ ଦିଲ୍ଲୀରେ ଅତିବାହିତ କଟିଥିଲା। ଅକ୍ଷୟଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି, ତାଙ୍କ ନାମ ଅଳକା ଭାଟିଆ। ଖୁବ କମ ଲୋକ ତାଙ୍କୁ ଜାଣନ୍ତି। କିନ୍ତୁ ଅନେକ ଥର ସେ ଫିଲ୍ମ ସ୍କ୍ରିନିଂ ସହିତ କିଛି ଇଭେଣ୍ଟରେ ନଜର ଆସିଥାନ୍ତି । ଅକ୍ଷୟଙ୍କ ଭଉଣୀ ଅଳକାଙ୍କ ସହ ଜଡିତ ବିଶେଷ କଥା ରହିଛି। ଅଳକା ତାଙ୍କ ପରିବାର ଏବଂ ଅକ୍ଷୟଙ୍କ ସହମତି ବିରୁଦ୍ଧରେ ଯାଇ ବିବାହ କରିଥିଲେ। ସେ ତାଙ୍କଠାରୁ ୧୫ ବର୍ଷ ବଡ଼ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ବ୍ୟକ୍ତି ମଧ୍ୟ ମୁମ୍ବାଇର ଏକ ଜଣାଶୁଣା ବ୍ୟକ୍ତି ଥିଲେ। ଅଲକାଙ୍କ ଏହି ପଦକ୍ଷେପ ପାଇଁ ଅକ୍ଷୟ ବହୁତ ରାଗିଯାଇଥିଲେ।

୨୦୧୨ ଡିସେମ୍ବର ୨୩ରେ ଅଳକା ମୁମ୍ବାଇର ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ବ୍ୟକ୍ତିଙ୍କ ନାମ ସୁରେନ୍ଦ୍ର ହିରାନନ୍ଦାନୀ ଥିଲା। ସୁରେନ୍ଦ୍ର ହେଉଛନ୍ତି ମହାରାଷ୍ଟ୍ର ଏବଂ ଦେଶର ଏକ ଅଗ୍ରଣୀ ରିଏଲ ଇଷ୍ଟେଟ ସଂସ୍ଥା ହିରାନନ୍ଦାନୀ ଗ୍ରୁପର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ।

ଅଳକାଙ୍କୁ ବିବାହ କରିଥିବା ସୁରେନ୍ଦ୍ର ହିରାନନ୍ଦାନୀ ପୂର୍ବରୁ ବିବାହିତ ଥିଲେ। ସେ ପ୍ରୀତି ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ୨୦୧୧ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ଏହା ମଧ୍ୟ କୁହାଯାଇଛି ଯେ ଅଳକାଙ୍କ ଏହି ନିଷ୍ପତ୍ତିରେ ଅକ୍ଷୟ କୁମାର ଖୁସି ନ ଥିଲେ। କିନ୍ତୁ ଭଉଣୀଙ୍କ ଖୁସି ଦେଖି ସେ ପରେ ରାଜି ହୋଇଥିଲେ । ଶେଷରେ ବିବାହରେ ଭାଇ ଭାବେ ସମସ୍ତ ରୀତିନୀତି ସମ୍ପୂର୍ଣ୍ଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri