ଏହି କାରଣରୁ ବଡ଼ ଭଉଣୀଙ୍କ ଉପରେ ବହୁତ ରାଗିଥିଲେ ଅକ୍ଷୟ କୁମାର, ତା’ ପରେ ଘଟିଥିଲା…

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଦିଲ୍ଲୀର ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ପିଲାଦିନ ଦିଲ୍ଲୀରେ ଅତିବାହିତ କଟିଥିଲା। ଅକ୍ଷୟଙ୍କର ଜଣେ ବଡ଼ ଭଉଣୀ ଅଛନ୍ତି, ତାଙ୍କ ନାମ ଅଳକା ଭାଟିଆ। ଖୁବ କମ ଲୋକ ତାଙ୍କୁ ଜାଣନ୍ତି। କିନ୍ତୁ ଅନେକ ଥର ସେ ଫିଲ୍ମ ସ୍କ୍ରିନିଂ ସହିତ କିଛି ଇଭେଣ୍ଟରେ ନଜର ଆସିଥାନ୍ତି । ଅକ୍ଷୟଙ୍କ ଭଉଣୀ ଅଳକାଙ୍କ ସହ ଜଡିତ ବିଶେଷ କଥା ରହିଛି। ଅଳକା ତାଙ୍କ ପରିବାର ଏବଂ ଅକ୍ଷୟଙ୍କ ସହମତି ବିରୁଦ୍ଧରେ ଯାଇ ବିବାହ କରିଥିଲେ। ସେ ତାଙ୍କଠାରୁ ୧୫ ବର୍ଷ ବଡ଼ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ବ୍ୟକ୍ତି ମଧ୍ୟ ମୁମ୍ବାଇର ଏକ ଜଣାଶୁଣା ବ୍ୟକ୍ତି ଥିଲେ। ଅଲକାଙ୍କ ଏହି ପଦକ୍ଷେପ ପାଇଁ ଅକ୍ଷୟ ବହୁତ ରାଗିଯାଇଥିଲେ।

୨୦୧୨ ଡିସେମ୍ବର ୨୩ରେ ଅଳକା ମୁମ୍ବାଇର ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ବ୍ୟକ୍ତିଙ୍କ ନାମ ସୁରେନ୍ଦ୍ର ହିରାନନ୍ଦାନୀ ଥିଲା। ସୁରେନ୍ଦ୍ର ହେଉଛନ୍ତି ମହାରାଷ୍ଟ୍ର ଏବଂ ଦେଶର ଏକ ଅଗ୍ରଣୀ ରିଏଲ ଇଷ୍ଟେଟ ସଂସ୍ଥା ହିରାନନ୍ଦାନୀ ଗ୍ରୁପର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ।

ଅଳକାଙ୍କୁ ବିବାହ କରିଥିବା ସୁରେନ୍ଦ୍ର ହିରାନନ୍ଦାନୀ ପୂର୍ବରୁ ବିବାହିତ ଥିଲେ। ସେ ପ୍ରୀତି ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ୨୦୧୧ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ଏହା ମଧ୍ୟ କୁହାଯାଇଛି ଯେ ଅଳକାଙ୍କ ଏହି ନିଷ୍ପତ୍ତିରେ ଅକ୍ଷୟ କୁମାର ଖୁସି ନ ଥିଲେ। କିନ୍ତୁ ଭଉଣୀଙ୍କ ଖୁସି ଦେଖି ସେ ପରେ ରାଜି ହୋଇଥିଲେ । ଶେଷରେ ବିବାହରେ ଭାଇ ଭାବେ ସମସ୍ତ ରୀତିନୀତି ସମ୍ପୂର୍ଣ୍ଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱର ବିନ୍ଧାଣୀଙ୍କ ଘରେ ୧୭ ଘଣ୍ଟା ଧରି ଚଢ଼ାଉ କରୁଥିଲା ଇଡି, ଆସିଲା ବଡ଼ ଟ୍ବିଷ୍ଟ୍‌; ଘରୁ ମିଳିଲା….

ଉଦଳା,୫।୧୧(ସନ୍ତୋଷ କୁାର ବାଛିନି): ବେଆଇନ ଆର୍ଥିକ କାରବାର ଓ ୧୨୨ କୋଟି ଟଙ୍କାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ୧୭ ଘଣ୍ଟା ଧରି ଚଢ଼ାଉ…

ବରିଷ୍ଠ ଅଧିକାରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି…

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲାବାସୀଙ୍କୁ ବିପଦରୁ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ଓ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ଏତେ ଟଙ୍କା ଏରିୟର

ନୂଆଦିଲ୍ଲୀ, ୫।୧୧: ପାର୍ବଣ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଉପହାର ବର୍ଷା ଜାରି ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡୁ ଓ…

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତକୁ ଝଟ୍‌କା! ଦଳରୁ ବାଦ୍‌ ପଡିଲେ ଷ୍ଟାର୍‌ ଖେଳାଳି, ପ୍ଲେଇଂ-୧୧ କିଏ ସ୍ଥାନ ପାଇଲେ ଦେଖନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି। ଉଭୟ ଦେଶ ମଧ୍ୟରେ ମୋଟ ୫ଟି ମ୍ୟାଚ ଖେଳାଯିବ। ପ୍ରଥମ ମୁକାବିଲାରେ ଟିମ…

ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

ଜନ୍ମଦିନରେ ବିରାଟ କୋହଲିଙ୍କ ବଡ଼ ଖୁଲାସା, କହିଲେ ନିଜର ସବୁଠୁ ପ୍ରିୟ ODI…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ୍‌ର ରନ୍‌ ମେସିନ୍‌ ବିରାଟ କୋହଲି ନିଜର ୩୮ତମ ଜନ୍ମଦିନ ଅବସରରେ ନିଜର ସବୁଠୁ ପ୍ରିୟ ଦିନିକିଆ ଇନିଂସ୍‌ ବିଷୟରେ ଖୁଲାସା କରିଛନ୍ତି ।…

କୋହଲି କ୍ରିକେଟର୍‌ ରୋନାଲ୍ଡୋ… କୋହଲିଙ୍କୁ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ, ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟର ରନ ମେସିନ ତଥା ‘କିଙ୍ଗ କୋହଲି’ ବିରାଟ କୋହଲିଙ୍କ ଆଜି ଜନ୍ମଦିନ। ନଭେମ୍ବର ୫ରେ ତାଙ୍କୁ ନେଇ କ୍ରିକେଟ ଜଗତରେ ଉତ୍ସାହ ଦେଖିବାକୁ…

ଏମିତି ରେକର୍ଡ ହାସଲ କଲେ ବିରାଟ କୋହଲି: ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ଅତୁଟ!

ନୂଆଦିଲ୍ଲୀ,୫।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ରେକର୍ଡ। ଦିନିକିଆ କ୍ରିକେଟ୍‌ରେ ତୃତୀୟ ସ୍ଥାନରେ ବ୍ୟାଟିଂ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?