ସଲମାନଙ୍କ ଭଳି ଆଜି ବି ଅବିବାହିତା ତାଙ୍କର ଏହି ପ୍ରେମିକା: ସମ୍ପର୍କକୁ ନେଇ କହିଲେ ‘ ପାଞ୍ଚ ବର୍ଷ ହେଲାଣି…’
ବମ୍ବେ: ନବେ ଦଶକର ଅଭିନେତ୍ରୀ ସୋମି ଅଲି ଏବେ ଲାଇମ୍ଲାଇଟ୍ରୁ ଦୂରରେ। ଏକଦା ସେ ଦବଙ୍ଗ ଖାନ୍ ସଲମାନଙ୍କ ପ୍ରେମିକା ଥିବାବେଳେ ଆଜିଯାଏ ବିବାହ କରିନାହାନ୍ତି। ଏହା ପଛରେ କି କାରଣ ରହିଛି ସେ ନେଇ ସୋମିଙ୍କୁ ପଚରାଯାଇଥିଲା। ନିକଟରେ ସେ…
ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ଇମ୍ରାନ ହାସ୍ମୀ ଆଲିଆଙ୍କ ସହ କରନ୍ତି ନାହିଁ ଏପରି କିଛି, କାରଣ ଜାଣିଲେ…
ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ୍ ମଧ୍ୟରେ ରୋମାନ୍ସ ସିନ୍ ରହିବା ଜରୁରୀ। ଏପରି ସିନ୍ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି,…
ଫିଲ୍ମ ଆଉ ପ୍ରେମିକଙ୍କୁ ନେଇ ଏମିତି ଦୁଃଖ କରନ୍ତି ତାପସୀ, କହିଲେ ସେ କିଛି ବୁଝନ୍ତି ନାହିଁ
ଫିଲ୍ମ ‘ହସିନ ଦିଲ୍ରୁବା’ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।ସେବେଠାରୁ, ତାପସୀ କ୍ରମାଗତ ଚର୍ଚ୍ଚାରେ ରହିଆସୁଛନ୍ତି। ତାପସୀ ତାଙ୍କ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଥିଲେ। ହେଲେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଆଲୋଚନାକୁ…
ଦ୍ୱିତୀୟଥର ମା’ ହେବାକୁ ଯାଉନ୍ତି ଏହି ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି ନେହା। ପ୍ରଶଂସକଙ୍କ ତରଫର ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ…
ନିକ୍ଙ୍କ ବିଷୟରେ ଏମିତି କହିଲେ ପ୍ରିୟଙ୍କା ଚୋପ୍ରା, ଜାଣିଲେ…
ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ବେଶ୍ ନାଁ କମାଇ ସାରିଲେଣି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫିଲ୍ମ, ପାରିବାରିକ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାନ୍ତି। ପ୍ରିୟଙ୍କା ତାଙ୍କର ପ୍ରତିଟି କଥା ପ୍ରଶଂସକମାନଙ୍କ ସହ…
ନେହାଙ୍କ ଲେହେଙ୍ଗାର ଦାମ୍ ଜାଣି ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ଗତ ବର୍ଷ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରଠାରୁ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗିରହୁଛି। ବିବାହ ପରେ ନେହା ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହ ଫଟୋ ସେୟାର କରନ୍ତି।…
ଦିଶାଙ୍କ ନୋ ମେକଅପ୍ ଲୁକ୍
ମୁମ୍ମାଇ: ବଲିଉଡ୍ ବୋଲ୍ଡ ବିୟୁଟି ଦିଶା ପାଟନି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର କିଛି ଫଟୋ କି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ମାତ୍ରେ ଭାଇରାଲ ହୋଇଯାଇଥାଏ । ନିକଟରେ ଗୋଟିଏ ଦିନ ପୂର୍ବରୁ ବର୍ଷା ସମୟରେ…
ବଜରଙ୍ଗି ଭାଇଜାନ ଭୂମିକାରେ ପୁଣି ଆସିବେ ସଲମାନ!
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ବଜରଙ୍ଗି ଭାଇଜାନକୁ ଜୁଲାଇ ୧୭ରେ ୬ ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ ସବୁ ସଫଳତାର ରେକର୍ଡ ଭାଙ୍ଗି ଦେଇଥିବା ବେଳେ ଏହାର ସକସେସ୍ ସଲମାନଙ୍କ ଷ୍ଟାରଡମକୁ ଆହୁରି ବଢାଇ ଦେଇଥିଲା…
ଏହି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, ଯାହା କହିଥିଲେ ହୋଇଥିଲା ସତ
୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା ଏହି ଚଳଚ୍ଚିତ୍ର ସହିତ ବଲିଉଡ୍ରେ ଡେବ୍ୟୁ କରିଥିଲେ। ପରେ ସେ ଅନ୍ୟ କୌଣସି ବଲିଉଡ…
ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା; କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ…
ବମ୍ବେ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଅନେକ ଅଭିନେତା ଏନ୍ସିଆର୍ ପଞ୍ଝାରେ ଫସିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ ଅଭିନେତା ନିଶା…
ଦେଶୀ ଗର୍ଲଙ୍କୁ ୩୯…
ମୁମ୍ବାଇ,୧୮।୭: ବଲିଉଡ୍ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ରବିବାର ୩୯ ବର୍ଷ ପୂରଣ ହୋଇଛି। ସେ ୧୯୮୨ ଜୁଲାଇ ୧୮ରେ ଜାମସେଦ୍ପୁରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୩ରେ ଦ ହିରୋ ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ ଫିଲ୍ ମାଧ୍ୟମରେ…
ଏହି ପ୍ରଶଂସକଙ୍କ ପାଇଁ ରାସ୍ତାରେ ଅଟକି ଫଟୋ ଉଠାଇଲେ ଅନୁଷ୍କା, ସେ କିଏ ଜାଣିଲେ…
ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହିତ ସୋସିଆଲ ମିଡିଆରେ ମଜାଳିଆ ଫଟୋ ସବୁ ଶେୟାର କରୁଛନ୍ତି। ଶନିବାର ଅନୁଷ୍କା ଇଂଲଣ୍ଡର ଗଳି ରାସ୍ତାରେ ଠିଆ ହୋଇ କିଛି ଫଟୋ ଶେୟାର କରିଛନ୍ତି। ବିରାଟଙ୍କର…
Archives


