ମନୋରଞ୍ଜନ

ବାପା ହେଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବାପା ହେଲେ ବଲିଉଡ୍‌ ଅଭିନେତା ତଥା ହୋଷ୍ଟ ଅପାରଶକ୍ତି ଖୁରାନ୍ନା। ଅଭିନେତାଙ୍କ ସ୍ତ୍ରୀ ଆକୃତି ଆହୁଜା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସ୍ବତନ୍ତ୍ର ପୋଷ୍ଟ କରି ସେ ଏହି ଖବର ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ଉଭୟ…

ହଁ, ମୁଁ ଭୁଲ୍‌ କରିଛି: କାହିଁକି ଏମିତି କହିଲେ ଶିଳ୍ପା ସେଟ୍ଟୀ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଶ୍ଲୀଳ ଆପ୍‌ ପାଇଁ ରାଜ୍‌ କୁନ୍ଦ୍ରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ସ୍ବାମୀ ଗିରଫ ହେବା ପରେ ଶିଳ୍ପା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସର୍ବଦା…

ଅମିତାଭଙ୍କ ପୋଲିସ ବଡିଗାର୍ଡଙ୍କ ବଦଳି; ୧.୫ କୋଟି ଦରମା ପାଉଥିବା ଜଣାପଡ଼ିବା ପରେ…

ବମ୍ବେ: ଦରମାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପୋଲିସ ବଡିଗାର୍ଡ ଜିତେନ୍ଦ୍ର ଶିନ୍ଦେ। ତାଙ୍କର ମାସିକ ପାଉଣା ୧.୫ କୋଟି ଟଙ୍କା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ତାଙ୍କୁ ମୁମ୍ବାଇ ପୋଲିସ ଡିପାର୍ଟମେଣ୍ଟକୁ ବଦଳି କରିଦିଆଯାଇଛି।…

କିଛି ଭୁଲ ହୋଇଯିବା ଭୟରେ ଏହି ଅଭିନେତାଙ୍କ ସହ ହୋଟେଲରେ ରହିବାକୁ ଡରିଥିଲେ ଅରୁଣା

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ତାଙ୍କ ସହ କାମ କରୁଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ଭୟ କରୁଥିଲେ। ଭେଟେରାନ ଅଭିନେତ୍ରୀ ଅରୁଣା ଇରାନୀ…

ଭାଇରାଲ ହେଉଛି ସ୍ୱରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କର ଅନେକ ସମୟରେ ନିଜ ମନର ବା ହୃଦୟର କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସ୍ୱରା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଯେଉଁ ସବୁ ଫଟୋ ପୋଷ୍ଟ କରନ୍ତି ସେଥିମଧ୍ୟରୁ କିଛି ଭାଇରାଲ…

ହଜାରେ ଟଙ୍କାରେ ଗୁଜରାଣ ମେଣ୍ଟାଉଥିଲେ ଭଣ୍ଡାରକର

ମୁମ୍ବାଇ: ମଧୁର ଭଣ୍ଡାରକର । ବିଟାଉନର ଜଣେ ପରିଚିତ ଚେହେରା । ବଲିଉଡ୍ ଦୁନିଆର ଏହିନାମୀ ନିର୍ଦ୍ଦେଶକ ଅଧିକ ନ ହେଲେବି ଯେତିକି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କ ମନରେ ବସାବାନ୍ଧିଛି । ଏକ ମଧ୍ୟବିତ୍ତ…

ବିବାହକୁ କହିଥିଲେ ଅବୈଧ; ତେବେ କ’ଣ ନୁସରତ ସିଙ୍ଗଲ ମଦର? କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ବିବାହକୁ ନେଇ ବିବାଦରେ ରହିଥିଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ୨୦୧୮ରେ ସେ ନିଖିଲ ଜୈନଙ୍କ ପ୍ରେମରେ ପଡ଼ିଥିଲେ। ଏହାର ବର୍ଷକ ମଧ୍ୟରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା। ତୁର୍କିରେ ୨୦୧୯ ଜୁନ୍‌…

ପ୍ରଥମେ ଚୁମ୍ବନ, ଏବେ ଗୋଡ଼ ମୋଡିଲେ ରାକେଶ

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ। ସେ ଏବେ ବିବାଦୀୟ ଶୋ’ ‘ବିଗ୍‌ବସ୍‌’ ଓଟିଟିରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି। ସେଠାରେ ରାକେଶ ବାପତଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗିଛି। ସକାଳୁ ଉଠି…

ଦୀପିକାଙ୍କଠାରୁ ପ୍ରିୟଙ୍କା; ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ…

ମା’ ହେଲେ ନୁସରତ୍‌

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍‌ପି ନୁସରତ ଜାହାଁ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨୫ ବିଳମ୍ବିତ ରାତିରେ ସେ ପୁତ୍ର ସନ୍ତାନ…

ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ

ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା ଦେଶର ବଡ଼ ବଡ଼ ଷ୍ଟାରମାନଙ୍କ ପରିସ୍ଥିତି ମଧ୍ୟ ଶୋଚନୀୟ ହୋଇଛି। ନିକଟରେ ଲୋକପ୍ରିୟ ପପ୍‌ଷ୍ଟାର…

ବିବାହିତ ସତ୍ତ୍ୱେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ

ବି-ଟାଉନର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ଅଭିନେତା ଅନୁପମ ଖେର ଏବଂ କିରନ ଖେର ଅନ୍ୟତମ। ଉଭୟ ପ୍ରେମ କାହାଣୀ ବେଶ୍‌ କୌତୁହଳପୂର୍ଣ୍ଣ। ୨୬ ଅଗଷ୍ଟ ୨୦୨୧ରେ ତାଙ୍କ ବିବାହକୁ ୩୬ ବର୍ଷ ପୂରଣ ହୋଇଛି। ଉଭୟ ୧୯୮୫ରେ ବିବାହ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?