ରଜନୀକାନ୍ତଙ୍କ ପାଇଁ ଏହି ଅଭିନେତ୍ରୀ ରଖିଥିଲେ ଉପବାସ

ଅଭିନେତା ରଜନୀକାନ୍ତ  ଏବଂ ବଲିଉଡ୍‌ର ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ  ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଥିଲେ। କୁହାଯାଏ ଯେ, ‘ରାଣା’ ଫିଲ୍ମ ଶୁଟିଂ ସମୟରେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ପରେ ତାଙ୍କର ମଙ୍ଗଳ କାମନା କରି ଶ୍ରୀଦେବୀ ତାଙ୍କ ପାଇଁ ଉପବାସ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ପ୍ରଥମ ଗୀତ

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରଥମଗୀତ ‘ପାସ ନେହିଁ ତୋ ଫେଲ୍‌ ନେହିଁ’ ରିଲିଜ୍‌ ହୋଇଛି। ଏଥିରେ ବିଦ୍ୟା...

କିଏ ଦହି ତ ଆଉ କିଏ ନଡିଆ ତେଲ, ଏମିତି କେଶର ଯତ୍ନ ନିଅନ୍ତି ୭ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦର କେଶ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଭିନେତ୍ରୀ ନିଜ ଶରୀର ସହିତ କେଶର ବିଶେଷ ଯତ୍ନ ନିଅନ୍ତି। ଅଧିକାଂଶ ଅଭିନେତ୍ରୀମାନେ କେଶକୁ...

ଆମେ କେବେ ବାହା ହେବା?

ମୁମ୍ବାଇ: ଯେବେ ବି-ଟାଉନ୍‌ର ଅବିବାହିତ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ଅଭିନେତା ରଣବୀର କପୁର ଏବଂ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଥା ପ୍ରଥମେ...

ରାଗିଛନ୍ତି ଆଲିଆ

ବଲିଉଡର ଆଗଧାଡିର ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦକ୍ଷିଣ ସିନେମା ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ବକ୍ସ...

ହ୍ରିତିକ୍‌-ଟାଇଗରଙ୍କ ‘ଓ୍ବାର୍‌’ ହେବ ବ୍ଲକବଷ୍ଟର୍‌ !

ମୁମ୍ବାଇ: ଅକ୍ଟୋବର ୨ରେ ପରଦାକୁ ଆସିବ ସୁପରଷ୍ଟାର ହ୍ରିତିକ୍‌ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ଓ୍ବାର’। ଏହା ଏକ ବ୍ଲକବଷ୍ଟର ଫିଲ୍ମ ହେବ...

ଦର୍ଶକଙ୍କୁ ଝଟ୍‌କା: ଚେନ୍ନାଇରେ ରିଲିଜ୍‌ ହେଲାନି ‘ଅବତାରଦ ଓ୍ବେ ଅଫ୍‌ ଓ୍ବାଟର’

ଚେନ୍ନାଇ,୧୬।୧୨: ବିଶ୍ୱବ୍ୟାପି ଯେଉଁ ଫିଲ୍ମକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରି ରହିଥିଲେ ଶେଷରେ ଶୁକ୍ରବାର ହଲ୍‌ରେ ଏହା ରିଲିଜ୍‌ ହୋଇଛି। ‘ଅବତାର: ଦ...

ଦିନ ଥିଲା ସ୍ବାମୀଙ୍କୁ ରାଖି ବାନ୍ଧୁଥିଲେ ଶ୍ରୀଦେବୀ

୮୦ ଏବଂ ୯୦ ଦଶକରେ ଶ୍ରୀଦେବୀ ତାଙ୍କର ଚମତ୍କାର ଜରିଆରେ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଏହା ସହିତ ତାଙ୍କ ବ୍ୟକ୍ତିଗତ...

ଏହି ୫ ଜଣଙ୍କ ସାମ୍ନାରେ ମୁଣ୍ଡ ନୁଆଁନ୍ତି ସଲମାନ୍‌ ଖାନ୍‌: ଜଣଙ୍କୁ ମାନିଥାନ୍ତି ନିଜର ସବୁକିଛି  

ବଲିଉଡ୍‌ର ସୁପରଷ୍ଟାର ହେଉଛନ୍ତି ସଲମାନ୍‌ ଖାନ୍‌। ତାଙ୍କର ଲୋକପ୍ରିୟତା କାହାକୁ ଅଛପା ନାହିଁ। କିନ୍ତୁ ଫିଲ୍ମ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯାହାଙ୍କୁ ସଲମାନ୍‌...

Advertisement
Archives

Model This Week