କିଛି ଭୁଲ ହୋଇଯିବା ଭୟରେ ଏହି ଅଭିନେତାଙ୍କ ସହ ହୋଟେଲରେ ରହିବାକୁ ଡରିଥିଲେ ଅରୁଣା

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ତାଙ୍କ ସହ କାମ କରୁଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ଭୟ କରୁଥିଲେ। ଭେଟେରାନ ଅଭିନେତ୍ରୀ ଅରୁଣା ଇରାନୀ ପ୍ରାଣ ଙ୍କୁ ନେଇ ଏକ ସାକ୍ଷାତକାରରେ କହିଥିଲେ , ପ୍ରାଣଙ୍କୁ ନେଇ ତାଙ୍କ ମନରେ ଏକ ଭ୍ରମ ଥିଲା ଯାହା ପରେ ଦୂର ହୋଇଥିଲା। ପ୍ରାଣଙ୍କ ଭାବମୂର୍ତ୍ତିକୁ ନେଇ ଅରୁଣା ବହୁତ ଭୟ କରୁଥିଲେ। ଥରେ ଅରୁଣାଙ୍କର ଫ୍ଲାଇଟ୍‌ ସକାଳୁ ଥିବାରୁ ତାଙ୍କୁ ପ୍ରାଣଙ୍କ ସହ ଏକ ହୋଟେଲରେ ରହିବାକୁ ପଡିଲା। କିନ୍ତୁ ଅରୁଣା ତାଙ୍କ ଭାବମୂର୍ତ୍ତିକୁ ଦେଖି ଏତେ ଡରି ଯାଇଥିଲେ ଯେ, ସେ ଭୟ କରୁଥିଲେ ତାଙ୍କ ସହ ହୋଟେଲରେ ରହିଲେ ସେ ତାଙ୍କ ସହ କିଛି ଭୁଲ କରିଦେବେନି ତ? କିନ୍ତୁ ଯେତେବେଳେ ସେ ତାଙ୍କ ସହିତ ରହିଲେ, ତା’ଙ୍କ ଭ୍ରମ ଦୂର ହୋଇଥିଲା। ଅରୁଣା କହିଛନ୍ତି ଯେ, ପ୍ରାଣ ତାଙ୍କୁ ସାନ ଭଉଣୀ ପରି ବ୍ୟବହାର କରିଥିଲେ ଏବଂ ପୂରା ଯତ୍ନ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଙ୍କ ଜନ୍ମଦିନରେ ସ୍ବାମୀ ରାଜ ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଆଜି ୪୪ତମ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ପରିବାର, ଶୁଭେଚ୍ଛୁ ତଥା କଳାକାର ବନ୍ଧୁମାନଙ୍କ ନିକଟରୁ ଶୁଭେଚ୍ଛାର...

‘ଫିଲ୍ମ ‘ବିକ୍ରମ ଭେଧା’ରେ ଏକ ବଡ ଭୂମିକା ଚାହୁଁଥିଲି’

ମୁମ୍ବାଇ: ଅଭିନେତ୍ରୀ ରାଧିକା ଆପ୍‌ତେ ଫିଲ୍ମ ‘ବିକ୍ରମ ଭେଧା’ରେ ନଜର ଆସିଛନ୍ତି। ସେ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। କାହାଣୀରେ...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

ଫିଲ୍ମରେ ସଫଳ ମାତ୍ର ପ୍ରେମରେ ବିଫଳ ଏହି କଳାକାର

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ-ଅଭିନେତା ଏକାଠି କାମ କରୁକରୁ କେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଯାଇଥାଏ। ଏଥିରୁ କିଛ ପ୍ରେମ ସଫଳ ହୋଇଥିବାବେଳେ ଆଉ କିଛି ବିଫଳ...

‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କଲେ ଟାଇଗର

ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫ ତାଙ୍କ ଅଗାମୀ ମୁଭି ‘ଗଣପତ’ ପାଇଁ ୟୁକେରେ ଶୁଟିଂ ଆରମ୍ଭ କରିଛନ୍ତି । ଟାଇଗର ନିଜେ ଇନଷ୍ଟାଗ୍ରାମରେ ଏକ...

ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ପରଦାର ଗ୍ଲାମରର୍ସ ଅଭିନେତ୍ରୀ ଗୌହର ଖାଁ। ଏନେଇ ସେ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଶେୟାର କରି...

ବିବାହ ପରେ ଶୁଟିଂ ଆରମ୍ଭ କଲେ ନେହା: କହିଲେ କିଭଳି ରହିଲା ତାଙ୍କର ଜୀବନ ଯାତ୍ରା

ମୁମ୍ବାଇ: ବଲିଉଡ୍‌ର ପପୁଲାର ଗାୟିକା ନେହା କକ୍କଡ ନିକଟରେ ପଞ୍ଜାବୀ ଗାୟକ ରୋହନପ୍ରିତ ସିଂହଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ କାମ ଆରମ୍ଭ...

ଏବେ ଖାଲି ପାଦରେ ଚାଲୁଛନ୍ତି ରାମ ଚରଣ, ପଛରେ ରହିଛି ବଡ଼ କାରଣ

ଦକ୍ଷିଣ ଅଭିନେତା ରାମ ଚରଣ ତେଜାଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମକୁ ନେଇ ଏବେ ରାମଚରଣ ଚର୍ଚ୍ଚାରେ ଅଛନ୍ତି।...

Advertisement
Archives

Model This Week