ମନୋରଞ୍ଜନ

ଅନୁଷ୍କାଙ୍କ ବଡିଗାର୍ଡଙ୍କ ମାସିକ ଦରମା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ସେଲିବ୍ରିଟିମାନେ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେମାନେ ଯେଉଁଆଡ଼େ ଯାଆନ୍ତି, ହଜାର ହଜାର ପ୍ରଶଂସକ ସେମାନଙ୍କୁ ଦେଖିବା ପାଇଁ ଭିଡ଼ ଜମାନ୍ତି। ଏପରି ପରିସ୍ଥିତିରେ, ଏହି ତାରକାମାନେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା…

କାଜଲଙ୍କୁ ଶାହାରୁଖଙ୍କ ସ୍ତ୍ରୀ ଭାବୁଥିଲେ ଏହି ଅଭିନେତା, କବାଟ ଖୋଲୁ ଖୋଲୁ ଯାହା ଦେଖିଲେ ଚାହିଁ ରହିଗଲେ

କିଛି ବଲିଉଡ ଅଭିନେତା ଅଛନ୍ତି, ଯାହାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ। ପରଦାରେ ସେମାନଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଶାହାରୁଖ ଖାନ ଏବଂ କାଜଲଙ୍କ ନାମ ଆସିଥାଏ। କାରଣ ଦର୍ଶକ ସେମାନଙ୍କର ଅନସ୍କ୍ରିନ…

ଶଶି ଥରୁରଙ୍କୁ ଆସିଥିଲା ଫିଲ୍ମ ଅଫର୍‌, ଏହି କାରଣରୁ କରିଥିଲେ ମନା

ବଲିଉଡର ‘ଦବଙ୍ଗ ଖାନ’ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଛନ୍ତି। ସେ ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରରେ ନୂଆ ଚେହେରାକୁ ସ୍ଥାନ ଦେବାକୁ ପସନ୍ଦ କରନ୍ତି ।…

ସ୍ତ୍ରୀଙ୍କୁ ଏମିତି ମେସେଜ୍‌ କରନ୍ତି ଶାହିଦ କପୁର, ସ୍କ୍ରିନ୍‌ଶଟ୍‌ ଶେୟାର କଲେ ମୀରା

ବଲିଉଡ ଅଭିନେତା ଶାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ମୀରା ଶାହିଦଙ୍କ ସହ ଏକ ବ୍ୟକ୍ତିଗତ ଚାଟର ସ୍କ୍ରିନସଟ ପ୍ରଶଂସକଙ୍କ ସହଶେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି।…

ରାଜନୀତି ଖେଳର ଶିକାର ହୋଇଗଲି: କୁମ୍‌କୁମ୍‌ ମହାନ୍ତି

ଓଡ଼ିଶୀ ନୃତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି। ଓଡ଼ିଶୀ ନୃତ୍ୟର ବିଶିଷ୍ଟ ଗୁରୁ କେଳୁଚରଣ ମହାପାତ୍ରଙ୍କର ସେ ପଟ୍ଟଶିଷ୍ୟା। ବହୁ ଉଦ୍ୟମ କରି ସରକାରଙ୍କ ସହଯୋଗରେ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ। ଏହା ମାଧ୍ୟମରେ ସେ…

କେବଳ ଏହି କାରଣ ପାଇଁ ଅମିରଙ୍କ ଉପରେ ଭୀଷଣ ରାଗିଥିଲେ ମାଧୁରୀ

୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହୁଛୁ ଯାହା ଫିଲ୍ମର…

୬୪ ବର୍ଷ ବୟସରେ ପରଦାରେ ଅନ୍ତରଙ୍ଗ ଦୃଶ୍ୟ କରିବାର ଅନୁଭବ ବଖାଣିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ତାରକା ଜ୍ୟାକି ଶ୍ରଫ ହିନ୍ଦୀ ସିନେମାର ଏକ ଜଣାଶୁଣା ନାମ। ଜଗ୍ଗୁ ଦାଦା ବୋଲି ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ନିକଟରେ ଜ୍ୟାକି ଶ୍ରଫ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ଇଣ୍ଟରଭ୍ୟୁ: ନାଇଟ ଅଫ ୨୬/୧୧’ ବିଷୟରେ ଖୁଲାସା କରିଛନ୍ତି ।…

ଇଣ୍ଟିମେଟ ସିନ୍ ଆସିଲେ ଲାଜେଇ ଯାଆନ୍ତି ଜ୍ୟାକି

ମୁମ୍ବାଇ: ବଲିଉଡ୍ ଷ୍ଟାର ଜ୍ୟାକି ଶ୍ରଫ ତାଙ୍କ ଅଗାମୀ ଫିଲ୍ମ ‘ଦ ଇଣ୍ଟରଭ୍ୟୁ: ନାଇଟ୍ ଅଫ୍ ୨୬/୧୧’ କୁ ନେଇ କଥା ହୋଇଛନ୍ତି । ସେ କହିଛନ୍ତି ଫିଲ୍ମରେ ଇଣ୍ଟିମେଟ ସିନ୍ ଆସିଲେ ମୋତେ ଲାଜ ଲାଗିଥାଏ । ମୁଁ ଆଦୌ…

ଘରୁ ମିଳିଲା ଡ୍ରଗ୍ସ: ଅଭିନେତାଙ୍କୁ ବାନ୍ଧିଲା ଏନ୍‌ସିବି

ବମ୍ବେ: ଡ୍ରଗ୍ସ ମାମଲାରେ ଏନ୍‌ସିବି ଦ୍ୱାରା ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅରମାନ କୋହଲି। ଶନିବାର ଅପରାହ୍ନରେ ତାଙ୍କ ଘରେ ଚଢ଼ାଉ କରାଯାଇଥିବା ବେଳେ ୧୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଶେଷରେ ରବିବାର ସକାଳେ ତାଙ୍କୁ ଗିରଫ କରିଛି ପୋଲିସ।…

୮୦୦ କୋଟି ଟଙ୍କା ମାଲିକ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା, ନିର୍ମାତା ତଥା ସୁପରଷ୍ଟାର ନାଗାର୍ଜୁନ କେବଳ ଦକ୍ଷିଣରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ଏକ ବଡ ନାମ। ନାଗାର୍ଜୁନ ଆଜି ତାଙ୍କର ୬୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୯୨ ମସିହାରେ ଫିଲ୍ମ ‘ଖୁଦା ଗୱାହ’ ସହିତ ବଲିଉଡରେ…

୪୨ କୋଟିର ଭବ୍ୟ ବଙ୍ଗଳା-୮୦୦ କୋଟିର ସମ୍ପତ୍ତି: ଏଭଳି ବିଳାସମୟ ଜୀବନ ଅତିବାହିତ କରୁଛନ୍ତି ଏହି ସୁପରଷ୍ଟାର

ବମ୍ବେ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନାଗାର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ୬୨ ବର୍ଷରେ ପଦାର୍ପଣ କରିଥିବା ଏହି ଅଭିନେତା ଅନେକ ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଚନ୍ତି। ୧୯୯୨ରେ ରିଲିଜ ହୋଇଥିବା ଶ୍ରୀଦେବୀ-ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଖୁଦା…

ପୁଅର ନାଁକୁ ନେଇ ପୁଣି ଚର୍ଚ୍ଚାରେ ନୁସରତ

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜହାଁ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ରହି ଆସୁଛନ୍ତି ଚର୍ଚ୍ଚାରେ । ପ୍ରଥମେ ସେ ସିଙ୍ଗଲ ମଦର ହେବେ ବୋଲି ଆଲୋଚନା ହେଉଥିଲା । ଏଥିରେବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?