ମନୋରଞ୍ଜନ

କାହିଁକି ଅବିବାହିତ ଥିଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଲତା ମଞ୍ଜେଶକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ୩୬ଟି ଭାରତୀୟ ଭାଷାରେ ଗୀତ ରେକର୍ଡିଂ କରିଛନ୍ତି। ସେ କେବଳ ହିନ୍ଦୀ ଭାଷାରେ ୧୦୦୦ରୁ ଅଧିକ ଗୀତରେ ସ୍ବର…

ଶକ୍ତିଙ୍କୁ ପ୍ରପୋଜ୍‌ କଲେ ନୀରଜ

ମୁମ୍ବାଇ: ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ବଢିଯାଇଛି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ସୁଯୋଗ ମିଳୁଛି। ନିକଟରେ ତାଙ୍କୁ ଡାନ୍ସ…

କେବଳ ଏହି କାରଣ ପାଇଁ ଶକ୍ତି କପୁରଙ୍କ ଉପରେ ସଲ୍‌ମାନ ଚାହୁଁଥିଲେ ପ୍ରତିଶୋଧ

ଭାଇଜାନ୍‌ ସଲ୍‌ମାନ ଖାଁ ଓ ଶକ୍ତି କପୁର ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସଲ୍‌ମାନଙ୍କ ସହ ବାସ୍ତବ ଜୀବନରେ ମଧ୍ୟ ଶକ୍ତିଙ୍କର ବହୁତ ଭଲ ସମ୍ପର୍କ ରହିଛି। କିନ୍ତୁ ଏପରି ଏକ ସମୟ ଥିଲା, ଯେତେବେଳେ ସଲ୍‌ମାନ ଶକ୍ତିଙ୍କ ଉପରେ…

ଅଭିନେତାଙ୍କ ସ୍ତ୍ରୀଙ୍କୁ ୫ ବର୍ଷ ଧରି ଡେଟ୍‌ କରୁଥିଲେ ରଣବୀର କପୁର

ଆଜି ବଲିଉଡ୍‌ ଅଭିନେତା ରଣବୀର କପୁର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପ୍ରସିଦ୍ଧ ଅଭିନେତା ରିଷି କପୁର ଏବଂ ନୀତୁ କପୁରଙ୍କ ସୁପୁତ୍ର। ସେ ବଲିଉଡର ସର୍ବ ପୁରାତନ ତଥା ପ୍ରସିଦ୍ଧ ପରିବାର କପୁର ପରିବାରର ଚତୁର୍ଥ ପିଢି।…

ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ: ଶାହିଦ୍‌ କପୁର ଦେଲେ ଏମିତି ଉତ୍ତର

ବଲିଉଡ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସେ ଦିଅନ୍ତି। ନିକଟରେ ଶାହିଦଙ୍କ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ, ତାଙ୍କ ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ। ଏହାର…

ସ୍ବାମୀଙ୍କ କଥା ପଚରାଯିବାରୁ ରାଗିଗଲେ ଶିଳ୍ପା: କହିଲେ…

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ୍‌ ଚାଲିନାହିଁ। ଯେବେଠୁ ସ୍ବାମୀ ରାଜ କୁନ୍ଦ୍ରା ବୋଲ୍ଡ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ ଜେଲ୍‌ ଗଲେଣି ସେବେଠୁ ଗଣମାଧ୍ୟମ ସାମ୍ନାରେ ତାଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡୁଛି।…

୩୩ ବର୍ଷ ବୟସରେ ଲତା ମଞ୍ଜେସକରଙ୍କୁ ଦିଆଯାଇଥିଲା ବିଷ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ ବଡ ଥିଲେ। ମାତ୍ର ୫ ବର୍ଷ ବୟସରୁ ନିଜ ପିତାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା…

ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ ନିଭାଇ ପାରୁଥିବା ଅଭିନେତା ଜଣକ ହେଲେ ସମରେଶ ରାଉତରାୟ। ହିନ୍ଦୀ ଚଳଚ୍ଚିତ୍ର ‘ଭଗତ ସିଂ’ରେ…

ରାଗିଯାଇ ଏଭଳି ଜବାବ ଦେଲେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଶିଳ୍ପାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି। ଏବେ ରାଜ କୁନ୍ଦ୍ରା ଜେଲରୁ ଫେରିଛନ୍ତି। ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ନିର୍ମାଣ…

ଝିଅ ଜନ୍ମ ହେବା ପୂର୍ବରୁ ସ୍ବାମୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ଲାରା, ୧୦ ବର୍ଷ ପରେ ବି ମାନୁଛନ୍ତି

ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବିବାହ ଅଧିକ ଦିନ ତିଷ୍ଠି ରହିବା ସହଜ କଥା ନୁହେଁ। ଏଠାରେ ପ୍ରତିଦିନ ଦମ୍ପତିଙ୍କ ବ୍ରେକଅପ ଖବର ପଦାକୁ ଆସେ। ଏଭଳି ପରିବେଶରେ ଲାରା ଦତ୍ତା ଏବଂ ମହେଶ ଭୂପତିଙ୍କ ଯୋଡି ଟିକିଏ ଅଲଗା । ବିବାହର…

ଉତ୍ତର ରଖିଲେ ଖିଲାଡ଼ି ବୟ

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ଥିଏଟରକୁ ଆସୁଛି। ଏହି ଫିଲ୍ମରେ ବଲିଉଡ୍‌ର ୩ ପ୍ରମୁଖ ଚେହେରା ନଜରକୁ ଆସିବେ। ସେମାନେ ହେଲେ ଖିଲାଡ଼ି ବୟ ଅକ୍ଷୟ କୁମାର, ସିଙ୍ଘମ ଷ୍ଟାର ଅଜୟ ଦେବଗନ ଓ…

ଏହି ଡେଟ୍‌ରେ ରିଲିଜ ହେବ ମାଧବନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ

ମୁମ୍ବାଇ: ଅପ୍ରିଲ ୧ରେ ରିଲିଜ ହେବାକୁ ଯାଉଛି ଆର୍‌ ମାଧବନଙ୍କ ଫିଲ୍ମ ରକେଟ୍ରି; ଦ ନାମ୍ବି ଇଫେକ୍ଚ’। ଏହି ଫିଲ୍ମରେ ମାଧବନ କେବଳ ଜଣେ ଅଭିନେତା ଭାବେ ନୁହେଁ ବରଂ ଜଣେ ସଂଳାପକ, ନିର୍ମାତା ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?