କରୀନାଙ୍କ ପାଇଁ ବିରିୟାନି ପଠାଇଲେ ବାହୁବଳୀ
ମୁମ୍ବାଇ: ଅଭିନେତ୍ରୀ କରୀନା କପୁରଙ୍କ ଖାଇବାରେ ଭାରି ସଉକ। ସେ ସବୁବେଳେ ଖାଇବା ଫଟୋ ଶେୟାର କରନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ତାଙ୍କ ପାଇଁ ବାହୁବଳୀ ଫେମ୍ ପ୍ରଭାସ ଖାଇବା ପଠାଇଛନ୍ତି। କରୀନା ଫଟୋ…
ଫେବୃୟାରୀ ୧୪ରେ ଲାଲ୍ ସିଂ ଚଢ଼ା…
ମୁମ୍ବାଇ,୨୬।୯: ଆମିର ଖାଁଙ୍କର ଫିଲ୍ମ ଲାଲ୍ ସିଂ ଚଢ଼ାର ରିଲିଜ୍ ତାରିଖ ଘୁଞ୍ଚିବାରେ ଲାଗିଛି। ଏବେ ଆମିର ଟୁଇଟ୍ କରି ଫିଲ୍ମଟି ୨୦୨୨ ଫେବୃୟାରୀ ୧୪ ଭାଲେଣ୍ଟାଇନ୍ ଡେ’ରେ ହେବ ବୋଲି ସୂଚନା ଦେଇଛନ୍ତି। ସରକାର ଅକ୍ଟେବାର ୨୨ରେ ସିନେମା ଖୋଲାଯିବା…
ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ, ମୂଲ୍ୟ ଜାଣିଲେ…
ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରେଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ ଅନ୍ୟତମ। ଯେଉଁଥିରେ ଝିଅ ପୁଅ ହାତରେ ଓ ପୁଅ ଝିଅ ହାତରେ ମୁଦି ଟିଏ…
ସୋନମ କପୁରଙ୍କ ଲାଇଫରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ‘ସମୱାନ ସ୍ପେଶାଲ’
ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଶନିବାର ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥିରେ ସେ ସ୍ମାଇଲିଂ ଫେସର ଏକ ଫଟୋ ଶେୟାର କରିବା…
ବିବାହ ପରେ ନୂଆ ଘରକୁ ସିଫ୍ଟ କରିବେ ଆଲିଆ!
ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ନିଜ ପର୍ସନାଲ ଲାଇଫରେ ବିଜି ଅଛନ୍ତି । ବଲିଉଡ୍ ନାୟକ ରଣବୀର କପୁରଙ୍କୁ ଆଲିଆ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିବା ବେଳେ ସେ ଏବେ ଅଧିକାଂଶ ସମୟରେ ରଣବୀରଙ୍କ ମା’ ନିତୁ…
ରାକେଶଙ୍କ ହାତରେ ହାତ ଛନ୍ଦି ଡିନର୍ ଡେଟ୍ରେ ଗଲେ ଶିଳ୍ପାଙ୍କ ଭଉଣୀ; ଭାଇରାଲ ହେଉଛି…
ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍ବସ୍’ରେ ଅନେକ କଳାକାର ଲିଙ୍କଅପ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଠିକ୍ ସେଭଳି କିଛି ଘଟିଛି ଲୋକପ୍ରିୟ ଅଭିନେତା ରାକେଶ ବାପତଙ୍କ କ୍ଷେତ୍ର। ସେ ଏବେ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତାଙ୍କ ପ୍ରେମରେ ଉବୁଟୁବୁ। ନିକଟରେ ବିଗ୍ବସ୍…
ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ
ମୁମ୍ବାଇ: ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ବଲିଉଡ୍ର ଜଣେ ବୋଲ୍ଡ ଅଭିନେତ୍ରୀ ଭାବେ ଜଣାଶୁଣା। ସୋସିଆଲ ମିଡିଆରେ ମଲ୍ଲିକାଙ୍କ ପ୍ରଶଂସକମାନେ କେବଳ ତାଙ୍କ ଫଟୋକୁ ଅପେକ୍ଷା କରି ରହିଥାନ୍ତି। ସେ ମଧ୍ୟ କେବେ କାହା ହୃଦୟ ଭାଙ୍ଗନ୍ତି ନାହିଁ, ଇନ୍ଷ୍ଟାଗ୍ରାମରେ ଏବେ ଏକ…
ପ୍ରିୟଙ୍କାଙ୍କ ଖୁସି କହିଲେ ନ ସରେ
ମୁମ୍ବାଇ: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ହଲିଉଡ୍ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍ ଜୋନାସ ଏବଂ ପରିବାର ସଦସ୍ୟଙ୍କ ସହ ବିଦେଶରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରିୟଙ୍କା ସୋସିଆଲ ମିଡିଆ ମାଧ୍ୟମରେ…
ମୌନିଙ୍କୁ କିସ୍ କରିବାକୁ ମନା କଲେ
ମୁମ୍ବାଇ: ବଲିଉଡ୍ର ଅନ୍ୟତମ ହଟ୍ ଅଭିନେତ୍ରୀ ମୌନି ରୟ। ଏହି ଅଭନେତ୍ରୀଙ୍କ ସହ ରୋମାନ୍ସ କରିବାକୁ କିଏ ବା ମନା କରିବ। କିନ୍ତୁ ଏକ ଅପକମିଂ ମ୍ୟୁଜିକ ଭିଡିଓର ଶୁଟିଂ ବେଳେ ମୌନିଙ୍କୁ କିସ୍ କରିବାକୁ ମନା କରି ଦେଇଛନ୍ତି ଆଗଧାଡ଼ିର…
ଧର୍ମେନ୍ଦ୍ରଙ୍କ ଷ୍ଟାଇଲରେ ନାଚିଲେ ହେମା
ମୁମ୍ବାଇ: ବଲିଉଡ୍ର ଜଣେ ପ୍ରମୁଖ ଯୋଡ଼ି ଭାବେ ପରିଚିତ ହେମା ଓ ଧର୍ମେନ୍ଦ୍ର। ନିକଟରେ ହେମା ମାଳିନୀ ଫ୍ୟାନ୍ସଙ୍କୁ ଏକ ଅମୂଲ୍ୟ ଜିନିଷ ଭେଟି ଦେଇଛନ୍ତି। ବଲିଉଡ’ର ଡ୍ରିମ ଗାର୍ଲ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର ହୋଇଛି।…
ପୁଣିଥରେ କଡା ପୋଲିସ ଅଫିସର ଭୂମିକାରେ ନଜର ଆସିବେ ତବୁ
ମୁମ୍ବାଇ: କିଛିଦିନ ହେବ ବଲିଉଡ୍ରୁ ଦୂରେଇ ରହିଥିଲେ ବି ନିଜ ଅଭିନୟ ବଳରେ ସେ ଦର୍ଶକଙ୍କ ଖୁବ୍ ନିକଟରେ ଥାଆନ୍ତି । ଅଜୟ ଦେବଗନ ଓ ତବୁଙ୍କ ଯୋଡିକୁ ଦର୍ଶକେ ପରଦାରେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି । କାରଣ ଅଜୟଙ୍କ…
ପୁଣି ଅଡ଼ୁଆରେ କପିଲଙ୍କ ଶୋ’; କୋର୍ଟର ଅବମାନନା କରିବାକୁ ନେଇ…
ବମ୍ବେ: ପୁଣି ଅଡ଼ୁଆରେ କମେଡିଆନ୍ କପିଲ ଶର୍ମାଙ୍କ ‘ଦ କପିଲ ଶର୍ମାଙ୍କ ଶୋ’। ମଧ୍ୟପ୍ରଦେଶର ଶିବପୁରୀର ଜିଲା କୋର୍ଟରେ ଶୋ’ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। କୋର୍ଟ ରୁମ୍ର ଦୃଶ୍ୟ ଦେଖାଯାଉଥିବା ବେଳେ କଳାକାରମାନେ ମଦ୍ୟପାନ କରୁଥିବା ଶୋ’ରେ ଦେଖାଯାଇଥିଲା।…

