ଉତ୍ତର ରଖିଲେ ଖିଲାଡ଼ି ବୟ

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ଥିଏଟରକୁ ଆସୁଛି। ଏହି ଫିଲ୍ମରେ ବଲିଉଡ୍‌ର ୩ ପ୍ରମୁଖ ଚେହେରା ନଜରକୁ ଆସିବେ। ସେମାନେ ହେଲେ ଖିଲାଡ଼ି ବୟ ଅକ୍ଷୟ କୁମାର, ସିଙ୍ଘମ ଷ୍ଟାର ଅଜୟ ଦେବଗନ ଓ ରଣବୀର ସିଂ। ଫିଲ୍ମର ଜିଲିଜ ଘୋଷଣା ଦିନ ଅକ୍ଷୟ କୁମାର ଏକ ଫଟୋ ଅପଲୋଡ୍‌ କରିଥିଲେ। ଯାହାକୁ ନେଇ ଛତିଶଗଡ଼ ଆଇପିଏସ ଅଫିସର ଆର୍‌କେ ଭିଜ୍‌ ଏକ ଟୁଇଟ୍‌ କରିଛନ୍ତି।
ଅପଲୋଡ୍‌ ହୋଇଥିବା ଫଟୋରେ ରଣବୀର ତଳେ ବସିଥିବା ବେଳେ ଅକ୍ଷୟ ଓ ଅଜୟ ଛିଡ଼ା ହୋଇଥିଲେ। ଦୁଇ ଜଣ ସିନିୟର ଅଫିସର ଛିଡ଼ା ହୋଇଥିବା ବେଳେ ଜଣେ ଇନିସପେକ୍ଚର ଏମିତି ଭାବରେ ବସିବା ଠିକ୍‌ ନୁହେଁ ବୋଲି ଅଫିସର ଆର୍‌କେ ଭିଜ୍‌ କହିଛନ୍ତି। ଏଥିରୁ ଜଣାପଡ଼ିଛି ଫିଲ୍ମଟିରେ ରଣବୀର ତଳ ପଦବୀରେ ଅଛନ୍ତି। ତେବେ ପ୍ରତିଉତ୍ତରରେ ଏହା ଫିଲ୍ମର ଏକ ପ୍ରଚ୍ଛଦ ପଟ ଫଟୋ ବୋଲି ଅକ୍ଷୟ କହିଛନ୍ତି। ଫିଲ୍ମରେ ସମସ୍ତ ପ୍ରକାର ପୋଲିସ ନିୟମ ପାଳନ କରାଯାଇଛି, ଏହା କେବଳ ଅଭିନେତାଙ୍କ ପାଇଁ ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦାକୁ ଫେରିପାରେ ‘ପ୍ରେମ୍‌’

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଭାଇଜାନ ସଲ୍‌ମାନ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖୁସି ଖବର। ପରଦାକୁ ପୁଣି ଫେରିପାରନ୍ତି ପ୍ରେମ୍‌। ଯଦି ଆପଣ ମଧ୍ୟ ସଲ୍‌ମାନଙ୍କ...

ଭାରତରେ କିଲି ପଲ

ମୁମ୍ବାଇ: ସୋସିଆଲ ମିଡିଆ ଇନଫ୍ଲୁଏନସର କିଲି ପଲଙ୍କର ଆଉ କିଛି ପରିଚୟର ଆବଶ୍ୟକତା ନାହିଁ । ବଲିଉଡ ଗୀତ ପ୍ରତି ତାଙ୍କର ଥିବା ଦୁର୍ବଳାତା ଏବେ...

୬ ମାସରେ ପଦାର୍ପଣ କଲେ ବିରୁଷ୍କାଙ୍କ ଲାଡ୍‌ଲୀ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲାଡଲୀ ତଥା ଝିଅ ଭାମିକା ୬ ମାସରେ ପଦାର୍ପଣ କରିଛନ୍ତି। ଏହି...

ଟୁଇଟରରେ ଟ୍ରେଣ୍ଡ କରୁଛି ‘ବୟକଟ ରାଧେ ’

ମୁମ୍ବାଇ,୧୪।୫ : ବହୁ ପ୍ରତିକ୍ଷୀତ ସଲମାନ ଖାନଙ୍କ ଫିଲ୍ମ ‘ ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ଗୁରୁବାର ଓଟିଟି ପ୍ଲାଟଫର୍ମରେ ରିଲିଜ...

ଅମିରଙ୍କ ଝିଅ ଇରା ଶିଖୁଛନ୍ତି ଟାଟୁ

ବଲିଉଡ୍‌ ଅଭିନେତ୍ରୀ ଅମିର ଖାଁଙ୍କ ଝିଅ ଇରା ଖାଁ ନୂଆ ନୂଆ ଜିନିଷ ଶିଖିବାକୁ ଭଲ ପାଆନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା ଇରା ଏବେ...

ମୁମ୍ବାଇ ଫେରିଲେ କଙ୍ଗନା

ମୁମ୍ବାଇ,୨୮।୧୨-ଦୀର୍ଘ ଦିନ ଧରି ନିଜର ହୋମ୍‌ଟାଉନ ମନାଲିରେ ରହିବା ପରେ ପୁଣିଥରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଭଉଣୀ...

ଆପାର୍ଟମେଣ୍ଟ କିଣିଲେ କାଜୋଲ, ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲ୍ଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ବର୍ତ୍ତମାନ ତାଙ୍କର ଆଲିଶାନ ବଙ୍ଗଳାରେ ଜୁହୁର ଏହି ୨ଟି ଫ୍ଲାଟଗୁଡିକ ମଧ୍ୟ ସାମିଲ...

୫୬ଦିନ ପରେ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଡିଭା ଦୀପିକା ପାଦୁକନ ହେଉଛନ୍ତି ସେହି ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ନୁହଁନ୍ତି। ସୋସିଆଲ ମିଡିଆରେ ପ୍ରାୟ...

Advertisement
Archives

Model This Week