ଦୀପାବଳିକୁ ନେଇ ଏଭଳି ବାର୍ତ୍ତା ଦେଲେ କିଙ୍ଗ ଖାନ୍‌

ମୁମ୍ବାଇ: ଉତ୍ସବ ସମୟରେ ବ୍ରାଣ୍ଡଗୁଡ଼ିକ ବିଜ୍ଞାପନ ଦେଇଥା’ନ୍ତି। ତାହା ପୁଣି ବିଶେଷ ରିହାତି ସହ। କ୍ୟାଡବରୀ ହେଉଛି ଏମିତି ଏକ ବ୍ରାଣ୍ଡ ଯାହାକି ଅନେକ ବିଶେଷ ପର୍ବ ସମୟରେ ବିଜ୍ଞାପନ ଦେଇଥାଏ। ଏଥର ଦୀପାବଳିରେ ନୂଆ ବାର୍ତ୍ତା ସହ କ୍ୟାଡବରୀ ପକ୍ଷରୁ ବଲିଉଡ୍‌ର ବିବାଦରେ ଥିବା ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଉପସ୍ଥାପନା କରାଯାଇଛି। କରୋନା ମହାମାରୀ କାରଣରୁ ଛୋଟ, ସ୍ଥାନୀୟ ବ୍ୟବସାୟୀଙ୍କର ପରିସ୍ଥିତି ଓ କ୍ଷତିଗ୍ରସ୍ଥ ହୋଇଥିବା ବିଜ୍ଞାପନ ମାଧ୍ୟମରେ ଦର୍ଶାଯାଇଛି। ଏହି ଭିଡିଓଟି ୟୁ-ଟ୍ୟୁବରେ ଅପଲୋଡ଼ ହେବା ପରେ ଅନେକ କିଙ୍ଗ ଖାନ୍‌ଙ୍କୁ ପ୍ରଶଂସା କରିବା ସହ ଏହା ଭାଇରାଲ ମଧ୍ୟ ହୋଇଛି। ଇଣ୍ଟରନେଟ୍‌ ମଧ୍ୟ ଏଭଳି ପଦକ୍ଷେପକୁ ପସନ୍ଦ କରିଛି।
ଏହା ସ୍ଥାନୀୟ ବ୍ୟବସାୟୀଙ୍କ ସ୍ବରରୁ ଆରମ୍ଭ ହୋଇଥିଲା ଓ ମହାମାରୀ ହେତୁ ସେମାନେ କେତେ ପ୍ରଭାବିତ ହୋଇଥିଲେ ତାହା ସେମାନେ ଦର୍ଶକଙ୍କୁ କହିଥିଲେ। କେବଳ କ୍ୟାଡବରୀ ନୁହେଁ ଶହ ଶହ ଛୋଟ ବ୍ୟବସାୟକୁ ସାହାଯ୍ୟ କରିବା ଏହାର ମୂଳ ଲକ୍ଷ ବୋଲି ଭିଡିଓ ଜରିଆରେ କୁହାଯାଇଛି। ଏହି ଭିଡିଓରେ ଶାହରୁଖ ଖାନ କ୍ରିମ ରଙ୍ଗର ଶେରୱାନି ପରିଧାନ କରିଥିବା ଦେଖାଯାଇଛି। ସେ ବିଭିନ୍ନ ଦୋକାନର ନାମ ନେଇ ଦର୍ଶକଙ୍କୁ ସେମାନଙ୍କଠାରୁ ପୋଷାକ, ଜୋତା, ମିଠା, ଗ୍ୟାଜେଟ ଇତ୍ୟାଦି କିଣିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ବିଦା ହେଲେ ମଞ୍ଚେଶ୍ୱର ଥାନା ASI

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦…

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଜୁଆର, ୧୦୦ ଏକର ଚାଷ ଜମି ଜଳମଗ୍ନ

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି, ୧୮।୬(ଗିରିଧାରୀ ପରିଛା): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ…

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ଚାମେଲି ବିବାଦ ମାମଲା: ସେଦିନ କ’ଣ ଘଟିଥିଲା? ଚାଞ୍ଚଲ୍ୟକର ଖୁଲାସା କଲେ ବିଡିଓ

କେନ୍ଦ୍ରାପଡ଼ା,୧୮।୬: ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା…

ଇରାନ-ଆମେରିକା ଡିଲ୍‌ରେ ପାକିସ୍ତାନର ନାଁ: ଖୁସିରେ ଗଦ୍‌ଗଦ୍‌ ଶେହବାଜ ସରିଫ, କହିଲେ- ‘ମୋ ମଧ୍ୟସ୍ଥତାରେ…’

ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଡିଲ (ଚୁକ୍ତି) ହେବା ପରେ ପାକିସ୍ତାନ ମଧ୍ୟ ମଧ୍ୟସ୍ଥତାର ଶ୍ରେୟ (କ୍ରେଡିଟ)…

ଆପଲପ୍ରେମୀଙ୍କୁ ଲାଗିବ ଝଟକା, ମହଙ୍ଗା ହେବ ଆଇଫୋନ! ସିଇଓ କହିଲେ…

ନୂଆଦିଲ୍ଲୀ,୧୮।୬: ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଆଇଫୋନର କ୍ରେଜ ଦେଖିବାକୁ ମିଳୁଛି । ଏହାରି ଭିତରେ ଆପଲ ସିଇଓ ଟିମ୍ କୁକ୍ ଏକ ବଡ଼ ଘୋଷଣା କରିଛନ୍ତି…

G7 ସମ୍ମିଳନୀରେ ମୋଦିଙ୍କୁ ନେଇ ଏମିତି କ’ଣ କହିଲେ ଟ୍ରମ୍ପ? ହସି ହସି ବେଦମ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮।୬: ଫ୍ରାନ୍ସର ଏଭିଆନଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦ୍ୱିପାକ୍ଷିକ ବୈଠକ ଅବସରରେ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri