ସ୍ବାମୀଙ୍କ ଜନ୍ମଦିନରେ ଏମିତି ଲେଖିଲେ ଅଭିନେତ୍ରୀ ଗୌହର ଖାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା। ସେ ଗାୟକ ଜେଦ୍‌ ଦରବାରଙ୍କୁ ବିବାହ କରିଛନ୍ତି। ରବିବାର ଜେଦ୍‌ଙ୍କର ଜନ୍ମଦିନ ଅବସରରେ ଅଭିନେତ୍ରୀ ସ୍ବାମୀଙ୍କ ପାଇଁ ସୋସିଆଲ ମିଡିଆରେ ଏକ ସ୍ନେହଭରା ନୋଟ୍‌ ଲେଖିଛନ୍ତି। ଜେଦ୍‌ ତାଙ୍କ ଜୀବନ, ହସ , ଖୁସି, ଶକ୍ତି, ଗର୍ବ ବୋଲି ସେ ପୋଷ୍ଟରେ କହିଛନ୍ତି। ଆଗରୁ ସ୍ବାମୀଙ୍କ ବିନା ତାଙ୍କ ଜୀବନ ଅସମ୍ପୂର୍ଣ୍ଣ ଥିଲା ଓ ବହୁତ କିଛି ମିସ୍‌ କରିଦେଇଥିବା କହନ୍ତି ଗୌହର।
ଶେଷ ଥର ପାଇଁ ଗୌହର ଖାନ୍‌ଙ୍କୁ ନେଟଫ୍ଲିକ୍ସର ଫିଲ୍ମ ‘୧୪ ଫେରେ’ରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ଆମାଜନ ପ୍ରାଇମର ୱେବ୍‌ସିରିଜ ‘ତାଣ୍ଡଭ’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ସୈଫ୍‌ ଅଲ୍ଲୀ ଖାନ୍‌, ଡିମ୍ପଲ୍‌ କାପାଡ଼ିଆ ପ୍ରମୁଖ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ…

ଲସ୍‌ ଏଞ୍ଜେଲସ୍‌ , ୨୯।୮: ହଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ ପାନ୍ଥର’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚାଦ୍‌ଓ୍ବିକ୍‌ ବୋସ୍‌ମ୍ୟାନ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ସୁଶାନ୍ତ ଆତ୍ମହତ୍ୟା କରିଥିବା ଫ୍ଲାଟ୍‌ରେ ରହିବାକୁ କେହି ରାଜି ନାହାନ୍ତି, ୨.୫ ବର୍ଷ ପରେ ବି ପଡିଛି ଖାଲି

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନ ଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତି ପ୍ରଶଂସକଙ୍କ ହୃଦୟରେ ସର୍ବଦା ରହିଆସିଛି। ଜୁନ ୧୪,...

ଅଭିନେତା ହେବା ଭାଗ୍ୟରେ ଥିଲା

ଦେବଦତ୍ତ ମହାନ୍ତି! ଏହା ତାଙ୍କର ଅସଲ ନାମ। ମାତ୍ର ସମସ୍ତେ ତାଙ୍କୁ ଜାଣନ୍ତି ‘ଶଙ୍ଖାଳି’ ଭାବରେ। ଓଡ଼ିଆ ଯାତ୍ରାଜଗତର ସେ ଜଣେ ଆଗଧାଡ଼ିର ଅଭିନେତା। ତାଙ୍କ...

ସଞ୍ଜୟଙ୍କ ଏକ ଝିଅ ଥାଇ ସୁଦ୍ଧା ତାଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ, କାହିଁକି ଭାଙ୍ଗିଲା ସମ୍ପର୍କ

ବଲିଉଡ୍‌ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ...

ରାଗିଲେ ହେମା

ମୁମ୍ବାଇ,୧୮।୪: କରୋନା ଭାଇରସକୁ ନେଇ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ କରୋନାକୁ ହରାଇବାକୁ ଅନେକ ଲୋକ ସେମାନଙ୍କ ଜୀବନକୁ ବାଜି ଲଗାଇ ଦେଇଛନ୍ତି...

ଫିଲ୍ମ ପାଇଁ ମିଳିଥିବା ଆଓ୍ବାର୍ଡକୁ ବାଥରୁମରେ ଛାଡି ଆସିଥିଲେ ସନି ଦେଓଲ: କାରଣ ଜାଣିଲେ…

ସନ୍ନି ଦେଓଲ ତାଙ୍କର ରାଗ ପାଇଁ ବଲିଉଡରେ ବେଶ ପ୍ରସିଦ୍ଧ। କୁହାଯାଏ ଯେ ଯଦି ସେ ଥରେ ରାଗିଯାନ୍ତି ତେବେ ସେ କାହା କଥା ଶୁଣନ୍ତି...

ଦିନ ମଜୁରିଆଙ୍କୁ ସହାୟତା ଲାଗି ଆଗକୁ ଆସିଲେ ଦବଙ୍ଗ ଗର୍ଲ: ନିଲାମ କରିବେ ନିଜ ପେଣ୍ଟିଂ

ବମ୍ବେ: ମହାମାରୀ କରୋନା ଏବେ ବୈଶ୍ୱିକ ବିପତ୍ତି ଭାବେ ଉଭା ହୋଇଛି। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ହେଲେ ଏଥିରେ ସବୁଠାରୁ ବେଶୀ...

ସ୍ବର ହରାଇବା ଖବରକୁ ଖଣ୍ଡନ କଲେ ଏହି ଲୋକପ୍ରିୟ ଗାୟକ, ମିଥ୍ୟା ତଥ୍ୟ ଦେବାକୁ ନେଇ…

ବମ୍ବେ: ଚର୍ଚ୍ଚାରେ ଲୋକପ୍ରିୟ ଗାୟକ ବାପି ଲେହିରି। ଗତ କିଛି ଦିନ ଧରି ଅସୁସ୍ଥ ଥିବା ସହ ସେ ନିଜର ସ୍ବର ହରାଇଥିବା କୁହାଯାଉଥିଲା। ୬୮...

Advertisement
Archives

Model This Week