ଭିଡିଓରେ ଏଭଳି କହିଲେ କାଟ୍ରିନା…

ମୁମ୍ବାଇ: ଫିଲ୍ମ ସୂର୍ଯ୍ୟବଂଶୀକୁ ନେଇ ଉତ୍ସାହିତ ଅଛନ୍ତି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଓ ଅକ୍ଷୟ କୁମାର। କାଟ୍ରିନା କୈଫ୍‌ ଏକ ଭିଡିଓ ମାଧ୍ୟମରେ ଏହା ଦେଖାଇଛନ୍ତି। ସବୁଠାରୁ ବ୍ୟଙ୍ଗାତ୍ମକ ଅଭିନେତା ପାଇଁ ପୁରସ୍କାର … ଏହାକୁ ଅପେକ୍ଷା କର … କାଟ୍ରିନା ଏଭଳି କହୁଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ପ୍ରମୋସନକୁ ନେଇ ପ୍ରଥମ ଦିନରେ ସେମାନେ କେତେ ଉତ୍ସାହିତ ଅଛନ୍ତି ତାହା ଏହି ପୋଷ୍ଟ ମାଧ୍ୟମରେ ଜଣାପଡ଼ିଛି।

କାଟ୍ରିନା ଶେୟାର କରିଥିବା କ୍ଲିପ୍‌ରେ ଅକ୍ଷୟ କୁମାର ଆଖି ବନ୍ଦ କରି ରୋହିତ ଶେଟ୍ଟୀଙ୍କ କୋଳରେ ମୁଣ୍ଡ ରଖି ବିଶ୍ରାମ କରୁଥିବା ଦେଖିବାକୁ ମିଳୁଛି। କାଟ୍ରିନା କରୁଥିବା ଭିଡିଓରେ ଅକ୍ଷୟ ତାଙ୍କୁ ଭିଡିଓ କରିବାକୁ ମନା କରିଛନ୍ତି। କିନ୍ତୁ ଅଭିନେତ୍ରୀ ମାନି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପଠାନ’ର ଆଡଭାନ୍ସ ଟିକେଟ୍‌ ବୁକିଂ ଆରମ୍ଭ,ବିକ୍ରି ହେଲାଣି ଏତିକି ଲକ୍ଷ ଟିକେଟ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ୍‌ ଚଳଚ୍ଚିତ୍ର ‘ପଠାନ’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ବିଦେଶରେ ‘ପଠାନ’ ଆଡଭାନ୍ସ ଟିକେଟ୍‌ ବୁକିଂରେ...

ରଣବୀରଙ୍କ ଫଟୋ ଶେୟାର କରି ଅମିତାଭ କହିଲେ ଏମିତି

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ପରିବାରର ଫଟୋ ହେଉ କିମ୍ବା...

ପୂଜାଙ୍କ ଭାଗ୍ୟ ହ୍ରିତିକ୍‌ଙ୍କ ସହିତ ଅଭିନୟ ପରେ ଖୋଲିଥିଲା…

ମୁମ୍ବାଇ,୧୩।୧୦: ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡ଼େ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ବର୍ଷରେ ପାଦ ଥାପିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ...

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ମାତ୍ରେ ହୋଇଥିଲା ଭାଇରାଲ୍‌

ଫିଲ୍ମ ନିର୍ମାଣ ହେବା ପରେ ତାହାକୁ ସେନ୍ସର ବୋର୍ଡକୁ ପଠାଯାଏ। ପ୍ରଥମେ ବୋର୍ଡ ସଦସ୍ୟ ଏହାକୁ ଦେଖିଥାନ୍ତି। ଯଦି ଏଥିରେ କିଛି ଆପତ୍ତିଜନକ ଦୃଶ୍ୟ ଥାଏ,...

ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମ ଦେଖିବା ପରେ ସମସ୍ତେ ଆଲିଆଙ୍କ ଅଭିନୟକୁ ପ୍ରଶଂସା...

ଅନୁଷ୍କାଙ୍କୁ ପ୍ରଶଂସା କଲେ ବିରାଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମ୍‌ଦାର ଅଭିନୟ ବଳରେ ଆଜି ବଲିଉଡ୍‌ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ ଜଣେ...

କ୍ୟାନ୍ସରରେ ଆଖି ବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ୍‌ ଅଭିନେତା ଡଷ୍ଟିନ ଡାଇମଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ତେବେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଯୋଗୁ ତାଙ୍କର ମୃତ୍ୟୁ...

ଫିଲ୍ମ ‘ଯୋଦ୍ଧା’ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ନଜର ଆସିବେ ଏହି ଦୁଇ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ନିକଟରେ ତାଙ୍କ ପ୍ରଥମ ଫିଲ୍ମ ଘୋଷଣା କରିଥିଲେ। ଏହି ଫିଲ୍ମକୁ ସାଗର ଅମ୍ବ୍ରେ ଏବଂ ପୁଷ୍କର ଓଝା ନିର୍ଦ୍ଦେଶନା...

Advertisement
Archives

Model This Week