ମନୋରଞ୍ଜନ

୨୦୨୨ରେ ଆସିବେ ଜୁନିଅର୍‌ ଧିର୍‌

ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରାତିକା ସାଙ୍ଗର ଏକ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବ। କ୍ରାତିକା ଏବଂ ତାଙ୍କ ସ୍ବାମୀ ନିକିତିନ ଧିର ଖୁବ୍‌ଶୀଘ୍ର ମା’-ବାପା ହେବାକୁ ଯାଉଛନ୍ତି। ନିଜ…

ଫିଲ୍ମ ଷ୍ଟାଇଲ୍‌ରେ ପ୍ରେମରେ ପଡ଼ିଥିଲେ ଜୁହି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜୁହି ଚାଓ୍ବାଲାଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୭ ମସିହା ନଭେମ୍ବର ୧୩ରେ ଜୁହି ହରିୟାଣାର ଅମ୍ବାଲାରେ ଜନ୍ମ ହୋଇଥିଲେ। ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଜୁହିଙ୍କ ପ୍ରେମ ବି ଠିକ୍‌ ଫିଲ୍ମ ପରି। ଆଜିର ଏହି…

୧୫୦ ଥର ବଳାତ୍କାର ଦୃଶ୍ୟ କରିଥିବା ଏହି ଅଭିନେତାଙ୍କ ଉପରେ ରାଗିକି ଚାପୁଡ଼ା ମାରିଥିଲେ ମାଧୁରୀ, କାରଣ ଜାଣିଲେ….

ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଖଳନାୟକ ରଞ୍ଜିତ ପ୍ରାୟ ୨୦୦ ଫିଲ୍ମରେ ତାଙ୍କର ଅଭିନୟ ଜାଦୁ ଦେଖାଇ ଛନ୍ତି। ତେବେ ବଲିଉଡ୍‌ରେ ଏକ ସମୟ ଥିଲା ଯେତେବେଳେ ଫିଲ୍ମ ହିଟ୍‌ ପାଇଁ ବଳାତ୍କାର ଦୃଶ୍ୟଦେଖା ଯାଉଥିଲା। ଫିଲ୍ମରେ ରଞ୍ଜିତ ୧୫୦ ଥର…

ନିଖିଲ ମୋ ସ୍ବାମୀ ନୁହନ୍ତି, ବିବାହ ଫଟୋ ମିଛ

ମୁମ୍ବାଇ: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ନିଖିଲ ଜୈନଙ୍କ ସହ ନିଜର ପ୍ରଥମ ବିବାହକୁ ନେଇ ଉଠିଥିବା ବିବାଦରେ ମୁହଁ ଖୋଲିଛନ୍ତି। ନୁସରତ ଏକ ସାକ୍ଷାତକାରରେ କହିଥିବା କଥା ଏବଂ ଫଟୋ ଏବେ ସୋସିଆଲ ମିଡିଆରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଶ୍ରଦ୍ଧା

ମୁମ୍ବାଇ : ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଖୁବ୍‌ ଶୀଘ୍ର ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ସେ ଲୋକପ୍ରିୟ ଟେଲି ଧାରାବାହିକ ‘କୁଣ୍ଡଳୀ ଭାଗ୍ୟ’ରେ କାମ କରୁଛନ୍ତି । ଏହି ଶୋ’ ମାଧ୍ୟମରୁ ସେ ଘରେ ଘରେ ବେଶ୍‌ ପରିଚିତ ହୋଇପାରିଛନ୍ତି…

ଲୁଚାଛପାରେ ସରିଲାଣି ନିର୍ବନ୍ଧ

ବମ୍ବେ: ଖୁବ୍‌ଶୀଘ୍ର ଖୁସିଖବର ଦେଇପାରନ୍ତି ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। କିଛିଦିନ ଧରି ସେ ଛୋଟ ପରଦାରୁ ଦୂରେଇ ଯାଇ ନିଜର ବ୍ରେକ୍‌କୁ ଉପଭୋଗ କରୁଛନ୍ତି। ଏସବୁ ମଧ୍ୟରେ ତାଙ୍କ ଜୀବନରେ କେହି ଖାସ୍‌ ଲୋକ ଆସିଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।…

ରଚନାଙ୍କ ଘୋଷଣା: ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି…

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ବଲିଉଡ୍‌ ଅଭିନେତ୍ରୀ ରଚନା ସିଂହ ଯଦୁବଂଶୀ ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ଏବେ ଚର୍ଚ୍ଚାରେ। ନିଜର…

ଭାବିସ୍ତ୍ରୀଙ୍କୁ ନେଇ ମନ କଥା କହିଦେଲେ ବିକ୍କି

ବମ୍ବେ: ବଲିଉଡ୍‌ରେ ଏବେ ଅଭିନେତା ବିକ୍କି କୌଶଲ ଏବଂ କଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା। ଉଭୟ ଡିସେମ୍ବରରେ ବିବାହ କରିବାକୁ ନେଇ ଅନେକ ଖବର ମଧ୍ୟ ପ୍ରକାଶ ପାଉଛି। ରାଜସ୍ଥାନର ମାଧୋପୁରରେ ସମାରୋହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ଏସବୁ…

ପ୍ରଭାସଙ୍କ ପାଇଁ ସୁଇସାଇଡ୍‌ ନୋଟ୍‌

ହାଇଦ୍ରାବାଦ: ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପ୍ରଶଂସକ ଲେଖିଲେ ସୁଇସାଇଡ୍‌ ନୋଟ୍‌। ସେ ବି ତାଙ୍କ ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ସହ ଜଡିତ ଅପ୍‌ଡେଟ୍‌ ଶେୟାର ନ କରିବା ଲାଗି। କଥାଟି ଆଶ୍ଚର୍ଯ୍ୟ କଲେ ହେଁ ସତ। ବିଭିନ୍ନ ସୋସିଆଲ ମିଡିଆରେ…

୧ କୋଟି ଟଙ୍କାର ସୁନା ବାଣ୍ଟିଲେ ଏହି ଅଭିନେତା

ତାମିଲ ସିନେମାର ଜଣାଶୁଣା ଅଭିନେତା ସୁରିଆ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏଥାରକମ ଥୁନିନ୍ଦହାଭାନ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିର୍ଦ୍ଦେଶକ ପାଣ୍ଡିରାଜଙ୍କ ସହ ଏହି ଫିଲ୍ମର ଶୁଟିଂ ମଧ୍ୟ ଶେଷ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ପାଣ୍ଡିରାଜ ନିଜେ ନିଜ…

ଜନ୍ମଦିନରେ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଲେ ଆର୍ଯ୍ୟନ

ମୁମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୨୮ ଦିନ ପରେ ଜେଲରୁ ମୁକୁଳିଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ୧୨ ନଭେମ୍ବର ଅର୍ଥାତ୍ ଶୁକ୍ରବାର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହାରି ଭିତରେ…

କଙ୍ଗନାଙ୍କ ପଦ୍ମଶ୍ରୀ ଫେରାଇ ନିଅନ୍ତୁ କେନ୍ଦ୍ର ସରକାର: ନୱାବ ମଲିକ

ମୁମ୍ବାଇ,୧୨ ।୧୧: କଂଗ୍ରେସ ପରେ ଏବେ ବଲିଉଡ୍‌୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ସରକାରଙ୍କ ବହୁ ଚର୍ଚ୍ଚିତ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ । କଙ୍ଗନା ଏକ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଆସିଛନ୍ତି ଚର୍ଚ୍ଚାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?