ବିବାହ ବନ୍ଧନରେ ବାନ୍ଧି ହେବେ ଶ୍ରଦ୍ଧା

ମୁମ୍ବାଇ : ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଖୁବ୍‌ ଶୀଘ୍ର ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ସେ ଲୋକପ୍ରିୟ ଟେଲି ଧାରାବାହିକ ‘କୁଣ୍ଡଳୀ ଭାଗ୍ୟ’ରେ କାମ କରୁଛନ୍ତି । ଏହି ଶୋ’ ମାଧ୍ୟମରୁ ସେ ଘରେ ଘରେ ବେଶ୍‌ ପରିଚିତ ହୋଇପାରିଛନ୍ତି । ଅନେକ ଥର ଟିଭି ପରଦାରେ ବୋହୂ ସାଜି ସାରିଥିବା ଶ୍ରଦ୍ଧା ଖୁବ୍‌ ଶୀଘ୍ର ରିଏଲ ଜୀବନରେ ବୋହୂ ସାଜିବାକୁ ଯାଉଛନ୍ତି ।

ଦିଲ୍ଲୀରେ ଶ୍ରଦ୍ଧାଙ୍କ ବିବାହର ପ୍ରସ୍ତୁତି ଚାଲୁଛି। ୧୬ ନଭେମ୍ବର ୨୦୨୧ରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ସେ କାହାକୁ ବିବାହ କରିବେ ସେ ବିଷୟରେ ବିଶେଷ କିଛି ଜଣା ପଡି ନାହିଁ । କିନ୍ତୁ ସେ ଅଭିନୟ ଦୁନିଆର ନୁହନ୍ତି ବରଂ ନାଭି ଅଫିସର ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ଗାଏବ ହୋଇଗଲେ ପ୍ରିୟଙ୍କା!

ମୁମାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଙ୍ଗଳବାର କିଛି ସମୟ ପାଇଁ ଗାଏବ ହୋଇ ଯାଇଛି । ଏହି ଖବର ଜଣାପଡିବା...

ଦୟା କରନାହିଁ ଅନନ୍ୟା

ମୁମ୍ବ।ଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ । ନିଜର ସ୍ଲିମ ଫିଗର ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ...

‘କଜରାରେ’ ଗୀତରେ ନାଚିବାକୁ ପସନ୍ଦ କରନ୍ତି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ମନପସନ୍ଦର ଗୀତ ହେଉଛି ‘କଜରାରେ’। ଏହି ଗୀତରେ ସେ ନାଚିବାକୁ ମଧ୍ୟ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ୟସ୍‌ରାଜ ଫିଲ୍ମସ୍‌ର...

ଶାହିଦ କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ ସହିତ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ସେ ଏହି ଫିଲ୍ମରେ ଜଣେ କ୍ରିକେଟର ଭୂମିକାରେ ଅଭିନୟ...

ନାଟକ, ଯାତ୍ରା, ସିନେମା ଓ ଅନନ୍ତ

ଦୀର୍ଘ ଛଅ ଦଶନ୍ଧି ଧରି ରେଡିଓ, ନାଟକ ଓ ଚଳଚ୍ଚିତ୍ର ଜଗତରେ ତାଙ୍କର ନିଖୁଣ ଅଭିନୟ, ନିର୍ଦ୍ଦେଶନା ଓ ପ୍ରଯୋଜନା, ଗୋଟିଏ ଗୋଟିଏ କୀର୍ତ୍ତିସ୍ତମ୍ଭ ହୋଇ...

ସ୍ବାମୀଙ୍କୁ କ୍ଷମା କରିଦେଲେଣି ଶିଳ୍ପା ! ଭାଇରାଲ ହେଉଛି…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇ ଜେଲରେ ପାଖାପାଖି ଦୁଇ...

ରାମସୀତା ପରି ଯୋଡି ହ୍ରିତିକ୍‌, ଦୀପିକା

ହିନ୍ଦୁ ପୌରାଣିକ ଗ୍ରନ୍ଥ ‘ରାମାୟଣ’ ଉପରେ ଆଉ ଏକ ବଲିଉଡ୍‌ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନିତେଶ୍‌ ତିଓ୍ବାରୀ ଏବଂ ରବି ଉଡୟାଭରଙ୍କ ଆଗାମୀ...

ସ୍ବାମୀଙ୍କ କେଶ କାଟିଲେ ପ୍ରୀତି ଜିଣ୍ଟା

ଲକଡାଉନ ସେଲିବ୍ରିଟିଙ୍କୁ ଏମିତି କିଛି କାମ କରିବା ଶିଖାଇଛି, ଯାହା ହୁଏତ ପୂର୍ବରୁ କେହି କରି ନ ଥିବେ। ଏବେ ଘରେ ରହି ରୋଷେଇ କରିବାଠାରୁ...

Advertisement
Archives

Model This Week