୨୦୨୨ରେ ଆସିବେ ଜୁନିଅର୍‌ ଧିର୍‌

ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରାତିକା ସାଙ୍ଗର ଏକ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବ। କ୍ରାତିକା ଏବଂ ତାଙ୍କ ସ୍ବାମୀ ନିକିତିନ ଧିର ଖୁବ୍‌ଶୀଘ୍ର ମା’-ବାପା ହେବାକୁ ଯାଉଛନ୍ତି। ନିଜ ପ୍ରଥମ ସନ୍ତାନ ଆସିବାକୁ ନେଇ ଉଭୟ ଖୁସି ଅଛନ୍ତି। ଆସନ୍ତା ବର୍ଷ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଜଣାପଡ଼ିଛି।
କ୍ରାତିକା ସ୍ବାମୀଙ୍କ ସହ ଫଟୋ ଶେୟାର କରି ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି । ଫଟୋ ଶେୟାର କରି କ୍ରାତିକା ଲେଖିଛନ୍ତି, ‘ ଜୁନିଅର ଧିର୍‌ ୨୦୨୨ରେ ଆସିବାକୁ ଯାଉଛି । ତେବେ ଏହି ଖୁସି ଖବର ଶୁଣିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଷ୍କାଙ୍କୁ ଏହି ନାଁରେ ଡାକନ୍ତି ବିରାଟ

ପ୍ରାୟତଃ ସମସ୍ତଙ୍କର ନିଶ୍ଚିତ ଭାବରେ ଏକ ଭଲ ଓ ଡାକ ନାମ ରହିଛି। ଏହି ନାମ ପିଲାଦିନରେ ପରିବାର ସଦସ୍ୟ କିମ୍ବା ସ୍କୁଲରେ ସାଙ୍ଗମାନଙ୍କ ଦ୍ୱାରା...

ଭାରତୀୟ ବାୟୁସେନାର ଗୌରବ କାହାଣୀ କହିବ ‘ବାଲାକୋଟ’: ବିବେକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିବେକ ଓବରଏ କହିଛନ୍ତି ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ବାଲାକୋଟ’ ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରେରଣା ଯୋଗାଇବ। ଭାରତୀୟ ବାୟୁସେନା ଦ୍ୱାରା...

ସ୍ବୟଂ-ଇପ୍ସିତାଙ୍କ ଲଭ୍‌ଷ୍ଟୋରୀ

ଆପେକ୍ସ ଇଞ୍ଜିନିୟରିଂ କଲେଜରେ ପଢିବା ବେଳେ ମୋ କ୍ଲାସ୍‌ମେଟ୍‌ ଥିଲେ ଇପ୍ସିତା ପାଣିଗ୍ରାହୀ। ଖୁବ୍‌ ମିଶାଣିଆ ଏବଂ ସ୍ନେହି ସ୍ବଭାବର ଝିଅ ବୋଲି ବୋଧହୁଏ ଧିରେ...

ସୁଇମିଂ ପୁଲ୍‌ରେ ବନ୍ଧୁଙ୍କ ସହ ଏପରି ଫଟୋ ଶେୟାର କଲେ ମନ୍ଦିରା, ଟ୍ରୋଲ କରି ୟୁଜର୍ସ କହିଲେ…

ବଲିଉଡ୍ର ଅଭିନେତ୍ରୀ ମନ୍ଦିରା ବେଦୀ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଧାରାବାହିକରୁ ମନ୍ଦିରା ଘରେ ଘରେ ପରିଚିତ ହୋଇଥିଲେ । ଗତବର୍ଷ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ମନ୍ଦିରା...

ମୁମ୍ବାଇରେ ରଣବୀର ସିଂଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୧୫।୧୦-ବଲିଉଡ ଅଭିନେତା ରଣବୀର ସିଂଙ୍କ ଗାଡି ଗୁରୁବାର ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଣବୀର ଡବିଂ ଷ୍ଟୁଡିଓରୁ କାମ ସାରି ନିଜ କାରରେ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ...

ଚର୍ଚ୍ଚାରେ ଦିଶାଙ୍କ କିକ୍‌

ମୁମ୍ବାଇ; ବଲିଉଡ୍‌ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ ।...

ସଲମାନ୍‌ ଗାଇଲେ‘ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ବିଗ୍‌ ବସ୍‌ ୧୫’ର ପ୍ରଥମ ଓ୍ବିକେଣ୍ଡ୍‌ କା ବାର ଏପିସୋଡରେ ମାନିକେ ମାଗେ ହିତେ...

ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର, ଏବେ…

ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍‌ ଓରଫ...

Advertisement
Archives

Model This Week