ଭିନ୍ନ ଅନ୍ଦାଜରେ ନଜର ଆସିଲେ ସୁହାନା

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ସେ ବେଶ୍‌ ସକ୍ରିୟ। ସୁହାନାଙ୍କର ମଧ୍ୟ ଫ୍ୟାନ ଫଲୋର୍ସ କିଛି କମ୍‌ ନୁହନ୍ତି। ସେ ନୂଆ ନୂଆ ଫଟୋ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି। ନିକଟରେ ସୁହାନାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଭିନ୍ନ ଅନ୍ଦାଜର ଫଟୋକୁ ଶେୟାର କରି ଫ୍ୟାନ୍ସଙ୍କୁ ଘାଇଲା କରିଛନ୍ତି ସୁହାନା। ସେ ଏକ ନାଲି ରଙ୍ଗର ଶାଢୀରେ ନଜର ଆସିଛନ୍ତି। ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାପନରେ ଅକ୍ଷୟ ନଂ ୧

ମୁମ୍ବାଇ: ଖାଲି ଚଳଚ୍ଚିତ୍ର ନୁହେଁ, ବିଜ୍ଞାପନ ଜଗତରେ ଅକ୍ଷୟ କୁମାର ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଜୋତାଠାରୁ ଆରମ୍ଭ କରି ଗୁଟଖା ସବୁ...

କାଲି ରିଲିଜ୍‌ ହେବ ‘ଆର୍‌ଆର୍‌ଆର୍‌’, ଅନେକ ହଲରେ ଟିକେଟ୍‌ ଶେଷ

ରାତି ପାହିଲେ ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍‌ଆର୍‌ଆର୍‌’। ଶୁକ୍ରବାର ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଦର୍ଶକଙ୍କ ବହୁ ଦିନର ଅପେକ୍ଷାର ଅନ୍ତ ଘଟିବ।...

ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା

୨୦୧୯-୨୦ ଯାତ୍ରା ସିଜନ୍‌ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍‌ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ...

ଦର୍ଶକଙ୍କ ମନକୁ ଛୁଇଁଲା ‘ବାଲା’

ମୁମ୍ବାଇ: ବଲିଉଡ୍‌ ମୁଭି ବାଲା ପ୍ରଥମ ଦିନରେ ହିଁ କମାଲ୍‌ କରିଛି। ଆୟୁଷ୍ମାନ ଖୁରାନା, ଭୂମି ପେଡନେକର ଓ ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ...

ଅମିତାଭଙ୍କ ନାୟିକା ହେବାକୁ ମନା କରିଥିଲେ ଏହି ଅଭିନେତ୍ରୀ, ସମ୍ମତି ପାଇଁ ଅଭିନେତା ପଠାଇଥିଲେ ଗୋଲାପ ଭର୍ତ୍ତି ଟ୍ରକ୍‌

ବମ୍ବେ: ବଲିଉଡ୍‌ର ମହାନାୟକ କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଯାଏ। ୧୯୬୯ରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ ଡେବ୍ୟୁ କରିଥିଲେ ସେ। ଏବେ ପଚାଶ ବର୍ଷ ପରେ ମଧ୍ୟ...

ଆମିରଙ୍କ ପ୍ରେମରେ ପଡ଼ିଯିବେ ବୋଲି ଡରୁଥିଲେ ଏହି ଅଭିନେତ୍ରୀ, ଏପରି କହିଥିଲେ ମନକଥା…

ବମ୍ବେ: ଅଭିନେତାଙ୍କୁ କେହି ପସନ୍ଦ କରିବା ସ୍ବାଭାବିକ କଥା। ହେଲେ ଯଦି କେବେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଯାଏ ତେବେ ହଠାତ୍‌ ବିଶ୍ୱାସ...

ଗୋଟିଏ ଫିଲ୍ମ ପାଇଁ ୫ କୋଟି ଟଙ୍କା ଚାର୍ଜ କରନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ପ୍ରଭାସ ଷ୍ଟାରର ଫିଲ୍ମ ‘ବାହୁବଳୀ’ରେ ଦେବସେନା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଫିଲ୍ମର ସଫଳତା...

ଏହି ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାରି ମିନାଟି

ଅଜୟ ନାଗର, କ୍ୟାରି ମିନାଟି ନାମରେ ୟୁଟୁବ୍‌ରେ ଲୋକପ୍ରିୟ। ସେ ବର୍ତ୍ତମାନ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଅଭୀନତ ‘ମେଡ’ ଫିଲ୍ମ...

Advertisement
Archives

Model This Week