ମନୋରଞ୍ଜନ

‘ଟାଇଗର-୩’ ଶୁଟିଂ ସାରି ମୁମ୍ବାଇ ଫେରିଲେ ଭାଇଜାନ, କ୍ଲିନ୍‌ ସେଭ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଫିଲ୍ମ ‘ଟାଇଗର-୩’ର ଶୁଟିଂ ସାରି ମୁମ୍ବାଇ ଫେରିଛନ୍ତି ଭାଇଜାନ। ଶନିବାର ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍‌ କରିଛନ୍ତି ପ୍ରଶଂସକ। ଭାଇଜାନଙ୍କ କ୍ଲିନ୍‌ ସେଭ୍‌ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି। ସଲମାନ ଏବଂ କ୍ୟାଟ୍ରିନା ଦିଲ୍ଲୀ ଏନ୍‌ସିଆରରେ ଏହି ଫିଲ୍ମର କିଛି…

ଅନମୋଲ ଅମ୍ବାନୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ବର୍ତ୍ତମାନ ବିବାହ ଋତୁ ଚାଲିଛି। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ମଧ୍ୟ କ୍ରିଷ୍ଣା ଶାହାଙ୍କ ସହ…

୧୬ ବର୍ଷର ବିବାହ, ଦୁଇ ଝିଅ; ଅଧୁନାଙ୍କ ସହ ସମ୍ପର୍କ ଛିନ୍ନ କରି ଦ୍ୱିତୀୟ ବିବାହ କଲେ ଫର୍‌ହାନ୍‌

ବମ୍ବେ: ୩ ବର୍ଷର ପ୍ରେମ, ୧୬ ବର୍ଷର ବିବାହକୁ ଭୁଲି ଆଗକୁ ବଢ଼ିଛନ୍ତି ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର। ଶନିବାର ସେ ପ୍ରେମିକା ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିଛନ୍ତି। ଉଭୟ ଦୀର୍ଘ ଚାରି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ସେମାନଙ୍କ…

ପ୍ରିୟଙ୍କା ଲେଖିଲେ ‘ମିସ୍‌ ୟୁ ଡାଡ୍‌’

ବମ୍ବେ: ମାତାପିତାଙ୍କ ବିବାହବାର୍ଷିକୀରେ ଭାବବିହ୍ବଳ ହେଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହି ଖାସ୍‌ ଦିନରେ ବାପା ଅଶୋକ ଚୋପ୍ରାଙ୍କ ଅନୁପସ୍ଥିତି ତାଙ୍କୁ ଦୁଃଖ ଦେଇଛି। ୨୦୧୩ରେ କ୍ୟାନ୍‌ସର ସହ ଲଢ଼ି ଆର୍‌ ପାରିକୁ ଚାଲିଯାଇଥିଲେ ସେ। ଏବେ ପ୍ରିୟଙ୍କା ବାପାମା’ଙ୍କ ଏକ…

ଜସ୍ମିନ-ଅଲିଙ୍କ ବ୍ରେକ୍‌ଅପ୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭସିନ ଅନ୍ୟତମ। ବିଗ୍‌ ବସ୍‌ ଘରେ ଉଭୟଙ୍କୁ ପ୍ରଥମେ ଯୋଡ଼ି ଭାବେ ଦେଖିବାକୁ ମିଳିଥିଲା। ହେଲେ ଏବେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନ ଥିବା…

ବିବାହ ବନ୍ଧନରେ ଶିବାନୀ-ଫରହାନ

ମୁମ୍ବାଇ: ଦୀର୍ଘ ୪ ବର୍ଷର ଡେଟିଂ ପରେ ବଲିଉଡ କଳାକାର ଫରହାନ ଖାଁ ଶେଷରେ ଶିବାନୀ ଦାଣ୍ଡେକରଙ୍କୁ ସାତ ଜନ୍ମ ପାଇଁ ଆପଣାର କରିନେଇଛନ୍ତି । ଶନିବାର ଏମାନେ ବିବାହ କରିଛନ୍ତି । ଏହାର ପ୍ରଥମ ଫଟୋ ଆସିବା ପରେ ପ୍ରଶଂସକଙ୍କ…

ଚୁମ୍ବନ ଦୃଶ୍ୟ ପୂର୍ବରୁ ଏହି ଅଭିନେତାଙ୍କୁ ୫ ଥର ହାତ ଧୁଆଇଥିଲେ ନେହା ଧୁପିଆ

ଅଭିନେତ୍ରୀ ନେହା ଧୁପିଆ ତାଙ୍କ ବୋଲ୍ଡ ଷ୍ଟେଟମେଣ୍ଟ ପାଇଁ ପ୍ରାୟତଃ ରହିଥାନ୍ତି ଚର୍ଚ୍ଚାରେ । ସେ ଏବଂ ୟାମି ଗୌତମ ତାଙ୍କ ଫିଲ୍ମ ‘ଏ ଥର୍ସଡେ’ର ପ୍ରମୋଶନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋ’ରେ ନେହାଙ୍କ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ…

ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ ସମୟରେ ରାଜନୀତିକୁ ନେଇ କିଛି ନା କିଛି ବୟାନ ଦେଇ ଚର୍ଚ୍ଚାରେ ଥିବା କଙ୍ଗନା…

ପରଲୋକରେ କନ୍ନଡ ଅଭିନେତା ରାଜେଶ

ବେଙ୍ଗାଲୁରୁ,୧୯।୨: କନ୍ନଡ ସିନେମାର ଭେଟେରାନ ଅଭିନେତା ରାଜେଶଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା। ଶନିବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗ ଓ କିଡନୀ…

ଗେହରାଇୟାଁକୁ ନେଇ ଆଇକନିକ୍‌ ଗର୍ଲଙ୍କୁ ଏମିତି କହିଲେ ପୂର୍ବତନ କମିଶନର

ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି । ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ତେବେ ଫିଲ୍ମଟି ରିଲିଜ ହେବା ପରେ ଅଧିକ ପ୍ରଶଂସା ପାଇନାହିଁ। ଫିଲ୍ମରେ ଦର୍ଶକ ଆଶା କରୁଥିବା…

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ-ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଆଜି ଦୁହେଁ ବିବାହ କରିବେ। ଏହାପୂର୍ବରୁ ଗୁରୁବାର ଶିବାନୀଙ୍କ ହଳଦୀ ସମାରୋହ ଆୟୋଜିତ ହୋଇଥିଲା। ଯେଉଁଥିରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ…

ଶୁଟିଂ ସେଟ୍‌ରୁ ଫଟୋ ଭାଇରାଲ

ବଲିଉଡର ଅଭିନେତା ସଲମାନ ଖାନ ଓ କ୍ୟାଟ୍ରିନା କୈଫ ବହୁଦିନର ବ୍ୟବଧାନ ପରେ ଫିଲ୍ମ ‘ଟାଇଗର-୩’ରେ ନଜର ଆସିବେ। ଏ ନେଇ ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଶୁଟିଂ ସେଟ୍‌ରୁ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁ ଫଟୋରେ ସଲମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?