ବନ୍ଦ ହେବ କି କପିଲ ଶର୍ମା ଶୋ’

ହାସ୍ୟ ଅଭିନେତା କପିଲ ଶର୍ମା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର କାଷ୍ଟକୁ ପ୍ରମୋଶନ ପାଇଁ ଆମନ୍ତ୍ରଣ ନ କରିବାରୁ କପିଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ବଏକଟ୍‌ କପିଲ ଶର୍ମା ଶୋ’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ତେବେ ଏହି ବିବାଦ ମଧ୍ୟରେ କପିଲଙ୍କ ଶୋ’ ମଧ୍ୟ ଖୁବ ଶୀଘ୍ର ବନ୍ଦ ହେବ ବୋଲି କୁହାଯାଉଛି।
ପ୍ରତି ସପ୍ତାହରେ କପିଲ ଶର୍ମା ଶୋ’କୁ ଜଣାଶୁଣା ତାରକାମାନେ ଶୋ’ରେ ଅତିଥି ଭାବରେ ଆସି ଦର୍ଶକଙ୍କ ବହୁତ ମନୋରଞ୍ଜନ କରନ୍ତି। କପିଲ ନିକଟରେ ଏକ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କପିଲ ଆମେରିକା-କାନାଡା ଗସ୍ତ ବିଷୟରେ କହିଛନ୍ତି। କପିଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ୨୦୨୨ରେ ଆମେରିକା-କାନାଡା ଗସ୍ତ ବିଷୟରେ ଘୋଷଣା କରି ବହୁତ ଖୁସି ଅନୁଭବ କରୁଛି। ତୁମମାନଙ୍କ ସହ ଖବ୍‌ଶୀଘ୍ର ଭେଟ ହେବ। ଏହି ଗସ୍ତ ୧୧ ଜୁନରୁ ୩ ଜୁଲାଇ ପର୍ଯ୍ୟନ୍ତ ଚାଲିବ। କପିଲ ଶର୍ମାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ଲୋକମାନେ କଳ୍ପନା କରିବା ଆରମ୍ଭ କରିଦେଇଥିଲେ ଯେ ଏବେ ଶୋ’ କିଛି ସମୟ ପାଇଁ ବନ୍ଦ ହୋଇଯିବ। ପରେ ପୁଣି ନୂଆ ରୂପରେ ଶୋ’ ଆସିବ ବୋଲି କୁହାଯାଉଛି।

 

View this post on Instagram

 

A post shared by Kapil Sharma (@kapilsharma)


Enter your email to get our daily news in your inbox.

All Right Reserved By Dharitri.Com

‘ପୃଥ୍ୱିରାଜ’ର ରିଲିଜ୍‌କୁ ନେଇ ଉତ୍ସାହିତ ଅଛନ୍ତି ମାନୁଷୀ

ମୁମ୍ବାଇ: ଡେବ୍ୟୁଟେଣ୍ଟ ମାନୁଷୀ ଛିଲ୍ଲର ଏବେ ଖୁବ୍ ଖୁସି ଅଛନ୍ତି । ଅକ୍ଷୟ କୁମାରଙ୍କ ସହ ଅଭିନୀତ ତାଙ୍କର ପ୍ରଥମ ଫିଲ୍ମ ‘ପୃଥ୍ୱିରାଜ’ ଗୋଟିଏ ସପ୍ତାହ...

ଦୁଇ ଜଣଙ୍କୁ ବିବାହ କରିଥିବା ଏହି ପ୍ରସିଦ୍ଧ ଅଭିନେତାଙ୍କ ପୁଅ ବି କରିଥିଲେ ରାଜକୀୟ ବିବାହ

ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ନାଗା ଚୈତନ୍ୟ ୨୩ ନଭେମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ...

ଦର୍ଶକଙ୍କୁ ପସନ୍ଦ ଆସୁଛି ସାମନ୍ଥାଙ୍କ ଫିଲ୍ମ, ଭାଙ୍ଗିପାରେ କିଛି ରେକର୍ଡ

ମୁମ୍ବାଇ: ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୀତ ମୁଭି ‘ୟଶୋଦା’ ଲମ୍ବା ସମୟର ପ୍ରତିକ୍ଷା ପରେ ଶେଷରେ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଫିଲ୍ମକୁ ଭଲ...

ଫିଲ୍ମ ‘୮୩’ରେ ଦୀପିକାଙ୍କ ପ୍ରଥମ ଫଟୋ ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘୮୩’। ଏଥିରେ ମୁଖ୍ୟ...

କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି...

ଏହି ମହିଳାଙ୍କୁ ଦେଖା କରିବାକୁ ପାଗଳ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିକଟରେ ୫୫ତମ ଜନ୍ମଦିନ ପାଳନ କରିଥିଲେ। ତେବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିବାରୁ ଚଳିତ ବର୍ଷ ସେ ଧୂମ୍‌ ଧାମରେ...

ରୁମ୍‌ରେ ଯେଉଁ ମଡେଲଙ୍କ ଲଗାଉଥିଲେ ପୋଷ୍ଟର, ତାଙ୍କୁ କଲେ ବିବାହ: ୨୧ବର୍ଷ ପରେ ହେଲା ବିଚ୍ଛେଦ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ମଙ୍ଗଳବାର ନିଜର ୪୭ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୭୨ ନଭେମ୍ବର ୨୬ରେ ମଧ୍ୟପ୍ରଦେଶର ଜବଲପୁର ସହରରେ ସେ ଜନ୍ମଗ୍ରହଣ କରିଥିଲେ।...

କ୍ୟାଟ୍‌ଙ୍କୁ ଛାଡପତ୍ର ଦେବେ କି ଭିକି!

ମୁମ୍ବାଇ,୧୭।୫:ବଲିଉଡର ପ୍ରୋମିସଂଗ ଥଙ୍ଗ୍‌ ଭିକି କୌଶଲ ଲକ୍‌ଡାଉନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ତେବେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍‌ ହୋଇଛି। ୩ବର୍ଷ...

Advertisement
Archives

Model This Week