ମନୋରଞ୍ଜନ

ହସ୍ପିଟାଲରେ ‘କଚା ବାଦାମ’ ଗାୟକ ଭୁବନ ବାଦ୍ୟକର

ବୀରଭୂମ,୧।୩: ପଶ୍ଚିମବଙ୍ଗର ବୀରଭୂମରେ କାଚା ବାଦାମ ଖ୍ୟାତିସମ୍ପନ୍ନ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭୁବନଙ୍କ ଛାତିରେ ଆଘାତ ଲାଗିଛି। ନିକଟରେ ଏକ…

ବବି ଦେଓଲଙ୍କ ଲାଗି ପୋଷ୍ଟ ଶେୟାର କରି ଏମିତି କହିଲେ ଭାଇଜାନ୍‌

ବବି ଦେଓଲଙ୍କ ଫିଲ୍ମ ‘ଲଭ ହଷ୍ଟେଲ’ ରିଲିଜ ହେବା ଦିନଠାରୁ ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ମିଳିଛି। ଜି ଫାଇଭ୍‌ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବବି ଦେଓଲ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ବବିଙ୍କ ଅଭିନୟକୁ…

ବକ୍ସ ଅଫିସରେ ସୁପରହିଟ୍‌ ‘ଭୀମଲା ନାୟକ’: ଆୟ କଲାଣି…

ତେଲୁଗୁ ଫିଲ୍ମ‘ଭୀମଲା ନାୟକ’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମଟି ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିଛି । ଅଭିନେତା ପୱନ କଲ୍ୟାଣ ଏବଂ ରାଣା ଦଗୁବତୀଙ୍କ…

ଆଲିଆଙ୍କ ଅଭିନୟ ଦେଖି ଏମିତି କହିଲେ ସାମନ୍ଥା

ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଆଲିଆ ଭଟ୍ଟଙ୍କ ଚରିତ୍ରକୁ ଦର୍ଶକ ପ୍ରଶଂସା କରିଛନ୍ତି। ଫିଲ୍ମକୁ ଦେଖିବା ପାଇଁ ପ୍ରେକ୍ଷାଳୟ ଆଗରେ ଭିଡ ଜମୁଛି।…

ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମ ଦେଖିବା ପରେ ସମସ୍ତେ ଆଲିଆଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ଆଲିଆଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ପ୍ରଶଂସକମାନେ କହୁଛନ୍ତି। ନିରୀହ ଦେଖାଯାଉଥିବା ଆଲିଆଙ୍କ…

ଆସିଲା ‘ବଚ୍ଚନ ପାଣ୍ଡେ’ ମୁଭିର ନୂଆ ଗୀତର ଟିଜର

ମୁମ୍ବାଇ: ଇଭିଲ ସଙ୍ଗ ‘ମାର ଖାଏଗା’ରେ ଦର୍ଶକଙ୍କ ସାମ୍ନାରେ ହିରୋ ଅକ୍ଷୟ କୁମାରଙ୍କୁ ‘ବଚ୍ଚନ ପାଣ୍ଡେ’ ଭୂମିକାରେ ଉପସ୍ଥାପନ କରାଯିବା ପରେ ନିର୍ମାତା ଏବେ ସାଜିଦ ନାଡିୟାଡୱାଲାଙ୍କ ବହୁ ପ୍ରତିକ୍ଷିତ ଆକ୍ସନ କମେଡିର ଦ୍ୱିତୀୟ ଗୀତ ‘ମେରି ଜାନ ମେରି ଜାନ’…

ମାର୍ଚ୍ଚରେ ଓଟିଟି ସହ ପ୍ରେକ୍ଷାଳୟରେ ମଧ୍ୟ ରିଲିଜ୍‌ ହେବ ଏହି ସବୁ ଫିଲ୍ମ

ଦେଶରେ କୋଭିଡ୍‌ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ସେନେଇ ଅନେକ ଫିଲ୍ମ ମାର୍ଚ୍ଚରେ ରିଲିଜ୍‌ ହେବା ପାଇଁ ପ୍ରସ୍ତୁତ ହେଲେଣି। ମାର୍ଚ୍ଚ ମାସରେ ଅନେକ ଫିଲ୍ମ ପ୍ରେକ୍ଷାଳୟକୁ ଆସୁଛି। ପ୍ରଭାସଙ୍କ ରାଧା ଶ୍ୟାମ ଠାରୁ ଆରମ୍ଭ କରି ଏସ୍‌.ଏସ୍‌…

ଏପ୍ରିଲ ନୁହେଁ ମେ’ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ଼

ମୁମ୍ବାଇ: ନିଜର ଅଭିନୟ ହେଉ ଅବା ବେକାବୁ ବୟାନ ସବୁ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ଼କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ…

ମୁଁ ଅସୁସ୍ଥ: ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷରେ ମଧ୍ୟ କଠିନ ପରିଶ୍ରମ କରନ୍ତି । ଏହି ବୟସରେ ସେ ୧୨ ଘଣ୍ଟା କାମ କରିବା ବ୍ୟତୀତ ସୁପର ଆକ୍ଟିଭ ବିଗ୍‌ ବି ଜିମ୍‌ ଯାଇ ଝାଳ ବୁହାଇଥାନ୍ତି। ପ୍ରଶଂସକମାନେ ସେମାନଙ୍କ ମେଗାଷ୍ଟାର…

ସ୍ବୟଂବର ରଚିବେ ମିକା

ପ୍ରସିଦ୍ଧ ଗାୟକ ମିକା ସିଂ ୪୪ ବର୍ଷ ବୟସରେ ମଧ୍ୟ ସିଙ୍ଗ୍‌ଲ ଅଛନ୍ତି। ଯଦିଓ ତାଙ୍କ ନାମ କିଛି ଯୁବତୀଙ୍କ ସହ ଯୋଡାଯାଇଛି, କିନ୍ତୁ ସେ ଏବେ ବି ଅବିବାହିତ ଅଛନ୍ତି। ତେବେ ସେ ଏବେ ସ୍ବୟବଂର ରଚିବାକୁ ନିଷ୍ପତ୍ତି ନେଇଛନ୍ତି।…

ଭୁବନେଶ୍ୱରରେ ଫିଲ୍ମ ଶୁଟିଂ କରୁଛନ୍ତି କପିଲ ଶର୍ମା

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ବଲିଉଡ୍‌ର କମେଡି କିଙ୍ଗ୍‌ କପିଲ ଶର୍ମା ଫିଲ୍ମ ଶୁଟିଂ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସିନେ ନିର୍ମାତା ନନ୍ଦିତା ଦାସଙ୍କ ସହ ସେ ଶୁଟିଂ କରୁଛନ୍ତି । ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁଟିଂ ଆରମ୍ଭ ହୋଇଛି।…

ଦିୱାଲିରେ ରିଲିଜ ହେବ ‘ଆଦିପୁରୁଷ’!

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦୀର୍ଘ ପ୍ରାୟ ୨ ବର୍ଷ ହେବ ବନ୍ଦ ପଡିଥିବା ସିନେମା ହଲ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି । ୧୧ ଅଗଷ୍ଟ ୨୦୨୨ରେ ଅଭିନେତା ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri