ବବି ଦେଓଲଙ୍କ ଲାଗି ପୋଷ୍ଟ ଶେୟାର କରି ଏମିତି କହିଲେ ଭାଇଜାନ୍‌

ବବି ଦେଓଲଙ୍କ ଫିଲ୍ମ ‘ଲଭ ହଷ୍ଟେଲ’ ରିଲିଜ ହେବା ଦିନଠାରୁ ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ମିଳିଛି। ଜି ଫାଇଭ୍‌ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବବି ଦେଓଲ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ବବିଙ୍କ ଅଭିନୟକୁ ଅନେକ ପ୍ରଶଂସା ମିଳିଛି। ଫିଲ୍ମ ଷ୍ଟାରମାନେ ମଧ୍ୟ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ଫିଲ୍ମରେ ବବି ଦେଓଲଙ୍କ ଲୁକ୍‌ ଓ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସଲମାନ ଖାନ ମଧ୍ୟ ବବିଙ୍କ ଅଭିନୟ ଦେଖିବା ପରେ ନିଜକୁ ଅଟକାଇ ପାରି ନ ଥିଲେ। ଇନଷ୍ଟାଗ୍ରାମରେ ସଲମାନ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ ବବି ଦେଓଲଙ୍କ ଫିଲ୍ମ ‘ଲଭ ହଷ୍ଟେଲ’କୁ ପ୍ରଶଂସା କରିଛନ୍ତି। ସଲମାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ମୁଁ ‘ଲଭ ହଷ୍ଟେଲ’ରେ ବବିଙ୍କ ଅଭିନୟର ପ୍ରଶଂସା ଶୁଣୁଛି। ବବିଙ୍କ ପାଇଁ ସମସ୍ତ ଶୁଭକାମନା ଏବଂ ମୁଁ ଆଶାକରେ ସେ ଭଲ ପ୍ରଦର୍ଶନ ଜାରି ରଖିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଲେଡି ଲଭ୍‌ଙ୍କ ସହ ଜନ୍ମଦିନ ପାଳିଲେ ଅର୍ଜୁନ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ୟାରିସର ସବୁଠାରୁ ରୋମାଣ୍ଟିକ ସହରରେ ଅର୍ଜୁନ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ...

କେମିୟୋ ରୋଲ ପାଇଁ ବି ହାଇ ଡିମାଣ୍ଡ କରନ୍ତି ଅଜୟ!

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅଜୟ ଦେବଗନ । ତାଙ୍କର ଆଉ ଦ୍ୱିତୀୟ ପରିଚୟର ଆବଶ୍ୟକତା ନାହିଁ । ୨...

ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଥିଲେ ଏହି ଅଭିନେତ୍ରୀ, ହେଲେ ଏବେ…

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ବେଶ୍‌ ପରିଚିତ ହୋଇଛନ୍ତି । ଟେଲି ଧାରାବାହିକ, ‘ୟେ ରିସ୍ତା କ୍ୟା...

ଚିହ୍ନିଲେ ଦେଖି, ଏହି ପିଲାଟି ଏବେ କୋଟିକୋଟି ଦର୍ଶକଙ୍କ ହୃଦୟର ରାଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ସେମାନଙ୍କ ପିଲାଦିନର ଫଟୋସବୁ ଶେୟାର କରିଥାନ୍ତି। ଯାହାକୁ ଚିହ୍ନିବା ପ୍ରଶଂସକମାନଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ।...

ବିଗ୍‌ବସ ୧୩ରେ ସଲମାନଙ୍କ ସହ ହୋଷ୍ଟ କରିବେ ଏହି ଦୁଇ ଅଭିନେତ୍ରୀ

କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ଦର୍ଶକ ବହୁ ପସନ୍ଦ କରିଥାନ୍ତି। ସେ ବଡ଼ପରଦା ହେଉ କି ଛୋଟପରଦା। ଏହି ଯୋଡ଼ି ଯେତେବେଳେ ପରଦା ଉପରକୁ ଆସିଥାନ୍ତି...

ବିବାଦରେ ଏମରଜେନ୍ସି

ମୁମ୍ବାଇ,୨୦ ।୭: ବଲିଉଡର ଅନୁଭବି ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅପକମିଂ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଏବେ ଏହା ବିବାଦ...

ମହିଳା ପୁରୁଷଙ୍କଠାରୁ ଭଲ, ଶକ୍ତିଶାଳୀ: ଅକ୍ଷୟ

ମୁମ୍ବାଇ: ମୁମ୍ବାଇର ଖିଲାଡି ବୟ ଅକ୍ଷୟ କୁମାର କହିଛନ୍ତି ମହିଳା ପୁରୁଷଙ୍କଠାରୁ ଭଲ ଓ ଶକ୍ତିଶାଳୀ। ଅକ୍ଷୟ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’କୁ...

ବିଗ୍‌ବସ୍‌ ସିଜନ୍‌ ୧୪: ବାଜି ମାରିଲେ ରୁବିନା

ମୁମ୍ବାଇ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। କଲର୍ସ ଟେଲିଭିଜନ୍‌ରେ ପ୍ରସାରିତ ବିଗ୍‌ବସ୍‌ ସିଜନ୍‌ ୧୪ରେ ବାଜି ମାରିଛନ୍ତି ଲୋକପ୍ରିୟ ଟିଭି ଆକ୍ଟ୍ରେସ୍‌ ରୁବିନା...

Advertisement
Archives

Model This Week