ହଟ୍ ଲୁକ୍ରେ ପଲକ
ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍ ପିନ୍ଧି ପୋଜ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ଲକ ଏକ ସିଲଭର କଲରର ଗାଉନ…
ସ୍ନେହରେ ଡାକନ୍ତି ମିମି
ବମ୍ବେ: ବଲିଉଡ୍ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଅନ୍ୟତମ। ୪୮ ବର୍ଷ ବୟସରେ ମଧ୍ୟ ସେ ନିଜର ଷ୍ଟାଇଲ୍, ଲୁକ୍ ଏବଂ ଓ୍ବାକ୍ଆଉଟ୍କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ପ୍ରଶଂସକ ଗହଣରେ ମଲାଇକା ଭାବେ ପରିଚିତ ଏହି ଅଭିନେତ୍ରୀଙ୍କୁ ସ୍ନେହରେ ପରିବାରଲୋକେ…
କୌଣସି ହୋଟେଲ୍ରେ ନୁହେଁ, ଘର ଛାତରେ ବିବାହ କରିଥିଲେ ଅଜୟ
ବଲିଉଡ୍ ଅଭିନେତା ଅଜୟ ଦେବ୍ଗନଙ୍କ ଆଜି ଜନ୍ମଦିନ। ବଲିଉଡର ସିଙ୍ଘମ କୁହାଯାଉଥିବା ଅଜୟ ୨ ଏପ୍ରିଲରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟର ମଧ୍ୟରେ ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ହେଲେ ଆକ୍ସନ ହିରୋ ଅଜୟ ତାଙ୍କ…
ଜନ୍ମଦିନ ପାଳିବାକୁ ମନାକଲେ ଅଜୟ ଦେବଗନ
ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ଆଜି ଅର୍ଥାତ୍ ଏପ୍ରିଲ ୨ରେ ୫୩ତମ ଜନ୍ମଦିନ। ବଲିଉଡ୍ର ସିଙ୍ଘମ୍ କୁହାଯାଉଥିବା ଅଜୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଏବେ ବି ଏହି ଧାରା ଜାରି ରହିଛି। ଫିଲ୍ମରେ ଆକ୍ସନ…
ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍ ଅଭିନେତା
ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଲୋକପ୍ରିୟ ଷ୍ଟାର ଧୀରଜ ଧୁପର। ପତ୍ନୀ ବିନ୍ନି ଅରୋରା ଏବଂ ସେ ଏହି ଖୁସିଖବରକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ସୋସିଆଲ ମିଡିଆରେ ଉଭୟ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିବା…
କେମିୟୋ ରୋଲ ପାଇଁ ବି ହାଇ ଡିମାଣ୍ଡ କରନ୍ତି ଅଜୟ!
ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅଜୟ ଦେବଗନ । ତାଙ୍କର ଆଉ ଦ୍ୱିତୀୟ ପରିଚୟର ଆବଶ୍ୟକତା ନାହିଁ । ୨ ଏପ୍ରିଲ, ୧୯୬୯ରେ ଜନ୍ମ ନେଇଥିବା ଅଜୟ ଫିଲ୍ମ ‘ଫୁଲ ଔର କାଣ୍ଟେ’ରୁ ବଲିଉଡ କ୍ୟାରିୟର…
କପିଲଙ୍କ ଶୋ’ ଛାଡ଼ିବେ କି ନାହିଁ ସ୍ପଷ୍ଟ କଲେ ସୁମୋନା
ମୁମ୍ବାଇ: ଛୋଟପରଦାରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ‘କପିଲ ଶର୍ମା ଶୋ’କୁ ନେଇ ଏବେ ଚର୍ଚ୍ଚା ଜୋର୍ରେ। ଶୋ’ର ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଜଣେ ଜଣେ ପାର୍ଟ। ନିକଟରେ ଏହି ଶୋ’ ବନ୍ଦ ହେବ ବୋଲି ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ,…
ଏକାଡେମୀରୁ ଇସ୍ତଫା ଦେଲେ ସ୍ମିଥ୍; କହିଲେ – ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ
ଲସ ଏଞ୍ଜଲସ୍: ୯୪ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍ କ୍ରିସ୍ ରକ୍ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍ ଅଭିନେତା ଓ୍ବିଲ୍ ସ୍ମିଥ୍। ଏବେ ସେ ନିଜର କାର୍ଯ୍ୟକୁ ନେଇ ପଶ୍ଚାତାପ କରି ଏକାଡେମୀ ଅଫ୍…
ଛାତ୍ରଙ୍କୁ ୧୫ ଲକ୍ଷ ଟଙ୍କା ଦେବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ
ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ଏହାର ନିର୍ଦ୍ଦେଶକ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମ ଜରିଆରେ ସେ ଦର୍ଶକଙ୍କର ନିକଟତର ହୋଇଥିବା ବେଳେ ଏବେ ପୁଣିଥରେ ଏମିତି କଥା କହିଛନ୍ତି…
ଫିଲ୍ମ ‘ଆର୍ଆର୍ଆର୍’କୁ ନେଇ ଏମିତି କହିଲେ କଙ୍ଗନା
ଫିଲ୍ମ ‘ଆର୍ଆର୍ଆର୍’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମକୁ ଭଲ ରେସ୍ପନ୍ସ ମଧ୍ୟ ମିଳୁଛି। ସାଧାରଣ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହି ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆର୍ଆର୍ଆର୍…
‘ଆର୍ଆର୍ଆର୍’ ପୋଷ୍ଟର ହଟାଇବା ନେଇ ମୁହଁ ଖୋଲିଲେ ଆଲିଆ
ଅଭିନେତ୍ରୀ ଆଲିଆ ଭଟ୍ଟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଫିଲ୍ମ‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆର୍ଆର୍ଆର୍’ସୁପରହିଟ୍ ହୋଇଛି। ଆଲିଆଙ୍କ ଦମ୍ଦାର ଅଭିନୟକୁ ଦେଖି ଦର୍ଶକ ପ୍ରଶଂସା କରୁଛନ୍ତି। ଏହାରି ଭିତରେ ଆଲିଆ ‘ଆର୍ଆର୍ଆର୍’ର ପୋଷ୍ଟର ଡିଲିଟ୍…
ରଣବୀରଙ୍କୁ ଚିହ୍ନି ହେଉନି
ବମ୍ବେ: ନୂଆ ଲୁକ୍ରେ ବଲିଉଡ୍ ଅଭିନେତା ରଣବୀର ସିଂହ। ମେ’ ୧୩ ରେ ରିଲିଜ ହେବାକୁ ଯାଉଛି ତାଙ୍କ ଫିଲ୍ମ ‘ଜୟେଶ ଭାଇ ଜୋରଦାର୍’। ଶୁକ୍ରବାର ରଣବୀରଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ୟଶରାଜ ଫିଲ୍ମ୍ସ ପକ୍ଷରୁ ଏହାକୁ ଶେୟାର କରାଯାଇଛି।…

