ଦୋହାରେ ପୋହାର ମଜା ନେଲେ ଆଲିଆ

ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍‌ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର ଏକ ଜ୍ୱେଲେରୀ ଏବଂ ଘଡି ପ୍ରଦର୍ଶନୀରେ ଯୋଗଦେଇଥିଲେ। ଦୋହା ଭ୍ରମଣ ସମୟର କିଛି ଫଟୋକୁ ଆଲିଆ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ଜଣଙ୍କ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ପ୍ରଦର୍ଶନୀ ପାଇଁ ଆଲିଆ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଆଲିଆ ଧଳା ରଙ୍ଗର ଲମ୍ବା କୋଟ ସହ ଧଳା ରଙ୍ଗର ଟ୍ରାଉଜର ପିନ୍ଧିଛନ୍ତି। ଏତଦ୍‌ ବ୍ୟତୀତ ଧଳା ପୋଷାକ ସହିତ ଆଲିଆ ଗ୍ରୀନ୍‌ କଲରର ଜ୍ୱେଲେରୀ ପରିଧାନ କରିଥିଲେ। ଯାହା ତାଙ୍କୁ ରୟାଲ ଲୁକ୍‌ ଦେଇଥିଲା। କେବଳ ସେତିକି ନୁହେଁ, ଦୋହାକୁ ଯାଇ ଆଲିଆ ପୋହାକୁ ମଧ୍ୟ ଉପଭୋଗ କରିଥିବା ଦେଖିବାକୁ ମିଳିଛି। ଏହାର ଏକ ଫଟୋ ମଧ୍ୟ ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଥିବା ନଜର ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ମଙ୍ଗଳସୁତ୍ର: ଦାମ୍‌ ରହିଛି…

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ପରେ ସୋସିଆଲ ମିଡିଆରେ ସକ୍ରିୟ ହୋଇପଡିଛନ୍ତି। ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ମଧ୍ୟ ଶେୟାର କରୁଛନ୍ତି। ନିକଟରେସେ...

ସମୁଦ୍ର ମଧ୍ୟକୁ ଯାଇ କାନ୍ଦୁଥିଲେ ବଲିଉଡ୍‌ର ସବୁଠୁ ହ୍ୟାଣ୍ଡସମ୍‌ ଅଭିନେତା: ଜାଣନ୍ତୁ କାହିଁକି…

ବଲିଉଡ୍‌ର ସବୁଠାରୁ ହ୍ୟାଣ୍ଡସମ୍‌ ହିରୋ ଶଶି କପୁରଙ୍କ ସ୍ତ୍ରୀ ଜେନିଫର କେଣ୍ଡେଲଙ୍କର ସୋମବାର ଅର୍ଥାତ୍‌ ଆଜି ହେଉଛି ୩୬ତମ ଶ୍ରାଦ୍ଧ ପାର୍ଷିକୀ। ସେପ୍ଟେମ୍ବର ୭, ୧୯୮୪ରେ...

କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା

ମୁମ୍ବାଇ: ବେଶ୍‌ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍‌ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍‌...

ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଏମିତି ସର୍ତ୍ତ ରଖିଥିଲେ ଶ୍ୱଶୁର

ବଲିଉଡ୍‌ ଅଭିନେତ୍ରୀ ବବିତା କପୁର ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ୧୯୬୬ ମସିହାରେ ଫିଲ୍ମ ‘ଦଶ ଲାକ୍ଷ’ରୁ ବଲିଉଡରେ ଡେବ୍ୟୁ କରିଥିଲେ।...

ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟିକା ନାୟକଙ୍କ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ପୁଣି ବ୍ରେକ୍‌ଅପ୍‌ ବି କିଛି କମ୍‌ ଚର୍ଚ୍ଚିତ ବିଷୟ ବସ୍ତୁ ନୁହେଁ ବଲିଉଡ୍‌୍‌...

ବାହା ହେଲେ ଉର୍ବଶୀ !

ମୁମ୍ବାଇ: ବଲିଉଡ୍‌ ନାୟିକା ଉର୍ବଶୀ ରୌତେଲାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ନିଜର ହଟ୍‌ ଅନ୍ଦାଜକୁ ନେଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା...

ଆମେରିକାକୁ ସୁରକ୍ଷିତ ମଣିଲେ ସନି

ମୁମ୍ବାଇ: ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍‌ କବଳିତ। ଏହି ମହାମାରୀକୁ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ...

ଐଶ୍ୱର୍ଯ୍ୟାଙ୍କ ପାଇଁ ଦବଙ୍ଗ ଖାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ...

Advertisement
Archives

Model This Week